ପାଣିପାଗ କୁ ନେଇ ବଡ଼ ସୂଚନା । 24 ଘଣ୍ଟାରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପଶ୍ଚିମା ଝଡ ସକ୍ରିୟ ଯୋଗୁଁ ତାତି ରୁ ମିଳିଛି ଆଶ୍ୱସ୍ତି । ଆସନ୍ତା 24 ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳୀ ଘଡଘଡି ସହିତ ବର୍ଷା ସମ୍ଭାବନା । ତେବେ ବନ୍ଧୁଗଣ ସୂଚନା ଅନୁସାରେ ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ ତାତି ରୁ ମିଳିଛି ଆଶ୍ୱସି । ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ , କନ୍ଧମାଳ , ରାୟଗଡା , ଗଞାମ୍ , କଳାହାଣ୍ଡି , କେଉଁଝର , ମୟୁରଭଞୀ ର କିଛି ସ୍ଥାନରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହିତ ଆସନ୍ତା କାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବାନ ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ସେହି ପରି 11 ତାରିଖ ରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡିଶା ରେ ପଶ୍ଚିମା ଝଡ ପ୍ରଭାବ ଯୋଗୁଁ ପାଗ ମେଘୁଆ ରହିବା ସହିତ ବର୍ଷା ର ସମ୍ଭାବନା ରହିଛି ବୋଲି ଆଞ୍ଛଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

rain 1

ସେହି ସବୁ ଜିଲ୍ଲା ମଧ୍ୟରେ ଝାଡସୁୁଗୁଡା , ସମ୍ବଲପୁର , ଅନୁଗୁଳ , ଦେଓଗଡ , ସୁନ୍ଦରଗଡ , କେଉଁଝର , ବାଲେଶ୍ୱର , ଭଦ୍ରକ , ମୟୁରଭଞୀ , ଜାଜପୁର , ଢେଙ୍କାନାଳ , ବୌଦ୍ଧ , କଳାହାଣ୍ଡି , ରାୟଗଡା , କୋରାପୁଟ ଏହିଥି ସହିତ 5 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

ସେହି ପରି 11 ତାରିଖ ରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡିଶା ରେ ପଶ୍ଚିମା ଝଡ ପ୍ରଭାବ ଯୋଗୁଁ ପାଗ ମେଘୁଆ ରହିବା ସହିତ ବର୍ଷା ର ସମ୍ଭାବନା ରହିଛି ବୋଲି ଆଞ୍ଛଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଗୁରୁବାର ଭୁବନେଶ୍ୱର ରେ ମୂଖ୍ୟଃତ ମେଘୁଆ ରହିବା ସହିତ ଦିନର ତାପମାତ୍ରା 35 ଡୀଗ୍ରି ସେଲିସିୟସ୍ ପାଖା ପାଖି ରହିଥିଲା । ତେବେ ଏହା ଥିଲା ପାଣିପାଗ ବିଭାଗ ତରଫ ରୁ କିଛି ବଡ ସୂଚନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *