ଗୁଜୁରାଟର ଟେଷ୍ଟ ରିପୋର୍ଟକୁ କୋର୍ଟରେ ପ୍ରମାଣ ଭାବେ ଉପସ୍ଥାପିତ ହୋଇପାରିବ ନାହିଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ସବୁଠି ସେହି ନାର୍କୋ ଟେଷ୍ଟ କୁ ନେଇ ଚର୍ଚ୍ଚା । ନାର୍କୋ ଟେଷ୍ଟ ଜାହାର ରିପୋର୍ଟ ଆସିବ ଆଉ ଜାହାର ରିପୋର୍ଟ ଆସି ସାରିବା ପରେ ଏହାକୁ କଣ କୋର୍ଟ ଗ୍ରହଣ କରିବ । ଏମିତି ବି ମନରେ ଅନେକ ଙ୍କ ପ୍ରଶ୍ନ ଉଠୁଛି । ଜାହାର ସତ ହେଉଛି ନାର୍କୋ ଟେଷ୍ଟ ଜାହାର ରିପୋର୍ଟ କୁ କୋର୍ଟ ପ୍ରମାଣ ଭାବେ ଗ୍ରହଣ କରିବ ନାହିଁ ।

ହଁ ବନ୍ଧୁଗଣ ନାର୍କୋ ଟେଷ୍ଟ ହ-ତ୍ୟା ଗଣ ଦୁସ୍କର୍ମ , ଦଙ୍ଗା ଭଳି ବହୁ ଚର୍ଚ୍ଚିତ ଅପରାଧ ରେ ଅଭିଯୁକ୍ତ ମାନଙ୍କ ଠାରୁ ସତ ବାହାର କରିବାକୁ ସେମାନଙ୍କର ନାର୍କୋ ଟେଷ୍ଟ ହୋଇଥାଏ । ଆଉ ଏହି ନାର୍କୋ ଟେଷ୍ଟ ପାଇଁ ଉଭୟ ଅଭିଯୁକ୍ତ ଏବଂ କୋର୍ଟ ଙ୍କ ସିକୃତି ଆବଶ୍ୟକ । ଏଠି କହି ରଖିବାକୁ ଚାହିଁବୁ ଯଦି ଅଭିଯୁକ୍ତ ନ ଚାହିଁବ । ତେବେ ତାର ନାର୍କୋ ଟେଷ୍ଟ ହୋଇ ପାରିବ ନାହିଁ । ଯଦି କୋର୍ଟ ନ ଚାହିଁବେ ତେବେ ନାର୍କୋ ଟେଷ୍ଟ ଅଭିଯୁକ୍ତ ର ହୋଇ ପାରିବ ନାହିଁ ।

gopal 3

ତେବେ ଏହି ଟେଷ୍ଟ ପାଇଁ ଉଭୟ ଅଭିଯୁକ୍ତ ଏବଂ କୋର୍ଟ ଙ୍କ ସିକୃତି ଆବଶ୍ୟକ । ସବୁଠୁ ବଡ କଥା ହେଲା କି ଏହାର ରିପୋର୍ଟ କୁ କିନ୍ତୁ ତଦନ୍ତ କାରୀ ଅଧିକାରୀ ମାନେ ପ୍ରମାଣ ଭାବେ କୋର୍ଟ ରେ ଉପସ୍ଥାପନା କରି ପାରିବେ ନାହିଁ । କାରଣ ଏହା କେବଳ ତଦନ୍ତ ରେ ସହଯୋଗ କରିବା ପାଇଁ ହୋଇଥାଏ । ହଁ ବନ୍ଧୁଗଣ ସତ କଣ ଜାଣିବା ପାଇଁ ଅଭିଯୁକ୍ତର ଏମିତି ଟେଷ୍ଟ ହୁଏ ।

ମାତ୍ର ଏହା କେତେ ସତ କେତେ ମିଛ ତାହା ଅସମ୍ଭବ ଯେଉଁଥି ପାଇଁ ଏହାର ରିପୋର୍ଟ କୁ କିନ୍ତୁ ତଦନ୍ତ କାରୀ ଅଧିକାରୀ ମାନେ ପ୍ରମାଣ ଭାବେ କୋର୍ଟ ରେ ଉପସ୍ଥାପନା କରି ପାରିବେ ନାହିଁ । ଆଉ ଏହି ନାର୍କୋ ଟେଷ୍ଟ ପାଇଁ ଉଭୟ ଅଭିଯୁକ୍ତ ଏବଂ କୋର୍ଟ ଙ୍କ ସିକୃତି ଆବଶ୍ୟକ । ଏଠି କହି ରଖିବାକୁ ଚାହିଁବୁ ଯଦି ଅଭିଯୁକ୍ତ ନ ଚାହିଁବ । ତେବେ ତାର ନାର୍କୋ ଟେଷ୍ଟ ହୋଇ ପାରିବ ନାହିଁ । ସବୁଠୁ ବଡ କଥା ହେଲା ଏହି ଟେଷ୍ଟ ବେଳେ ଜିବନ ବି ଚାଲି ଜାଇ ପାରେ । ହଁ ବନ୍ଧୁଗଣ ସତ କଣ ଜାଣିବା ପାଇଁ ଅଭିଯୁକ୍ତର ଏମିତି ଟେଷ୍ଟ ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ