ଫସିବେ ବୋଲି ଏମିତି କଲା ମୋ ସହିତ…

dj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ହେଲେ ଯାହା ପାଇଁ ଆଜେକ୍ସ ଙ୍କ ମୃ-ତ୍ୟୁ ହୋଇଛି ବୋଲି ସମସ୍ତେ କହୁଛନ୍ତି । ଅର୍ଥାତ ଆଜେକ୍ସ ଙ୍କର ପ୍ରେମିକା ଜିଜ୍ଞାସା ଦ୍ୱାଦଶ କର୍ମରେ ଆସିନଥିଲେ । ତେବେ ବର୍ତମାନ ସମୟ ରେ ଜିଜ୍ଞାସା କେଉଁଠି ରହିଛନ୍ତି ତାହାକୁ ନେଇ ମଧ୍ୟ ଦ୍ୱନ୍ଦ ଲାଗି ରହିଛି । ଏହାରି ମଧ୍ୟରେ ସୁଣିବାକୁ ମିଳୁଛି କି ଜିଜ୍ଞାସା ତାଙ୍କ ଫୋନ ରୁ ସବୁ ଫୋଟ ଏବଂ ମେସେଜ୍ କୁ ଡିଲିଟ କରି ଦେଇଛନ୍ତି ।

dj

ଏପରି କି ଭିଡ଼ିଓ ସବୁକୁ ମଧ୍ୟ କାଟି ଦେଇଛନ୍ତି । ତେବେ ପୋଲିସ ହାତରେ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲାଗିଥିବା ସୁଣିବାକୁ ମିଳିଛି । ଆଉ ଏହି ସବୁକୁ ଜାଣି ଜିଜ୍ଞାସା ତାର ଫୋନ ର ସବୁ ଡାଟା ଡିଲିଟ କରିଦେବା ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇ ଗଲାଣି ।

ତେବେ ଆଜେକ୍ସ ଙ୍କ ମୃ-ତ୍ୟୁ ମାମଲା ରେ ପରିବାର ଲୋକ ତାଙ୍କୁ ନ୍ୟାୟ ଦେବା ପାଇଁ ପରିବାର ଲୋକ ଦାବି କରୁଥିବା ବେଳେ ଜିଜ୍ଞାସା କେବେ ସାମ୍ନାକୁ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା । ତେବେ ଏହି କେସ୍ କୁ ଆପଣ ମାନଙ୍କର ମତାମତ କଣ ରହିଛି ନିଶ୍ଚିତ ଭାବେ ଆପଣ ମାନେ କମେଣ୍ଟ କି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *