ମେଡିସିନ ଦେଇ ରାତିସାର ମୋ ସହ ଏମିତି କରିଦେଲା ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁବକ କହୁଛନ୍ତି ମତେ ଘରକୁ ଡାକିଥିଲା ଯେ ଯେଉଁ ଫୋଟ ଭାଇରଲ ହୋଇଛି ସେମିତି କିଛି ନୁହେଁ । ଆସ ଘରେ ବସି ଟିକେ କଥା ହୋଇଯିବା ଆଉ ଘରେ ଖାଇବାରେ କଣ ମିଶେଇକି ଦେଇ ମୋ ସହିତ ରାତି ସାରା ମୋ ଦେଢଶାଶୁ ଯିଏ ସେ ଖରାପ ସଂ-ମ୍ପ-ର୍କ ରଖିଥିଲେ । ମୁଁ ସକାଳୁ ଦେଖିବାରୁ ମୋ ଯୈ-ନା-ଙ୍ଗରୁ ରକ୍ତ ବାହାରୁଛି । ମୁଁ ସେତେ ବେଳେ ଜାଣି ନଥିଲି କି ମୋ ସହିତ କଣ ହୋଇଛି ବୋଲି । ଆଉ ମୁଁ ଯେତେ ବେଳେ ପଚାରିଲି ସେତେ ବେଳେ ସେ କହିଲେ କି ଚନ୍ଦନ ତୁମେ ମତେ କାଲି ରାତିରେ ଯେଉଁ ସୁଖ ଦେଇଛ ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀ ଶୁସାନ୍ତ ଆଚାର୍ଯ୍ୟ ଦେଇପାରି ନାହାଁନ୍ତି ।

ଆଉ ତୁମେ ସେ ଗୁଡାକ କିଛିବି ଭାବନି ଆଜି କାଲି ଫ୍ରୀ ସେ-କ୍ସ ଚାଲିଛି । ଏଇଟା କିଛି ବଡ କଥା ନୁହେଁ । ତେବେ ଏମିତି ବେଳେ ମତେ ନିଜକୁ ବହୁତ ଖରାପ ଲାଗିଲା ତେବେ ମୁଁ ସେଠାରୁ ବାହାରି ଆସିବା ପାଇଁ ଚାହୁଁଥିବା ବେଳେ ସେ କରିଥିବା ଭିଡ଼ିଓ କୁ ଦେଖେଇ ମୋତେ ତାଙ୍କ ପାଖରେ ଆଉ ଗୋଟେ ଦିନ ରହିବା ପାଇଁ ବାଧ୍ୟ କଲେ ଆଉ ପର ଦିନ ଯେତେ ବେଳେ ଆସିବା ପାଇଁ ବାହାରିଲି ସେତେ ବେଳେ ସେ ଏକ ଲକ୍ଷ ଟଙ୍କା ଡିମାଣ଼୍ଡ କରିଲେ ।

medicine

ଆଉ ଯେତେ ବେଳେ ମୋ ପାଖରୁ ଲକ୍ଷେ ଟଙ୍କା ପାଇ ପାରିଲେ ନାହିଁ ସେତେ ବେଳେ ମୋ ବେକରେ ପକେଇ ଥିବା ସୂନା ଚେନ ଏବଂ ହାତର ମୁଦି ଜବର୍ଦୋସ୍ତି ନେଇଗଲେ ତା ପର ଠାରୁ ଆରମ୍ଭ ହେଲା ବ୍ଲାକମେଲିଂ କହିଲେ ଏହି କଥା ଯଦି କୁଆଡେ କହିବ ତେବେ ମୋ ବାପା ପୋଲିସ ରେ ଅଛନ୍ତି ମୋ ଦାଦା ପ୍ରଭାତ କୁମାର ଆଚାର୍ଯ୍ୟ ମୋ ଶସୁର ପ୍ରଶନ୍ନ କୁମାର ଆଚାର୍ଯ୍ୟ ସେମାନେ ସବୁ ପୋଲିସ ରେ ରହିଛନ୍ତି ।

ମୋର ମନ୍ତ୍ରୀ ଏମ ଏଲେ ବହୁତ ଚିହ୍ନା ତୁମେ ଏଫାୟାର ଦେଲେ ବି ତୁମର ରେଜିଷ୍ଟେସନ ହୋଇ ପାରିବ ନାହିଁ । ଆଉ ମୁଁ ଆର୍ମି ରେ ଚାକିରୀ କରେ ତେବେ ସେ ମୋ ଚାକିରୀ ଖାଇଦେବ ବୋଲି ଧମକ ଦେଇଥିଲା । ଘରକୁ ଆସିବା ପରେ ବାରମ୍ବାର ଫୋନରେ ଧମକ ଦିଆଗଲା ଯେ ତୁମ ନାମରେ ଆମେ କେସ କରି ଫସେଇ ଦେବୁ ରେ-ପ କେସ ରେ ଫସେଇ ଦେବୁ ।

ଏମିତି ବେଳେ ମୁଁ 9 ମାସ ପର୍ଯ୍ୟନ୍ତ ବାହାଘର ପର୍ଯ୍ୟନ୍ତ ରାଜି ହେଲିନି ଆଉ ପରେ ବାଧ୍ୟ ହୋଇ 20 ଫେବୁଆରୀ 2016 ରେ ବାହାଘର ହେଲା ଏମିତି ବେଳେ ମୁଁ ମୋର ଅଷ୍ଟମଙ୍ଗାଳା ପରେ ବି ସେ ମତେ ବ୍ଲାକମେଲ କରିବା ଫଳରେ ପୁଣି ତାଙ୍କୁ 2 ଲକ୍ଷ ଟଙ୍କା ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *