
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଦୁନିଆଁ ଆଗ ଅପେକ୍ଷା ବହୁତ ବଦଳି ଗଲାଣି । ଆଗରୁ ବାପା ମାଆ ଯେଉଁଠି କହୁଥିଲେ ପିଲା ମାନେ ସେହିଠାରେ ହିଁ ବିବାହ କରୁଥିଲେ । ବାପା ମାଆ ମାନେ ପିଲା ମାନଙ୍କ ପାଇଁ ଜିବନ ସାଥି ଖୋଜୁଥିଲେ । ହେଲେ ଏବେ ଏହି ସବୁ ବଦଳି ଗଲାଣି । ଏବେ ପିଲା ମାନେ ନିଜ ନିଜ ଜିବନ ସାଥି ଖୋଜୁଛନ୍ତି ।
ପୁଅ ମାନେ ଝିଅ ମାନଙ୍କୁ ମିଠା ମିଠା କଥାରେ ଫସେଇ ବିବାହ କରୁଛନ୍ତି । ଆଉ ପରେ ବିବାହ ର କିଛି ମାସ ହସ ଖୁସୀରେ ରହିବା ପରେ ଆଉ ହସ ଖୁସୀ ରହୁନାହିଁ । ଏମିତି ଅନେକ ଘଟଣା ଆପଣ ମାନେ ନ୍ୟୁଜ୍ ଖବର କାଗଜ ରେ ଦେଖିବାକୁ ପାଉଥିବେ । ତାଙ୍କର କହିବା ଅନୁସାରେ ସେ ଲୋକ ତାକୁ କିସ୍ କଲେ ତ ପରେ ସ୍ୱାମୀର କର୍ତ୍ତବ୍ୟ ପାଳନ କରିଲେ ତାଙ୍କର ଏହି ମିଛ ଭଲ ପାଇବାକୁ ସତ ବୋଲି ମାନିନେଇ ଏବେ ସେ ପ୍ରତା ରଣା ର ଶିକାର ହେଇଛନ୍ତି ।
ତେବେ ସେ ଯୁବକ ଜଣକ ତାଙ୍କୁ ବହୁତ୍ ଭଲ ପାଉଥିଲେ । ସବୁ ଜାଗାରେ ସେ ତାଙ୍କୁ ମହିଳାଙ୍କ ସ୍ୱାମୀ ବୋଲି କହିଥିଲେ । ଏବେ ଜାଣିବାକୁ ମିଳିଛି ଯେ ସେ ଯୁବକ ଜଣକ ଆଗରୁ ବିବାହ କରିଥିଲେ । ଏହି ବିଷୟରେ ମହିଳା ଜଣଙ୍କ ଜାଣିନଥିଲେ ସେ ଏବେ ଜାଣିଲେ ପୋଲିସ ତଦନ୍ତ କରିବାରୁ ।
ସେ ଯୁବକ ଜଣକ ମହିଳାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ନେଇ ଏବେ ଫେରାର ହେଇଯାଇଛି । ମହିଳା ଜଣକ ଏବେ ତାଙ୍କ ପୁଅ ସହିତ ଏକ କ୍ଲବ୍ ଘରେ ରହୁଛନ୍ତି । ସେ ତା ସହ ଗୋଟିଏ ଥାଳିରେ ଖାଏ ଆଉ ଗୋଟିଏ ବେଡରେ ସୁଏ ତ ପିଲା ସହ । ମାତ୍ର ଏବେ ସେ ପ୍ରତାରଣା ର ଶିକାର ହେଇଛନ୍ତି । ବର୍ତମାନ ଦେଖିବାର ଅଛି ଯେ ତାଙ୍କୁ ନ୍ୟାୟ ମିଳିଛି କି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।