ଛିଃ.. ଛିଃ.. ଶିକ୍ଷକ ଜାତି ପାଇଁ କଳଙ୍କ ! ସ୍କୁଲ୍ ରେ ଗୁରୁଜୀ ଏବଂ ଗୁରୁମା ଙ୍କ ଭିଡିଓ ହେଉଛି ଭାଇରାଲ କେହି ଜଣେ ଭିଡ଼ିଓ କରି Upload କରି ଦେଇଛି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଅନେକ ସମୟ ରେ ଭିଡ଼ିଓ ଦେଖିବାକୁ ମିଳେ । ଆଉ କିଛି ଘଟଣା ସମାଜ କୁ ଶିକ୍ଷା ଦେଉ ଥିବା ବେଳେ ଆଉ କିଛି ଶିକ୍ଷା ହୀନ ସମାଜ ର ପରିଚୟ ସୃଷ୍ଟି କରେ । ଏବେ ସେହି ପରି ଜଣେ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟ ସାମ୍ନା କୁ ଆସିଛି । ଯେଉଁଠାରେ ଜଣେ ଗୁରୁ ହିସାବ ରେ ସମସ୍ତ ଙ୍କୁ ହିଂସା ଏବଂ ରାଗ କୁ ନିୟନ୍ତ୍ରଣ କରିବା ପାଇଁ ବୁଝେଇ ଥିବା ବେଳେ ଅନ୍ୟ ପଟେ ଏମିତି ବ୍ୟବହାର ମମସ୍ତଙ୍କୁ ଚମକେଇ ଦେଇଛି । ଆଉ ତା ପରେ ସେଠାରେ ଉପସ୍ଥିତ ଥିବା ଶିକ୍ଷାଅଧିକାରୀ ଙ୍କ ସାମ୍ନା ଏବଂ ପରେ କଣ ହେଲା ଆସନ୍ତୁ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣିନେବା ।

ଏହି ଘଟଣାଟି ଏକ ଭୟଙ୍କର ଜାହାକୁ ନେଇ ସ୍ଥାନିୟ ଅଞ୍ଚଳ ରେ ହଇଚଇ ଖେଳିଜାଇଛି । ଆଉ ଏଠାରେ ଜଣେ ଶିକ୍ଷକ ଙ୍କୁ ମାଡ ମାରିଥିଲେ ସେହି ସ୍କୁଲ ର ଶିକ୍ଷୟତ୍ରୀ । ହେଲେ ଏହାନଥିଲା ସ୍କୁଲ ମାମଲା ବରଂ ବ୍ୟକ୍ତିଗତ ମାମଲା କୁ ନେଇ ମାଡ ମାରିଥିବା ସୂଚନା ରହିଛି । ଏହି ଘଟଣା ସମୟ ରେ ଦୁଇ ଶିକ୍ଷକ ଅଧିକାରୀ ଉପସ୍ଥିତ ରହିଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ରେ ଏବେ ଜୋରସୋର ଚର୍ଚ୍ଚା ଧରିଛି ।

video

ଆଉ ଏମିତି ଅଦ୍ଭୁତ ଘଟଣା ତାହା କେବେବି ଦେଖାଜାଇ ନଥିଲା । ଜଣେ ଶିକ୍ଷକ ବ୍ୟକ୍ତି ହୋଇ ଏହି ଭଳି ଆଚରଣ ତାହା ନିନ୍ଦନିୟ । ଏକ ଅଭାବନିୟ ଘଟଣା ଜାହା ମାଲକାନା ଗିରି ଜଲ୍ଲା କାଲିମୋଳ ବ୍ଲକ ଅନ୍ତର୍ଗତ ଟିଟଲ ଗ୍ରାମ ପଞ୍ଚାୟତ ଏମ.ପି.ଭି 65 ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଘଟିଥିବାର ଦେଖାଜାଇଛି। ଆଉ ଏମିତି ଭିନ୍ନ ଧରଣ ର ରହସ୍ୟ ଜାହା ଶିକ୍ଷକ ସମାଜ କୁ ସମାଲୋଚନା କରୁଛି । ଆଉ ଏହାକୁ ମଧ୍ୟ ନିନ୍ଦା କରାଜାଇଛି ।

ଏହି ଘଟଣା ରେ ଶିକ୍ଷୟତ୍ରୀ ଙ୍କର ଏହିପରି ବ୍ୟବହାରକୁ ସାମ୍ନାରେ ଥିବା ଶିକ୍ଷା ଅଧିକାରୀ ମାନେ ଦେଖି ଚମକି ଉଠିଛନ୍ତି ଯାହାକୁ ମଧ୍ୟ ସେମାନେ ନିନ୍ଦା କରିଛନ୍ତି। ଜଣେ ସମାଜ କୁ ଶିକ୍ଷା ପ୍ରଦାନ କରୁଥିବା ବେଳେ ଏମିତି ନିଜକୁ ନିୟନ୍ତ୍ରଣ ରେ ରଖି ନ ପାରିବା ତାହା ଅପାରଗତାର ପରିଚୟ ସୃଷ୍ଟି କରିଛି । ଏହି ସମୟରେ କେହି ଜଣେ ଭିଡ଼ିଓ ଏହାର ରେକର୍ଡ କରୁଥିଲେ ଯାହା ଏଠାରେ ଜଣା ପଡୁଛି। ଏଠାରେ ଦୁଇ ଶିକ୍ଷା ଅଧିକାରୀ ଙ୍କ ଉପସ୍ଥିତି ରେ ଜଣେ ଶିକ୍ଷୟତ୍ରୀ ଙ୍କର ଏହିଭଳି ଘଟଣା କୁ ନେଇ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଡ ଖାଇଥିବା ଶିକ୍ଷକ ।

ସେହି ଶିକ୍ଷକ ଜଣଙ୍କ ମାଡ ଖାଇଥିବା ସମୟ ର ଏକ ଭିଡ଼ିଓ ମୋବାଇଲ ରୁ ମୋବାଇଲ ଏବେ ଘୂରି ବୁଲୁଛି । ତେବେ ଏହି ଘଟଣା ରେ ଏମ.ପି.ଭି 65 ଗ୍ରାମର ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧରେ ବ୍ୟକ୍ତିଗତ ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ସଂଙ୍ଗେ ସଂଙ୍ଗେ ଉତ୍ତେଜିତ ହୋଇ ଶିକ୍ଷୟତ୍ରୀ ଜଣଙ୍କ ଅନ୍ୟ ଜଣେ ଶିକ୍ଷକ ଙ୍କୁ ମାଡ ମାରିଥିଲେ । ଯାହା ଆପଣ ମାନେ ବି ଦେଖିବାକୁ ପାଉଥିବେ । ଏହି ଭିଡ଼ିଓ କେବେର ଜଣା ପଡୁନଥିବା ବେଳେ ଏହା ବର୍ତମାନ ସମୟ ରେ ଭାଇରଲ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *