ଖୋଲିଲା ଗୁମର । ସେଦିନ ରାତିରେ ପିଣ୍ଟୁ ଙ୍କ ସହ କଣ ଘଟିଥିଲା ଦେଖନ୍ତୁ…

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ପଟେ ପିଣ୍ଟୁ ନନ୍ଦ ଙ୍କ ପରିବାର ଏବଂ ପ୍ରଶଂସକ ମାନେ ଦୁଃଖରେ ବୁଡି ରହିଥିବା ବେଳେ ଅନ୍ୟ ପଟେ ତାଙ୍କର ମୃ-ତ୍ୟୁ କୁ ନେଇ ଅନେକ ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି ଅନ୍ୟତମ ଅଭିନେତା ବବିିମିଶ୍ର । ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ କେମିତି ହେଲା ଏବଂ ତାଙ୍କ ଦେହ ଖରାପ ହେବା ବେଳେ ତାଙ୍କ ସହିତ କଣ ସବୁ ଘଟିଥିଲା , କେଉଁ ମାନେ କେତେ ଟଙ୍କା ଅର୍ଥ ସହାୟତା କରିଛନ୍ତି । ଏବଂ କଣ କରିଥିଲେ ପିଣ୍ଟୁ ନନ୍ଦ ହୁଏତ ବଞ୍ଚି ଜାଇଥାନ୍ତେ ।

ପିଣ୍ଟୁ ନନ୍ଦ ଙ୍କୁ ଯଦି ହାଇଦ୍ରାବାଦ ନେବାର ଥିଲା ତେବେ ଆରମ୍ଭ ରୁ କଣ ପାଇଁ ନିଆଗଲା ନାହିଁ । ଭୁବନେଶ୍ୱର ରୁ ଦିଲ୍ଲୀ ଆଉ ଦିଲ୍ଲୀ ରୁ ହାଇଦ୍ରାବାଦ ଏମିତି ବାର ଦ୍ୱାର ସୁଣ୍ଡିପିଣ୍ଡା ହେବାକୁ କାହିଁକି ପଡିଲା । ଏଠାରେ କଳାକାର ଜିବନ କୁ ନେଇ କଣ ନାଟକ ଚାଲିଥିଲା । ଏହା ପଛରେ ଥିବା ସତ କୁ ଏବେ ପଦାକୁ ଆଣିବେ ଓଲିଉଡ ଅଭିନେତା ବିବି ମିଶ୍ର ।

Pintu

ପିଣ୍ଟୁ ନନ୍ଦ ଙ୍କ ଦେହ ଖରାପ ବେଳେ ସବୁ ବେଳେ ପାଖା ପାଖି ରହି ବୁଝଥିବା ବବି ମିଶ୍ର ଏବେ ଯନ୍ତ୍ରଣା ରେ କୋହଳୁ ଛନ୍ତି । ଆଉ ସେ ମୁହଁ ଖୋଲିଲେ ଦୁନିଆଁ ସତ କଣ ଜାଣିବ ଚିକିତ୍ସା ଆରମ୍ଭ ରୁ ପିଣ୍ଟୁ ନନ୍ଦ ଙ୍କ ସହିତ କଣ ସବୁ ଘଟିଥିଲା ସେହି ସବୁ କୁ ଅତି ନିକଟ ରୁ ଦେଖିଛନ୍ତି ବବିମିଶ୍ର । ସମସ୍ତ ଚିକିତ୍ସା ସ୍ୱତ୍ତେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ପାଇଁ ଦାୟୀ କିଏ । ତାଙ୍କୁ କାହିଁକି ଚିକିତ୍ସା ପାଇଁ ଏମିିତି ଧଡପଡ ହେବାକୁ ପଡିଥିଲା । ଏହି ସବୁ କଥା ଗୋଟି ଗୋଟି କରି କହିବେ ବବିମିଶ୍ର ।

କିଏ କେତେ ଦେଇଛି , କିଏ କଣ କହିଛି ଆଉ ପିଣ୍ଟୁ ନନ୍ଦ କେତେ କଷ୍ଟ ପାଇଛନ୍ତି । ସେହି ସବୁର ସାଖି ହୋଇଛନ୍ତି ବବିମିଶ୍ର । ସମୟ ଆସିଲେ ବବିମିଶ୍ର ଏହି ସବୁର ଗୋଟି ଗୋଟି କରି ହିସାବ ଦେବେ । କାହିଁକି ନା ପିଣ୍ଟୁ ନନ୍ଦ ଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ବବିମିଶ୍ର ମୁହଁ ଖୋଲିଥିଲେ ଆଉ କହିଥିଲେ କି କିଛି ଦିନ ପରେ ଆପଣ ମାନେ ସବୁ ସତ ଜାଣି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *