ହାର୍ଟ ଆଟାକ ଆସିବାର 1 ମିନିଟ ଭିତରେ କରନ୍ତୁ ଏହି ପ୍ରକାର ଚିକିତ୍ସା, ରୋଗୀର ଜୀବନ ବଞ୍ଚି ପାରିବ

Spread the love

ବଦଳୁଥିବା ଜୀବନ ଶୈଳୀ ଓ ଖାଦ୍ୟପେୟରେ ନିରନ୍ତର ପରିବର୍ତ୍ତନ କାରଣରୁ ଆଜିର ଦିନରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ରୋଗର ଶିକାର ହେଉଛିନ୍ତି । ଏଥି ମଧ୍ୟରୁ ହାର୍ଟଆଟାକ୍ ର ସମସ୍ୟା ଲୋକମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଦେଖିବାକୁ ମିଳିଥାଏ । ଯେ କୌଣସି ବୟସର ବ୍ୟକ୍ତି ହାର୍ଟଆଟାକ୍ ପରି ଭୟଙ୍କର ରୋଗର ଶିକାର ହୋଇପାରେ । ହାର୍ଟଆଟାକ୍ ର ପ୍ରାରମ୍ଭିକ ଲକ୍ଷଣ ଦେଖିବା ପରେ ଯଦି ତୁରନ୍ତ ତା’ର ଉପଚାର ନ କରାଯିବ ତେବେ ରୋଗୀର ଜୀବନ ମଧ୍ୟ ଯାଇପରେ । ଡାଇଭେଟିଜ ରୋଗୀମାନଙ୍କ ଠାରେ ମଧ୍ୟରେ ହାର୍ଟଆଟାକ୍ ର ଲକ୍ଷଣ ମଧ୍ୟ ଦେଖା ଯାଇଥାଏ, ତାଙ୍କୁ ବିନା ଯନ୍ତ୍ରଣାରେ ହାର୍ଟଆଟାକ୍ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଚିକିତ୍ସା ବିଷୟରେ କହିବୁ ଯେଉଁଥିରେ ଜଣ ବ୍ୟକ୍ତି ହାର୍ଟଆଟାକ୍ ପରି ରୋଗର ଶିକାର ହେଲେ, ଆପଣ ହାର୍ଟଆଟାକ୍ ରେ ଆକ୍ରାନ୍ତ ରୋଗୀର ଜୀବନ କିପରି ବଞ୍ଚେଇ ପାରିବେ । ତେଣୁ ଆସନ୍ତୁ ଜାଣିବା ଯେ ହାର୍ଟଆଟାକ୍ ପଡିଲେ ତୁରନ୍ତ କ’ଣ କରିବା ଦ୍ଵାରା ରୋଗୀର ଜୀବନ ବଞ୍ଚାଇ ହେବ ।

ହାର୍ଟଆଟାକ୍ ର ଲକ୍ଷଣ :-

ଛାତିରେ ହାଲୁକା ଯନ୍ତ୍ରଣା, ନିଶ୍ୱାସ ନେବାରେ ଅସୁବିଧା, ଫ୍ଲୁର ସମସ୍ୟା, ନିମ୍ନ ରକ୍ତ ଚାପ କିମ୍ବା ଉଚ୍ଚ ରକ୍ତ ଚାପ, ଅଧିକ ଝାଳ ବାହାରିବା, ଦୁର୍ବଳ ଅନୁଭବ ହେବା, ଦୁର୍ବଳ ଓ ଭୟଭୀତ ଅନୁଭବ କରିବା, ପ୍ରାରମ୍ଭିକ ପର୍ଯ୍ୟାୟରେ ବାନ୍ତି ହେବ, କାନ୍ଧ, ବେକ ଓ ପିଠିରେ ଯନ୍ତ୍ରଣା ହେବା, ମୁଣ୍ଡ ବୁଲିବା, ଏଗୁଡିକ ହେଉ ହାର୍ଟଆଟାକ୍ ର ଲକ୍ଷଣ ।

ହାର୍ଟଆଟାକ୍ ର କାରଣ :-

ଡାଇବେଟିସ, ମେଦବହୁଳତା, ହାଇକୋଲଷ୍ଟ୍ରଲ, ହାଇ ବ୍ଲଡ଼ ପ୍ରେସର, ଜେନେଟିକ ପ୍ରବ୍ଲେମ, ବେସି ଚିନ୍ତାଗ୍ରସ୍ତ ହେବା, କୌଣସି ଜିନିଷରେ ଡରି ଯିବା ବା ଝଟକା ଲାଗିବା, ହଠାତ ହୃତସ୍ପନ୍ଦନ ବଢି ଯିବା, ଧମନୀରେ ରକ୍ତ ପ୍ରବାହରେ ବାଧା ।

ହାର୍ଟଆଟାକ୍ ରୁ ବଞ୍ଚିବାର ଘୋରାଇ ଉପାୟ:-

ଲାଲି ଲଙ୍କାରେ ଥିବା କ୍ୟାଲସିୟମ, ଜୀଙ୍କ, ସେଲେନିୟମ, ମାଗ୍ନେସିୟମ, ଭିଟାମିନ C ଓ ଭିଟାମିନ A ହାର୍ଟଆଟାକ୍ ରୁ ଆପଣଙ୍କୁ ବଞ୍ଚେଇ ପାରିବ । ହାର୍ଟଆଟାକ୍ ଆସିଲେ ରୋଗୀକୁ ତୁରନ୍ତ 1 କପ ପାଣିରେ ଏକ ଚାମୁଚ ଲାଲି ଲଙ୍କା ଗୁଣ୍ଡ ମିଶାଇ ରୋଗୀକୁ ପିଆଇ ଦିଅନ୍ତୁ । ଆଉ ଯଦି ରୋଗୀ ଚେତାଶୂନ୍ୟ ହୋଇଯାଏ ତେବେ କୌଣସି ପ୍ରକାରରେ ରୋଗୀକୁ ଲାଲି ଲଙ୍କା ଗୁଣ୍ଡ ଜିଭରେ ଚଟାଇ ଦିଅନ୍ତୁ । ଦେଖିବେ ସେ ହୋସରେ ଆସିଯିବ ଏବଂ ତା’ପରେ ତାଙ୍କୁ ଲାଲ ଲଙ୍କା ମିଶା ଜୁସ ପିଆନ୍ତୁ । ଏଥିରେ ରୋଗୀର ଜୀବନ ବଞ୍ଚିଯିବ ।