ଆସିଲା ବଡ଼ ଖବର । LIC କରିଥିଲେ ଏବେ ହିଁ ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ପୋଲିସି ଧାରୀ ଙ୍କୁ ବଡ ଝଟ୍କା । ଏହି ନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଘୋଷଣା ଜାରି କରିଛନ୍ତି । ହିଡେଲ ବର୍ଗ ର ରିପୋର୍ଟ ଅସିବା ପରେ ଆଦାନୀ ଗୃପ୍ ର ସେୟାର ଦିନ କୁ ଦିନ ଖସିବାରେ ଲାଗିଛି । ତେବେ ଏହି ମଧ୍ୟରେ LIC ଧାରକ ଙ୍କ ପାଇଁ ଆସିଛି ଆଉ କିଛି ବଡ ଖବର ଜାହା କୁ ନେଇ ଜାଣିବା ସଂମ୍ପର୍ଣ୍ଣ ଅପଡେଟ ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଗୈତ୍ତମ ଆଦାନୀ ଙ୍କ ମାମଲା ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ବରୋଧୀ କଂଗ୍ରେସ ଆକ୍ରମଣ କରିବାରେ ଲାଗିଛି । ଏହି ମାମଲା ର ଯାଞ୍ଚ ପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଜିବନ ବୀମା କମ୍ପାନୀ LIC ର ପୋଲିସ ଷ୍ଟାଟସ୍ କୁ ନେଇ ଏକ ନୂଆ ତଥ୍ୟ ସାମ୍ନା କୁ ଆସିଛି ।

LIC

ପୂର୍ବରୁ କେନ୍ଦ୍ର ସରକାର LIC ପୋଲିସି ଧାରୀଙ୍କୁ ମୋଟା ଅଙ୍କର ରିହାତି ଫାଇଦା ଦେଉଥିଲେ । ମାତ୍ର ଏବେ ନିୟମ ରେ ଏକ ବଡ ଧରଣ ର ପରିବର୍ତନ ହୋଇଛି । ବରଂ LIC ପୋଲିସ ଏବେ ନେବା ପରେ ଗ୍ରାହାକ ଙ୍କୁ ଟେକ୍ସ ପୈଠ କରିବାକୁ ପଡିବ । ଇନକମ୍ ଟେକ୍ସ ମୁତାବକ LIC ର ପୋଲିସି କିଣିବା ଉପରେ ଟେକ୍ସ ଛାଡ ଫାଇଦା ମିଳିଥାଏ । ହେଲେ ଟେକ୍ସ ଛାଡ କାରଣ ରୁ ବୀମା କମ୍ପାନୀ ବହୁତ ମଜବୁତ ସ୍ଥିତିରେ ରହିଥିଲେ ।

ତେବେ ଅଧିକାଶଂ ଗ୍ରାହାକ ଟେକ୍ସ ବଞ୍ଚେଇବା ଲାଗି LIC ପୋଲିସି ନିଅନ୍ତି । ଏହି ନେଇ LIC ଅଦକ୍ଷ କହିଛନ୍ତି କମ୍ପାନୀ ର ମୋଟ ବାର୍ଷିକ ପ୍ରିମିୟମ୍ ପାଖା ପାଖି ଅଧା ଅଂଶ । ଜାନୁଆରୀ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଆସିଥାଏ । ଆର୍ଥିକ ବର୍ଷର ଶେଷ ସମୟ ରେ ଲୋକ ମାନେ ବୀମା ପୋଲିସି କିଣିବାକୁ ଲୋକ ମାନେ ଅଧିକ ଋୁଚି ରଖନ୍ତି ।

ଲୋକ ମାନେ ଭାବି ଚିନ୍ତି ନିଜର ଟେକ୍ସ ବଞ୍ଚେଇବା ଲାଗି ଇନ୍ସୁରାନ୍ସ ରେ ଟେକ୍ସ ବଞ୍ଚେଇବା ଲାଗି ଅର୍ଥ ମଧ୍ୟ ଲଗେଇଥାନ୍ତି । ତେବେ ସୂଚନା ଅନୁସାରେ ବଜେଟ 2023 ରେ କେନ୍ଦ୍ର ସରକାର ଏହି ବାବଦରେ ଏକ ବଡ ନିସ୍ପତି ନେଇଥିଲେ । 5 ଲକ୍ଷ ଟଙ୍କାରୁ ଅଧିକ ପ୍ରିମିୟମ୍ ଯୁକ୍ତ ପୋଲିସିର ମେଚୁରିଟି ଉପରେ ଏଣିକି ଟେକ୍ସ ପ୍ରଦାନ କରିବାକୁ ପ଼ଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ