Laptop ଖୋଲିଲା ଗୁମର । ଏହିସବୁ ଲୋକଙ୍କର ଅଛି ଭିଡିଓ । ସେ-x ରାକ୍ୟେଟ ଚଳାଇଥିଲେ Archana Chand ।

laptop

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ ମେଲର ଅର୍ଚନା ନାଗ ଙ୍କ ମୋବାଇଲ ଏବଂ ଲାପଟପ୍ ରୁ ମିଳିଲା ସଂଗାତିକ ତଥ୍ୟ । ପ୍ରଭାବ ଶାଳୀ ଲୋକଙ୍କ ସହିତ ସେ ରୀତିମତ ଯୋଗା ଯୋଗରେ ରହିଥିଲେ । ଯାହାକୁ ନେଇ ରାଜନେତା ଅଫିସର ଆଉ କିଛି ପ୍ରଯୋଜକଙ୍କ ଛାତି ଧଡ ଧଡ । ପୋଲିସ ହାତରେ ଲାଗିଛି ଏମାନଙ୍କ ତାଲିକା ସବୁ । ସେହି ପରି ଲାପଟପ୍ ରୁ ମଧ୍ୟ ମିଳିଛି ସାଂଗାତିକ ପ୍ରମାଣ । ଓ କଲ ଡିଟେଲ୍ସ କୁ ଏପରି ସାଂଗାତିକ ପ୍ରମାଣ ପାଇଛି ଖଣ୍ଡଗିରି ଥାନା ପୋଲିସ ।

ପୋଲିସ ହାତରେ ଲାଗିଛି ଏମାନଙ୍କ ତାଲିକା । ସେହି ପରି ତାଙ୍କର ଇମେଲ ଆଇଡି ରୁ 20 ଜଣ ଯୁବତୀ ଙ୍କ ଫୋଟ ଏବଂ ଭିଡ଼ିଓ ସେମାନଙ୍କ ବିଷୟ ରେ ତଥ୍ୟ ପାଇଛି ପୋଲିସ । ତେବେ ଏହି ଯୁବତୀ ଙ୍କ ମଧ୍ୟରେ କିଛି ବାହାର ରାଜ୍ୟରୁ ଆସୁଥିଲେ । ଆଉ କିଛି ଓଡିଶା ର ଜଣା ସୁଣା ଚେହେରା ମଧ୍ୟ ରହିଛନ୍ତି । ଜାହାକି ପୋଲିସ ତଦନ୍ତ ପରେ ବଡ ସୁରାଗ ମିଳିଛି ।

Archana 2

ସେହି ପରି ଆଗକୁ ଏହି ଦିଗରେ ତଦନ୍ତ ଆଗେଇବ । ବଡ ତାଲିକା ରେ ଶାସକ ଦଳର ବଛା ବଛା ନେତା ବଲିଉଡ ଏବଂ ନାମୀ ଦାମୀ ନେତା ଥିବାର ଚର୍ଚ୍ଚା ହେଉଛି । ଜାହାକୁ ନେଇ ଅଧିକ ଖୋଳତାଳ କରୁଛି ପୋଲିସ । ତେବେ ଏହି ସବୁ ପ୍ରଭାବଶାଳୀ ନେତା ମାନଙ୍କ ପାଇଁ କମିଶନରେଟ ପୋଲିସ ମୁଣ୍ଡ ବିନ୍ଧାର କାରଣ ସାଜିଛି ।

ତେବେ ଏବେ ଚର୍ଚ୍ଚା ଏପରି ବି ହେଉଛି କି ପୋଲିସ ତଦନ୍ତ କରି ଥାର୍ଡ଼ ଫ୍ଲୋରକୁ ପଠାଉଛି । ଉପରୁ ଯେଉଁ ପ୍ରକାରର ନିର୍ଦ୍ଧେଶ ଆସୁଛି ସେହି ପ୍ରକାରର କାମ କରୁଛି ପୋଲିସ । ଏହି ମାମଲା କୁ ସଂମ୍ପର୍ଣ୍ଣ ସିକ୍ରେଟଲି ହେଣ୍ଡଲ କରୁଛି ପୋଲିସ । କୈଣସି ବ୍ୟକ୍ତିର ନାଁ କିମ୍ବା ତଥ୍ୟ ଯେପରି ପଦାକୁ ନଆସେ । ସେହିଥି ପାଇଁ ପୋଲିସ କୁ ଚେତାବନି ଦେଇଥିବାର ମଧ୍ୟ ଅର୍ଡର ଆସିଛି ।

ଘଟଣା ରେ ନୂଆ ନୂଆ ଲୋକ ନୂଆ ନୂଆ ବ୍ୟକ୍ତି ଙ୍କ ସଂମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏବେ ତଦନ୍ତର ଦିଗ ନେଇ ଏବେ ପ୍ରଶ୍ନ ଉଠିଛି । କେବଳ ପ୍ରମାଣ ୟୋଗାଡ କରି ଏହି ମାମଲା କୁ ରଫାଦଫା କରି ଦେବନିତ ପୋଲିସ । ଆଉ ଦିନ କେଇଟା ପରେ ଜାମିନ ରେ ଆସିଯିବେ ରହସ୍ୟମୟୀ ଘଟଣା କୁ ଭୁଲିଯିବେ ରାଜ୍ୟବାସୀ ଏହି ବାହାନା ରେ ଖସି ଯିବେନି ତ ପ୍ରଭାବଶାଳୀ ବ୍ୟକ୍ତି ମାନେ । ଏହି ନେଇ ବର୍ତମାନ ସମସ୍ତ ଙ୍କ ମନରେ ପ୍ରଶ୍ନ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ