ଅଣ୍ଟା ଦେଖାଇ ମାଗିଛି ଘଣ୍ଟା, ଆଖି ଦେଖେଇ ମାଗିଛି ଚଷମା, କଣ ଦେଇ ମାଗୁଥିଲା ଟଙ୍କା… ନବମରୁ ଥିଲେ 90 ଘଇତା

sardha 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଣ୍ଟା ଦେଖେଇ ମାଗିଛି ଘଣ୍ଟା ଆଖି ଦେଖେଇ ମାଗିଛି ଚଶମା । କଣ ଦେଇ ମାଗୁଥିଲା ଟଙ୍କା ନାଁ ଟା ତାର ଶ୍ରଦ୍ଧା । ହଁ ଶ୍ରଦ୍ଧାଞଳୀ ବେହେରା ଯିଏକି ଅର୍ଚ୍ଚନା ର ସାଙ୍ଗ ହୋଇଥିଲା ଏବଂ ଅର୍ଚ୍ଚନା ସହିତ ସଂଙ୍ଗାତ ବସେଇ ଥିବା ବେଳେ ଅର୍ଚ୍ଚନା କଳା ସାମ୍ରାଜ୍ୟ ର ଅଧିକାରୀଣି ସାଜିବ ବୋଲି ସ୍ୱପ୍ନ ଦେଖୁଥିଲେ । ଅର୍ଚ୍ଚନା ଯେତେ ଆଗକୁ ଯିବ ଶ୍ରଦ୍ଧାଞଳୀ ଭାବିଥଲା ସେ ସେତେ ଆଗକୁ ଯିବ ।

ହେଲେ ଅର୍ଚ୍ଚନା ତାକୁ କୁଆଡେ ମୋହରା ବନେଇ ଦେଉଥିଲା । କୋଟି କୋଟି ଟଙ୍କା ଆଣୁଥିଲା ଦେବା ବେଳକୁ ଚିିପି ଚାପି ଦେଉଥିଲା । ଆଉ ଯେତେ ବେଳେ ଘଟଣା ଇଡି ହାତକୁ ଗଲା ଇଡି ଜଣଙ୍କ ପରେ ଜଣଙ୍କୁ ପରିସର ଭୁକ୍ତ କରିଲେ ଠିକ୍ ସେତିକି ବେଳେ ଶ୍ରଦ୍ଧା ଆସିଥିଲା ଅଡି କାର୍ଯ୍ୟାଳୟ କୁ ଆଉ ତା ପରେ ଶ୍ରଦ୍ଧା କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । କାରଣ ଶ୍ରଦ୍ଧା କୁଆଡେ ଅର୍ଚ୍ଚନା ର ଘନିଷ୍ଟ ସହଯୋଗୀ ଥିଲା ।

sardha 1

ଆଉ ଯେଉଁ ହୋଟେଲ ର ଡିଲ ସମୟ ର ଭିଡ଼ିଓ ଭାଇରଲ ହୋଇଥିଲା ସେହିଥିରେ ବି ସୁନ୍ଦରୀ ନୁହେଁ ସାବନୀ ଶ୍ରଦ୍ଧା ଥିଲା । ଆଉ ଯେତେ ବେଳେ ଶ୍ରଦ୍ଧାକୁ ନେଇ କଥା ଲାଗୁଛି ସେତେ ବେଳେ ଶ୍ରଦ୍ଧାକୁ ନେଇ ଅନେକ ଗୁଡିଏ ରୋଚକ ଖବର ସୁଣିବାକୁ ମିଳୁଛି । ଆଉ ଏବେ କୁଆଡେ ସୁଣିବାକୁ ମିଳୁଛି ନବମ ଶ୍ରେଣୀ ରୁ 90 ପାଗଳ ହୋଇଥିଲେ ଶ୍ରଦ୍ଧା ପାଇଁ ।

ଆଉ ସେହି ସମୟ ରେ ଶ୍ରଦ୍ଧା ଭଲ ପାଇ କୁଆଡେ ଘଣ୍ଟା ଚଶମା ମାଗିଥିଲା । ଆଉ ଏବେ ଅର୍ଚ୍ଚନା କଥାରେ ପଡି କେତେ କଣ ମାଗିଛି । ଯେତେ ମାଗିଛି ସେତେ ଟଙ୍କା ପାଇଛି କି ନାହିଁ ତାହାତ ଶ୍ରଦ୍ଧା କହିବ । ହେଲେ ଅର୍ଚ୍ଚନା କିନ୍ତୁ ଶ୍ରଦ୍ଧା କୁ ନେଇ ସଂମ୍ପର୍ଣ୍ଣ ମାଲେମାଲ ହୋଇଜାଇଛି । ତେବେ ଏମିତି କିଛି କଥା ଏବେ ଚର୍ଚ୍ଚା ହେଉଛି । ସତରେ ସ୍ୱର ଉଠେଇଥିା ଶ୍ରଦ୍ଧା କଣ ସତରେ ସେହି ବଡ ବଡିଆ ବାବୁଙ୍କ ନାମ କହିବ ଯେଉଁ ଇଲିସି ପାଖରେ ପହଁଚିବ ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ