ସ୍କୁଲ ଛାତ୍ରଛାତ୍ରୀ ପାଇଁ ସରକାରଙ୍କ ବଡ଼ ଘୋଷଣା |

school 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ପଢୁଥିବା ଷଷ୍ଟ ରୁ ଦଶମ ଶ୍ରେଣୀ ଛାତ୍ରଛତ୍ରୀ ମାନଙ୍କ ପାଇଁ ସରକାର ଙ୍କ ତରଫ ରୁ ଆସୁଛି ଆଉ କିଛି ବଡ ଘୋଷଣା । ପାଠ୍ୟ କ୍ରମରେ ହେବାକୁ ଯାଉଛି ପରିବର୍ତନ । ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା ଜାହାକି ଷଷ୍ଟ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଟେ । ତେବେ ତା ପୂର୍ବରୁ ଆପଣ ମାନଙ୍କୁ ଅନୁରୋଧ ଅଟେ କି ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ସରକାରୀ ସ୍କୁଲ ରେ ପାଠ ପଢୁଥିବା ଷଷ୍ଟ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫର ପର୍ଫମାନ୍ସ ଟ୍ରାକିଂ ସେଲ ଆସନ୍ତା ବର୍ଷ ରୁ ପୁଣି ଆରମ୍ଭ ହେବାକୁ ଯାଉଛି । ଉଚ୍ଚ ପ୍ରାଥମିକ ସ୍ଥରରୁ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାରେ ଆଗକୁ ନେବା ସହିତ ଦକ୍ଷତା ବୃଦ୍ଧି ପାଇଁ କ୍ରିଡା ନୃତ୍ୟ ସଂଙ୍ଗୀତ ପାଇଁ ଏହି ପ୍ରତିଯୋଗିତା ପାଇଁ ଏହି ପ୍ରୟାସ ଆରମ୍ଭ କରା ଯାଉଛି । ଯେଉଁଥିରେ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ସହିତ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

school

ଏହିଥି ପାଇଁ ସରକାରୀ ସ୍ଥରରେ ପିଲାଙ୍କୁ ସମସ୍ତ ସାହାଯ୍ୟ ପିଲାଙ୍କୁ ଯୋଗେଇ ଦିଆଯିବ । ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ଏହିଥି ପାଇଁ ସ୍ୱତନ୍ତ୍ର ବ୍ୟୁ ପ୍ରିଣ୍ଟି ମଧ୍ୟ ପ୍ରସ୍ତୁତ କରିଛନ୍ତି । ତେବେ ରାଜ୍ୟରେ ଷଷ୍ଟ ରୁ ଦଶମ ଶ୍ରେଣୀ 31,947 ଟି ସ୍କୁଲ ରହିଛି । ଏହିଥିରେ ଷଷ୍ଟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 22 ଲକ୍ଷ 1 ହଜାର 621 ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ନବମ ଏବଂ ଦଶମ ରେ 8 ଲକ୍ଷ 21 ହଜାର 222 ଜଣ ପିଲା ପଢୁଛନ୍ତି ।

ତେବେ ଖୁବ ଶୀଘ୍ର ସରକାରୀ ସ୍କୁଲ ରେ ପାଠ ପଢୁଥିବା ଷଷ୍ଟ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର ପର୍ଫମାନ୍ସ ଟ୍ରାକିଂ ସେଲ ଆସନ୍ତା ବର୍ଷ ରୁ ପୁଣି ଆରମ୍ଭ ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *