ଜେଲ ଭିତରେ ମମିତାଙ୍କୁ ସ୍ବପ୍ନ ଦେଖି ଡରୁଥିଲା ଗୋବିନ୍ଦ,ଆଜି ଜୀବନ ହାରିଦେଲା….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡରାଉଥିଲା ମମିତା ମରିଗଲା ଗୋବିନ୍ଦ । ହଁ ବନ୍ଧୁଗଣ କୁଆଡେ ଗୋବିନ୍ଦ କୁ ଜେଲ ଭିତରେ ଡରାଉଥିଲା ମମିତା ମେହେର ର ଆତ୍ମା । ଆଉ ନିଇତି ଡରି ଡରି ବଞ୍ଚିବା ଅପେକ୍ଷା ଶେଷରେ ଜିବନ ହାରିବା ପରି ଶେଷ ନିସ୍ପତି ନେଇଗଲା ଗୋବିନ୍ଦ । ହଁ ବନ୍ଧୁଗଣ ଗୋବିନ୍ଦ ଆଉ ନାହିଁ । ମମିତା ମେହେର ହ-ତ୍ୟା କାଣ୍ଡର ମୂଖ୍ୟ ଅଭିଯୁକ୍ତ ଆଜି ସକାଳୁ ନିଜର ଜିବନ ହାରି ଦେଇଛି । ଆଉ ଏହି ଘଟଣା ପରେ ସମସ୍ତେ କହୁଛନ୍ତି ମମିତା କୁଆଡେ ଡରାଉଥିଲା ଏବଂ ଗୋବିନ୍ଦ ଜିବନ ହାରିଦେଲା ବୋଲି ଚର୍ଚ୍ଚା ହେଉଛି ।

ହେଲେ ବନ୍ଧୁଗଣ କେମିତି ଜେଲ ଭିତରେ ଗୋବିନ୍ଦ ଏମିତି କାମ କରିଲା ତାହା ଏବେ ଯାଏ ଅସ୍ପଷ୍ଟ ରହିଛି । କେମିତି ଜିବନ ହାରିଲା ଏହାକୁ ନେଇ ଅନେକ ପ୍ରଶ୍ନ ଜନ ମାନସ ରେ ଉଙ୍କି ମାରୁଛି । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆଉ ଗୋଟିଏ କଥା କହି ରଖିବାକୁ ଚାହିଁବୁ କି ଆଜି ଗୋବିନ୍ଦ ସାହୁ କୋର୍ଟ ରେ ହାଜର ହେବାର ଥିଲା । ଆଉ ତାହା ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିବା ଜନ ମାନସ ରେ ଅନେକ ଗୁଡିଏ ପ୍ରଶ୍ନ ସୃଷ୍ଟି କରୁଛି । ଯାହାର ଉତ୍ତର କେବଳ ସମୟ ହିଁ ଦେଇ ପାରିବ ।

Govinda

ବନ୍ଧୁଗଣ ଆପଣ ମାନଙ୍କୁ ମନେ ପକେଇ ଦେବାକୁ ଚାହିଁବୁ କି ବଲାଙ୍ଗିର ସନସାହୀ ସ୍କୁଲ ର ଅଦକ୍ଷ୍ୟା ମମିତା ମେହେର ନିଖୋଜ ହେବା ପରେ ମହାଲିଙ୍ଗ୍ ର ନିର୍ମାଣ ସ୍ଥିତ ଖେଳ ପଡିଆ ରୁ ହାଡ ଏବଂ ରୂପା ପାଉଁଜି ଭେନିଟ ବ୍ୟାଗ୍ ମିଳିଥିଲା ଆଉ ସେହି ସବୁ ମମିତା ମେହେର ଙ୍କର ବୋଲି ପରିବାର ଲୋକ ଚହ୍ନଟ କରିଥିଲେ । ଆଉ ତା ପରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ଗିରୋଫ କରିଥିଲା ପୋଲିସ ।

ସ୍କୁଲ ର ଅଦକ୍ଷ ମମିତା ମେହେର 2021 ମସିହା ଅକ୍ଚୋବର 8 ରୁ ନିଖୋଜ ଥିଲେ । ପରିବାର ଲୋକ ଉକ୍ତ ମାସ 12 ତାରିଖ ରେ ବଲାଙ୍ଗିର ଜିଲ୍ଲା ସିନ୍ଧେକିଲା ଥାନାରେ ମାମଲା ରୁଜୁ କରିଥିଲେ । ଆଉ 14 ତାରିଖ ଦିନ ପୋଲିସ ସ୍କୁଲ ର ପରିଚାଳନା ସଭାପତି ଗୋବିନ୍ଦ ସାହୁ ଙ୍କୁ ଅଟକ ରଖିଥିଲା । ଆଉ ପରେ ତାଙ୍କୁ ଅନ୍ତରିଣ ଜାମିନ ମଧ୍ୟ ମିଳିଥିଲା । ହେଲେ ବର୍ତମାନ ସମୟ ରେ ଗୋବିନ୍ଦ ସାହୁ ନିଜର ଜିବନ ହାରି ଦେଇଛନ୍ତି ।

ନିଜର ପୁଅ ଏବଂ ସ୍ତ୍ରୀ ର ସ୍ୱାସ୍ଥ୍ୟ ଖରାପ କୁ ନେଇ ଅନ୍ତରିଣ ଜାମିନ 2 ସପ୍ତାହ ପାଇଁ ହାଇକୋର୍ଟ ପ୍ରଦାନ କରିଥିଲେ । ଆଉ ଏହା ପରେ ସେ ପୁଣି ଜେଲ କୁ ଆସିଥିବା ବେଳେ ଆଜି ସେ ପୁଣି କୋର୍ଟରେ ହାଜର ହୋଇଥାନ୍ତେ । ଆଉ ତାହା ପୂର୍ବରୁ ଗୋବିନ୍ଦ ସାହୁ ଜିବନ ହାରି ଦେଇଛନ୍ତି । ଆଉ ତାହା ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିବା ଜନ ମାନସ ରେ ଅନେକ ଗୁଡିଏ ପ୍ରଶ୍ନ ସୃଷ୍ଟି କରୁଛି । ଯାହାର ଉତ୍ତର କେବଳ ସମୟ ହିଁ ଦେଇ ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ