ସରକାର ଦେଉଛନ୍ତି ଚାକିରୀ – ଏହି କାମ କଲେ ଆପଣ ବି ପାଇ ପାରିବେ

job

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବର୍ଷରେ ଯୁବପୀଢି ଙ୍କୁ ଉପହାର ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ବ୍ୟାପି 75 ହଜାର ଯୁବକ ଙ୍କୁ ନିଯୁକ୍ତି ଦେଲେ ମୋଦି ସରକାର । ପ୍ରଥମ ପର୍ଯ୍ୟାୟ ରେ 75 ହଜାର ଯୁବ ବର୍ଗ ଙ୍କୁ ଅଫର ଲେଟର ପ୍ରଦାନ କରାଯିବ । କେନ୍ଦ୍ର ସରକାର ଙ୍କ 38 ଟି ମନ୍ତ୍ରାଳୟ ଏବଂ ବିଭାଗ ପକ୍ଷରୁ ଜାରି କରିଥିବା ପଦବୀ ରେ ନୁଯ୍ତକ୍ତି ମିଳିବ ।

ମୂଖ୍ୟତଃ ପ୍ରତିରକ୍ଷା ରେଳ ଡାକ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଶୀଳ୍ପ ସୁରକ୍ଷା ବଳ ସିବିଆଇ କୋଷ୍ଟମ୍ ଏବଂ ବ୍ୟଙ୍କିଂ ରେ ଚାକିରୀ ବଣ୍ଟନ କରାଯିବ । UPSE , SSC ଏବଂ ରେଳ ବିଭାଗ ଦ୍ୱାରା ଆସାୟୀ ଙ୍କୁ ଭର୍ତ୍ତି କରାଜାଇଛି । ଦେଶର ଯୁବ ବର୍ଗ ଙ୍କୁ ନିଯୁକ୍ତି ଦେବା ଏବଂ ଆଗାମୀ ପୀଢି ଙ୍କୁ ନୂଆ ଦିଶା ଦେଖେଇବାକୁ ଏହି ନିଯୁକ୍ତି ମେଳନ କେନ୍ଦ୍ର ସରକାର ଆୟୋଜନ କରିଛନ୍ତି ।

Modi

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହାର ସୂଚନା ପୂନର୍ବାର ଦେବାକୁ ଚାହିଁବୁ କି ଦାପାବଳି ରେ ଯୁବପୀଢି ଙ୍କୁ ଉପହାର ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ବ୍ୟାପି 75 ହଜାର ଯୁବକ ଙ୍କୁ ନିଯୁକ୍ତି ଦେଲେ ମୋଦି ସରକାର । ପ୍ରଥମ ପର୍ଯ୍ୟାୟ ରେ 75 ହଜାର ଯୁବ ବର୍ଗ ଙ୍କୁ ଅଫର ଲେଟର ପ୍ରଦାନ କରାଯିବ । କେନ୍ଦ୍ର ସରକାର ଙ୍କ 38 ଟି ମନ୍ତ୍ରାଳୟ ଏବଂ ବିଭାଗ ପକ୍ଷରୁ ଜାରି କରିଥିବା ପଦବୀ ରେ ନୁଯ୍ତକ୍ତି ମିଳିବ ।

ମୂଖ୍ୟତଃ ପ୍ରତିରକ୍ଷା ରେଳ ଡାକ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଶୀଳ୍ପ ସୁରକ୍ଷା ବଳ ସିବିଆଇ କୋଷ୍ଟମ୍ ଏବଂ ବ୍ୟଙ୍କିଂ ରେ ଚାକିରୀ ବଣ୍ଟନ କରାଯିବ । UPSE , SSC ଏବଂ ରେଳ ବିଭାଗ ଦ୍ୱାରା ଆସାୟୀ ଙ୍କୁ ଭର୍ତ୍ତି କରାଜାଇଛି । ଦେଶର ଯୁବ ବର୍ଗ ଙ୍କୁ ନିଯୁକ୍ତି ଦେବା ଏବଂ ଆଗାମୀ ପୀଢି ଙ୍କୁ ନୂଆ ଦିଶା ଦେଖେଇବାକୁ ଏହି ନିଯୁକ୍ତି ମେଳନ କେନ୍ଦ୍ର ସରକାର ଆୟୋଜନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ