ଯେଉଁ ଲୋକ ସେ କଳାରେ ଜନ୍ମ ହେଇଥିବା ସେ ଦେ-ହ ବେପାର କରିବ..ସବୁ ଲୋକ ପାରିବେନି

archana 3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖିବା ପାଇଁ ଗଲେ ଅର୍ଚ୍ଚନା ନାଗ ଜଣେ ଗରିବ ପରିବାର ଝିଅ । ତା ପଛରେ ଏଠାରେ କିଛି ସୋପର୍ଟ ରହିଛି । ଯେମିତି କୈଣସି ପ୍ରକାରର ପଲ୍ଟିକାଲି , ବା ଇକୋନମିକାଲି ହେଉ କୈଣସି ପ୍ରକାରର ହାତ ତା ପଛରେ ରହିଛି ନେହଲେ ସେ ଝିଅଟି କେମିତି କହି ପାରିବ ମୁଁ ଓଡିଶା କୁ ଦୋହଲେଇ ଦେବି ବୋଲି । ତାର କିଛି କ୍ୱାଲିଟି ନାହିଁ ଏଇଟା ତାଙ୍କ ବଳ ।

ଆଉ ସେହି ପରି ଭାବେ ଗୋଟେ ଝିଅଟେ ହୋଇ 5 ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଯେଉଁ ଭଳିଆ ପ୍ରପୋଟି କମେଇଛି । ଏଇଟା ଦୁଇଟି ୱେରେ ଦେଖିହେବ । ଚୋରୀ ନହେଲେ ନାରୀ ଏମିତି ହିଁ ପ୍ରସେସ୍ ଛଡା ଆଉ କେଉଁଥିରେ ହେବ ନାହିଁ । ଏହା ସହିତ ଗୋଟେ ଝିଅଟା ଯେତେ ବେଳେ ଏହି କାମ କରୁଛି ତା ସ୍ୱାମୀବି ସୋପର୍ଟ ଦେଉଛି । ଏହିିଥି ପାଇଁ ସମାଜରେ ସ୍ୱାମୀ ସ୍ତ୍ରୀ ସଂମ୍ପର୍କରେ ପ୍ରଭେଦ ଏବେ ଦେଖାଦେବାରେ ଲାଗିଲାଣି ।

man

ସମସ୍ତେ ଚାହାଁନ୍ତି ଆମେ ମାନେ ଏହି କରୋପ୍ଟେଡ ୱେରେ ବଢି ପଇସା ରୋଜଗାର କରିବୁ । ଆଉ ସ୍ୱାମୀ ସ୍ତ୍ରୀର ଯେଉଁ ସଂମ୍ପର୍କ ରହିଛି କାଚ ପିନ୍ଧିବା , ସୁନ୍ଦୁର ପିନ୍ଧିବା ଆଦି ସେହି ସବୁ ଆଗକୁ ଉଠିଯିବ । ଯଦି ସ୍ୱାମୀ ଏହି ଭଳି ଭାବେ ଖରାପ କାମ କରିବାକୁ ସୋପୋର୍ଟ କରେ ତେବେ ଏହାକୁ ଆମେ ନର୍କ ଜିବନ ବୋଲି କହିବା ।

ସେମାନଙ୍କ ଭବିଷ୍ୟତ କଣ ହେବ ସେମାନେ ଜାଣିନାହାଁନ୍ତି । ଆଉ ଆଜିର ସମୟ ରେ ବହୁ ଝିଅ ପିଲା ମାନେ ଛୋଟ ମୋଟ କାମ କରି ଭଲ ସେଲେରୀ ପାଇଁ ବହୁତ ଆନନ୍ଦର ସହିତ ନିଜର ପରିବାର କୁ ପୋସୁଛନ୍ତି । ତେବେ ସେମାନେ କଣ ସେମିତି ରାସ୍ତାକୁ ଜାଇ ପାରନ୍ତେନି । ନାଇଁ ସେହି ପରି ଯିଏ ବେଳା କାଳରେ ଜନ୍ମ ହୋଇଥିବ ସେମାନେ କେବଳ ଏମିତି ରାସ୍ତାକୁ ଯିବେ ।

ଆଉ ଭଲ ଲୋକ ମାନେ ସବୁ ବେଳେ ଭଲ ବାଟରେ ରହିବେ କେବେବି ଏମିତି ଲାଇନ କୁ ଆସିବେ ନାହିଁ । ତା ପଛରେ ଏଠାରେ କିଛି ସୋପର୍ଟ ରହିଛି । ଯେମିତି କୈଣସି ପ୍ରକାରର ପଲ୍ଟିକାଲି ସୋପର୍ଟ ରହିଛି ନେହଲେ ସେ ଝିଅଟି କେମିତି କହି ପାରିବ ମୁଁ ଓଡିଶା କୁ ଦୋହଲେଇ ଦେବି ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ