ସ୍କୁଲ ଛାତ୍ରଛାତ୍ରୀ ପାଇଁ ସରକାରଙ୍କ ବଡ଼ ଘୋଷଣା |

school 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ପଢୁଥିବା ଷଷ୍ଟ ରୁ ଦଶମ ଶ୍ରେଣୀ ଛାତ୍ରଛତ୍ରୀ ମାନଙ୍କ ପାଇଁ ସରକାର ଙ୍କ ତରଫ ରୁ ଆସୁଛି ଆଉ କିଛି ବଡ ଘୋଷଣା । ପାଠ୍ୟ କ୍ରମରେ ହେବାକୁ ଯାଉଛି ପରିବର୍ତନ । ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା ଜାହାକି ଷଷ୍ଟ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଟେ । ତେବେ ତା ପୂର୍ବରୁ ଆପଣ ମାନଙ୍କୁ ଅନୁରୋଧ ଅଟେ କି ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ସରକାରୀ ସ୍କୁଲ ରେ ପାଠ ପଢୁଥିବା ଷଷ୍ଟ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଫର ପର୍ଫମାନ୍ସ ଟ୍ରାକିଂ ସେଲ ଆସନ୍ତା ବର୍ଷ ରୁ ପୁଣି ଆରମ୍ଭ ହେବାକୁ ଯାଉଛି । ଉଚ୍ଚ ପ୍ରାଥମିକ ସ୍ଥରରୁ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାରେ ଆଗକୁ ନେବା ସହିତ ଦକ୍ଷତା ବୃଦ୍ଧି ପାଇଁ କ୍ରିଡା ନୃତ୍ୟ ସଂଙ୍ଗୀତ ପାଇଁ ଏହି ପ୍ରତିଯୋଗିତା ପାଇଁ ଏହି ପ୍ରୟାସ ଆରମ୍ଭ କରା ଯାଉଛି । ଯେଉଁଥିରେ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ସହିତ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

school

ଏହିଥି ପାଇଁ ସରକାରୀ ସ୍ଥରରେ ପିଲାଙ୍କୁ ସମସ୍ତ ସାହାଯ୍ୟ ପିଲାଙ୍କୁ ଯୋଗେଇ ଦିଆଯିବ । ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ଏହିଥି ପାଇଁ ସ୍ୱତନ୍ତ୍ର ବ୍ୟୁ ପ୍ରିଣ୍ଟି ମଧ୍ୟ ପ୍ରସ୍ତୁତ କରିଛନ୍ତି । ତେବେ ରାଜ୍ୟରେ ଷଷ୍ଟ ରୁ ଦଶମ ଶ୍ରେଣୀ 31,947 ଟି ସ୍କୁଲ ରହିଛି । ଏହିଥିରେ ଷଷ୍ଟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 22 ଲକ୍ଷ 1 ହଜାର 621 ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ନବମ ଏବଂ ଦଶମ ରେ 8 ଲକ୍ଷ 21 ହଜାର 222 ଜଣ ପିଲା ପଢୁଛନ୍ତି ।

ତେବେ ଖୁବ ଶୀଘ୍ର ସରକାରୀ ସ୍କୁଲ ରେ ପାଠ ପଢୁଥିବା ଷଷ୍ଟ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର ପର୍ଫମାନ୍ସ ଟ୍ରାକିଂ ସେଲ ଆସନ୍ତା ବର୍ଷ ରୁ ପୁଣି ଆରମ୍ଭ ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ