ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କୁ ଦେଖିଛନ୍ତି କି ? ଯଦି ଦେଖି ନାହାଁନ୍ତି ତେବେ ନିଶ୍ଚୟ ଦେଖନ୍ତୁ ।

Spread the love

ଜୁନ୍ ୧୪ ତାରିଖରେ ବଲିଉଡ଼ର ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତ୍ ଆତ୍ମହତ୍ୟା କରିଥିଲେ । ଯାହାକି ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା କି, ସୁଶାନ୍ତ ସିଂହ ରାଜପୁତ୍ ଏଭଳି କରିଲେ କାହିଁକି ? ୩୪ ବର୍ଷର ସୁଶାନ୍ତ ସିଂହ ରାଜପୁତ୍ ଗତ କିଛି ଲମ୍ବା ସମୟରୁ ବହୁତ ଚିନ୍ତିତରେ ଥିଲେ । ତାଙ୍କ ଡ଼ିପ୍ରେସନର ଚିକିତ୍ସା ଚାଲୁଥିଲା ଓ ଏହା ହିଁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି । ସୁଶାନ୍ତ ସିଂହ ରାଜପୁତ୍ ଚଳଚିତ୍ର ଓ ନିଜସ୍ୱ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ।

ସୁଶାନ୍ତ ସିଂହ ରାଜପୁତ୍ ଜି ଟିଭିର ଧାରାବାହିକ ‘ପବିତ୍ର ରିସ୍ତା,ରେ ପ୍ରଥମ ଥର ଏଣ୍ଟ୍ରି ହୋଇଥିଲେ । ଏହି ଧାରାବାହିକ ଯୋଗୁଁ ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ । ଏହାପରେ ତାଙ୍କର ବଲିଉଡ଼ରେ ଏଣ୍ଟ୍ରି ‘କାଇ ପଛେ’ ଚଳଚିତ୍ରରୁ ହୋଇଥିଲା । ଏହି ଚଳଚିତ୍ର ବଲିଉଡ଼ରେ ହିଟ୍ ହୋଇଥିଲା । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ତାଙ୍କ ଚଳଚିତ୍ର ‘ଛିଛୋରେ’ ଭଲ ଟଙ୍କା ଅର୍ଜନ କରିଥିଲା । ଆଜି ଆମେ ଆପଣଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ପ୍ରଥମେ କେବେବି ଦେଖିନଥିବେ ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ସୁନ୍ଦର ଭଉଣୀଙ୍କ ନାମ ହେଉଛି, ଶ୍ୱେତାସୀ କୃତି । ଶ୍ୱେତାସୀ ବିଷୟରେ ବହୁତ କମ୍ ଲୋକ ହିଁ ଜାଣନ୍ତି । ଶ୍ୱେତା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେ ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ ଏକ୍ଟିବ୍ ରହନ୍ତି । ନିଜର ନୂଆଁ-ନୂଆଁ ଫୋଟ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତି ।