ଜୀବନରେ କେବେ ମଧ୍ୟ ହାର୍ଟ ଆଟାକ୍ ଆସିବ ନାହିଁ, ଯଦି ଏହି ରାମବାଣ ପତ୍ରକୁ ୫ଦିନ ପର୍ଯ୍ୟନ୍ତ ସେବନ କରିବେ ।

Spread the love

ମେରସିଆଁ ପତ୍ରର ବ୍ୟବହାର ଖାଦ୍ୟ ସାମଗ୍ରୀରେ ଖାଦ୍ୟର ସ୍ଵାଦ ବଢ଼ାଇବା ପାଇଁ କରାଯାଇଥାଏ । ଅଧିକାଂଶରେ ଦକ୍ଷିଣ ଭାରତରେ ଏହି ପତ୍ରର ବ୍ୟବହାର କରାଯାଉଛି । କଣ ଆପଣ ଜାଣିଛନ୍ତି ମେରସିଆଁ ପତ୍ର ଖାଦ୍ୟର ସ୍ଵାଦ ବଢାଇବା ସହ ଏହା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ମେରସିଆଁ ପତ୍ରର ବ୍ୟବହାରରେ ଅନେକ ରୋଗର ଚିକିତ୍ସା କରାଯାଏ । ମେରସିଆଁ ପତ୍ରରେ ଭିଟାମିନ ଏ, ବି, ସି ଏବଂ କ୍ୟାଲସିୟମ, ପ୍ରୋଟିନ, ଅମିନୋ ଏସିଡ, ଫସଫରସ, ଫାଇବର ଏବଂ ଆଇରନ ଭରପୁର ମାତ୍ରାରେ ମହଜୁଦ ହୋଇ ରହିଥାଏ । ଆୟୁର୍ବେଦରେ ମଧ୍ୟ ମେରସିଆଁ ପତ୍ରର ବ୍ୟବହାର ଅନେକ ରୋଗର ଚିକିତ୍ସା ପାଇଁ କରାଯାଇଥାଏ । ଭୃଷଙ୍ଗ ପତ୍ରରେ ଅତିଆବଶ୍ୟକ ତେଲ ମଧ୍ୟ ମହଜୁଦ ରହିଥାଏ, ଯାହାକି ସ୍ଵାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ମେରସିଆଁ ପତ୍ର ଦ୍ଵାରା ହେଉଥିବା କିଛି ଲାଭ ବିଷୟରେ କହିବାକୁ ଯାଉଛୁ ।

୧) ଯଦିଓ ଆପଣଙ୍କୁ ଡାଇବିଟିସର ସମସ୍ୟାରେ ପୀଡିତ, ତେବେ ଆପଣ ଆପଣଙ୍କ ଖାଦ୍ୟରେ ମେରସିଆଁ ପତ୍ରକୁ ସାମିଲ କରନ୍ତୁ । ଏହା ବ୍ୟତୀତ ମେରସିଆଁ ପତ୍ରରେ କାର୍ବହାଇଡ୍ରେଟ ମଧ୍ୟ ଥାଏ, ଯାହାକି ଶରୀରର ମେଟାବୋଲିଜିମ ଲେଭେଲକୁ ଦୃଢ଼ କରିଥାଏ ଏବଂ ଷ୍ଟ୍ରେଶ ଲେଭେଲକୁ କମ କରିବାରେ ସାହାର୍ଯ୍ୟ କରିଥାଏ ।

୨) ମେରସିଆଁ ପତ୍ରରେ ଏଣ୍ଟି ବ୍ୟାକ୍ଟେରୀୟଲ ଗୁଣ ମହଜୁଦ ରହିଥାଏ, ଯାହାକି ସ୍କିନ ଇନଫେକ୍ସନ ଠାରୁ ବଞ୍ଚାଇବାକୁ ସାହାର୍ଯ୍ୟ କରିଥାଏ ।

Google

୩) ମେରସିଆଁ ପତ୍ର ବ୍ଲଡ଼ କଲେଷ୍ଟ୍ରାଲକୁ କଣ୍ଟ୍ରୋଲ କରିବାର ଗୁଣ ରହିଛି । ଯାହାକି ହୃଦୟ ସମ୍ବନ୍ଧିତ ସମସ୍ତ ରୋଗ ଠାରୁ ମୁକ୍ତ ଦେବାରେ ସାହାର୍ଯ୍ୟ କରିଥାଏ । ଆମ ଶରୀରରେ ଥିବା ଅକ୍ସିଡେଟିବ କୋଲେଷ୍ଟ୍ରଲର ବେଡ କୋଲେଷ୍ଟ୍ରୋଲ ନିର୍ମାଣ କରିଥାଏ । ଯାହା ଫଳରେ ହାର୍ଟ ଆଟାକ ଆସିବାର ଭୟ ଅଧିକ ରହିଥାଏ । ମେରସିଆଁ ପତ୍ରରେ ଭରପୁର ମାତ୍ରାରେ ଏଣ୍ଟିଅକ୍ସିଡେଣ୍ଟର ଗୁଣ ମହଜୁଦ ରହିଥାଏ, ଯାହା କୋଲେଷ୍ଟ୍ରୋଲର ଅକ୍ସିକରଣ ହେବାରେ ରୋକିଥାଏ ଓ ଯାହାଦ୍ଵାରା ଶରୀରରେ ବେଡ କୋଲେଷ୍ଟ୍ରାଲର ମାତ୍ରା କଣ୍ଟ୍ରୋଲରେ ରହିଥାଏ । ମେରସିଆଁ ପତ୍ର ହୃଦୟ ସହିତ ଯୋଡ଼ିତ ହୋଇଥିବା ସମସ୍ତ ରୋଗରୁ ମୁକ୍ତି ଦେବାରେ ସାହାର୍ଯ୍ୟ କରିଥାଏ ।

Google

୪) ମେରସିଆଁ ପତ୍ରରେ କାରବାଜୋଲ ଏକ୍ଲୋଲାଇଡଶର ମାତ୍ରା ଭରପୁର ରହିଥାଏ । ଯେଉଁଥିରେ ଏଣ୍ଟିଅକ୍ସିଡେଣ୍ଟର ଗୁଣ ମହଜୁଦ ରହିଥାଏ । ଏହି ଗୁଣ ଶରୀରର କୋଷିକା ଗୁଡିକୁ ଫ୍ରି ରେଡିକଲ ଯୋଗୁଁ ହେଉଥିବା କ୍ଷତିରୁ ମୁକ୍ତି ଦେବାରେ ସାହାର୍ଯ୍ୟ କରିଥାଏ ।

୫) ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି; ତେବେ ମେରସିଆଁ ପତ୍ର ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ମେରସିଆଁ ପତ୍ର ଶରୀରରକୁ ଭିତରୁ ସଫା କରିବାରେ ସହାୟକ ହୋଇଥାଏ ଏବଂ ଶରୀରରେ ଥିବା କ୍ଷତିକାରକ ଟଁକ୍ସିସକୁ ହଟାଇବାରେ ସାହାର୍ଯ୍ୟ କରିଥାଏ ।

୬) ପେଟ ପାଇଁ ମଧ୍ୟ ମେରସିଆଁ ପତ୍ରର ସେବନ ବହୁତ ଲାଭଦାୟକ ହୋଇଥାଏ । ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ଅପଚ ସମସ୍ୟାରୁ ଆରାମ ମିଳିଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment ଜାଣନ୍ତୁ ! ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ! ଧନ୍ୟବାଦ ।