ଗାଁକୁ ଆସିଲା, ଆଖି ଆଖିରେ ପଟେଇ ମୋ ଝିଅକୁ ନେଇ ପଳେଇଲା, ସ୍ତ୍ରୀକୁ ଛାଡି ମୋ ଝିଅ… ଦେଖନ୍ତୁ ଝିଅକୁ ହରାଇଥିବା ବାପା କଣ କହୁଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ଆମ ସମାଜରେ ପ୍ରେମ ପାଇଁ ବାପା ମା ଙ୍କୁ ଛାଡି ଯିବାକୁ ପିଲା ମାନେ ଜମାରୁ ବି ପଛାଉ ନାହାନ୍ତି । ପ୍ରେମ ର ନିଶା ଏତେ ଘାରିଛି ଯେ ବାପା ମାଆ ଙ୍କୁ ବି ଭୁଲି ଯାଉଛନ୍ତି ପିଲା ମାନେ । ସେମାନେ ଜାଣି ସୁଣି ଭୁଲ କରୁଛନ୍ତି ଆଉ ଶେଷରେ ନିଜର ଜୀବନ ହାରୁଛନ୍ତି ପ୍ରେମ କରି ଆଜିର ସମୟରେ ଯୁବ ପିଢୀ ମାନେ ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନା କୁ ଆସିଛି ଯାହାକୁ ନେଇ ଜଣେ ବାପା ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢ଼ନ୍ତୁ ନିଶ୍ଚୟ ଜାଣି ପାରିବେ ।

girl a

ତେବେ ଗାଁ କୁ ଟ୍ରକ ନେଇ ଆସିଲା ଆଖି ଆଖି ରେ ଇସାରା କରିଲା ଆଉ ମୋ ଝିଅକୁ ପଟେଇ ନେଇ ଚାଲିଗଲା ଦର ବୁଢା । ତାର ଆଗରୁ ୨ଟି ସ୍ତ୍ରୀ ୩ଟି ଛୁଆ ତଥାପି ମୋ ଝିଅକୁ ଦେଖି ଲୋଭ କରିଲା । ଆଉ ଗାଁ କୁ ଆସି ମୋ ଝିଅ ସହ କଥା ହେଲା । ଆଉ ଏବେ ସେ ମୋ ଝିଅକୁ ନେଇ କୁଆଡେ ପଳାଇଛି ଟ୍ରକ ଡ୍ରାଇଭର ଦର ବୁଢା । ମୋ ଝିଅକୁ ନେଇ ଚାଲିଗଲା ଟ୍ରକ ଡ୍ରାଇଭର ମୁଁ ଦିନ ମଜୁରିଆ କାମ କରେ । ଆଉ ମୁଁ କଷ୍ଟ କରି ମୋ ଝିଅକୁ ପାଠ ପଢାଇ ଥିଲି । ହେଲେ ମୋ ଝିଅ ଟ୍ରକ ବାଲା ସହ ପଳାଇଲା ।

ସେ ଡ୍ରାଇଭର ମୋ ଝିଅକୁ ଲୋଭ କରିଲା ମୋ ସୁନ୍ଦରୀ ଝିଅକୁ ଫସେଇ ନେଇ କୁଆଡେ ଚାଲି ଯାଇଛି ଦର ବୁଢା ଡ୍ରାଇଭର । ପୋଲିସ କୁ ଜଣାଇଲେ ବି ପୋଲିସ କିଛି ଶୁଣୁ ନାହିଁ । ମୋ ଝିଅର ଜୀବନ ବରବାଦ ହୋଇଗଲା । ମୋ ଝିଅକୁ ଫେରାଇ ଆଣ । ହଁ ଆଜ୍ଞା ଏମିତି କିଛି କ୍ୟାମେରା ଆଗରେ କହିଛନ୍ତି ଜଣେ ବାପା । ତାଙ୍କର ଝିଅ ଟ୍ରକ ଡ୍ରାଇଭର ସହ ଯିବା ପରେ ଘର ଲୋକେ ଯେତେ ଖୋଜା ଖୋଜି କରିଲେ ବି କିଛି ସନ୍ଧାନ ମିଳି ନାହିଁ ।

bapa

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଟିଟିଲା ପଞ୍ଚାୟତର ସୁମନା ଗ୍ରାମର କାର୍ତ୍ତିକ ମହାନ୍ତି ଙ୍କ ଝିଅ ଶୁଭଶ୍ରୀ ମହାନ୍ତି ଟ୍ରକ ଡ୍ରାଇଭର ସହ କୁଆଡେ ପଳାଇଛି । ଯାହାକୁ ନେଇ ବାପା ବାଲିକୁଦା ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

ଏ ବାବଦରେ କାର୍ତ୍ତିକ କହିଛନ୍ତି ମୁଁ ଗରିବ ଲୋକ ମୋର ୨ଟି ଝିଅ ସେଥି ମଧ୍ୟରୁ ମୋ ବଡ ଝିଅକୁ ଟ୍ରକ ଡ୍ରାଇଭର ଅପହରଣ କରି ନେଇଛି । ରାହଣ ପଞ୍ଚାୟର ମୁରୁଣି ଗାଁ ର କାନ୍ଦୁରା ହାତୀ ଙ୍କ ପୁଅ ମିଟୁଆ ହାତୀ ମୋ ଝିଅକୁ ନେଇ କେଉଁଠି ରଖିଛି । ତାର ଆଗରୁ ଦୁଇ ଦୁଇଟା ସ୍ତ୍ରୀ ଅଛି ତଥାପି ମୋ ଝିଅକୁ ନେଇ କୁଆଡେ ପଳାଇ ଯ।ଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ