ଦିଲ୍ଲୀରୁ ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ବଡ଼ ଖୁସି ଖବର…

Pintu Nanda

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଆସିଛି ଏବେ ବଡ ଖବର । ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ ରୋଗରେ ପୀଡିତ ରହିଛନ୍ତି । ବର୍ତମାନ ସମୟ ରେ ପଣ୍ଟୁ ନନ୍ଦ ଜିବନ ମୃ-ତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ । ଏହା ବିଭିନ୍ନ କଳା ପ୍ରେମି ଙ୍କ ଉପରେ ଗଭୀର ପ୍ରଭାବ ପକେଇଛି । ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି ।

ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ତେବେ ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ । ଏଥିପାଇଁ 50 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିଛି । ତେଣୁ ବନ୍ଧୁ ଓ ପରିବାର ବର୍ଗ ଟଙ୍କା ଯୋଗାଡ କରିବାରେ ଲାଗି ପଡିଛନ୍ତି ।

Pintu Nanda 1

ତେବେ ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ନେଇ ଆସିଛି ବଡ ଖବର ତେବେ ସେ କେବେ ଭଲ ହେବ ଏବଂ ପୁଣି ଥରେ ପରଦା ଉପରୁ ଫେରି ଆସି ନିଜର ଅଭିନୟ ର ଯାଦୁ ଦେଖେଇବେ ସେହିଥି ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଜଣେ ଭଲ ଅଭିନେତା ଜାହାଙ୍କ ଅଭିନୟ କୁ ସମସ୍ତେ ଭଲ ପାଆନ୍ତି ହଠାତ ତାଙ୍କର ଏମିତି ଅବସ୍ଥା ଦେଖି ସମସ୍ତ ଙ୍କ ଆଖିରୁ ଲୁହ ଆସିଜାଇଛି । ଭଲ ମଣିଷ ର ଏମିତି ଅବସ୍ଥା ଦେଖି କେହି ସହି ପାରୁ ନାହାଁନ୍ତି ।

ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ଚିକିତ୍ସା କରିବାପାଇଁ ନିଆଜାଇଛି । ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଗଲେ ସେ ଶୀଘ୍ର ସୁସ୍ଥ ହୋଇଯିବେ । ପିଣ୍ଟୁ ନନ୍ଦ ଙ୍କୁ ନେଇ ଓଡିଆ ଅଭିନେତା ବବି ମିଶ୍ର ସାମାଜିକ ଗଣ ମାଧ୍ୟମରେ କହିଛନ୍ତି ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା ଚାଲିଛି । ପିଣ୍ଟୁ ନନ୍ଦ ଦେହରୁ ଅଢେଇ ଲିଟର ପାଣି ବାହର କରାଜାଇଛି । ତା ଦ୍ୱାରା ପିଣ୍ଟୁ ନନ୍ଦ ଆକ୍ଟିଭ ରହିଛନ୍ତି ଆଗ ପରି । ଆଉ ଧିରେ ଧିରେ ସେ ସୁସ୍ଥ ହୋଇଯିବେ ବୋଲି ବିବି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ