ଏଫବିଆଇ ତଦନ୍ତରେ ଧରାପଡିବ ଗୋପାଳର ସତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଇନ ଜିବି ଙ୍କ କହିବା ଅନୁସାରେ ସେମାନେ ଗୋପାଳ ର ସବୁ କିଛି ଟେଷ୍ଟ ସାରିଦେବା ପରେ ବି ଏବେ ବି ସେମାନଙ୍କ ମନରେ ଅସୋନ୍ତଷ ରହିଛି ଯେ ଯେଉଁ ତଦନ୍ତ ହୋଇଛି ତାହା ସଠିକ୍ ନୁହେଁ ବୋଲି । ସେମାନେ ବର୍ତମାନ ସମୟ ରେ FBI କୁ ଦ୍ୱାୟୁତ୍ୱ ଦେଉଛନ୍ତି । କାରଣ ସେମାନଙ୍କ ପାଖରେ ଆଶାମୀ ର ବିହେବିୟର କୁ ଫୋଲ କରିବା ପାଇଁ ଏବଂ ସେମାନେ ଏହି ସବୁ କୁ ଏନାଲାଇଜ କରନ୍ତି ଯେ କ୍ରାଇମ କେମିତି ହେଲା, କ୍ରିମିନାଲ ର ମୁଣ୍ଡରେ ଏମିତି କେମିତି ଚାଲିଲା , ଆଗରୁ ସେ ଏମିତି ସେ କ୍ରାଇମ୍ କରିଛି କି ନାହିଁ ।

ଯେହେତୁ ଏଟା ଗୋଟେ ଆଇସୋ ଲେଟେଡ ସିଙ୍ଗେଲ ଇନସିଡେଣ୍ଡ ଭଳିଆ ଲାଗୁଛି । ଯଦି ଜଣେ ନିଜର ଟର୍ଟ ପ୍ରେସସ୍ ର ଡିରେଲ ହେବା ଯୋଗୁଁ ସେ ଏହି ପ୍ରକାରର କ୍ରାଇମ୍ କରିଛନ୍ତି । ତେବେ ତା ମୁଣ୍ଡରେ ଏମିତି କେମିତି ହେଲା ଏବଂ ଆମେ ମାନେ ଫ୍ୟୁଚର ରେ ଏହି ସବୁ ଜିନିଷ ରୁ ବଞ୍ଚି ପାରିବା ସେହି ବିଷୟ ରେ ସେମାନେ ସଂମ୍ପର୍ଣ୍ଣ ଭାବେ ଅନୁଧ୍ୟନ କରିବେ ।

man

ଆଉ ଆଜି ଯାଏ ତ ଏମିତି କିଛି ହୋଇ ନାହିଁ ଜାହା ପାଇଁ କେସ୍ କୁ FBI କୁ ହେଣ୍ଡେଲ କରିବାକୁ ପଡିଛି । ଏହା ଏମିତି କିଛି ସ୍ପେସିଫିକ୍ କେସ ରେ ହେଣ୍ଡେଲ କରାଯାଏ । ତେବେ ଏମିତି ରେ ଏହା ବର୍ତମାନ ସମୟ ରେ ବି ପ୍ରମାଣ କରୁଛି ଯେ ସେ ନିଜେ ମନ ମୁତାବିକ କରିଛି । ହେଲେ ଲୋକ ମାନଙ୍କୁ ଏହା ଗୋଟେ ପ୍ରଡିସିଡିୟର ବୋଲି ଲାଗୁଛି । ଯେଉଁଥି ପାଇଁ ସେମାନେ ଏହାକୁ ବହୁତ ପ୍ରକାରର ଭାବୁଛନ୍ତି ।

ହେଲେ FBI ଆସିଲେ ନିଶ୍ଚିତ ଭାବେ ଏହାର ଗୋଟେ ଏକ୍ସେବିଲିଟି ଆସିଯିବ । ଆଉ ଏବେ କେସ୍ କୁ ଦେଖିବା ପରେ କେବଳ ସବୁ ଜାଗାରେ ଗୋଟେ ହିଁ ଡିରେକ୍ସନ ମିଳୁଛି । ସବୁ ଜାଗାରେ ଗୋଟେ ଲୋକ ଏକା ହୋଇ ହିଁ ଏହି କ୍ରାଇମ୍ କରିଛି । ତେବେ ଏମିତି ରେ ସେ ହୁଏତ ନ ଜାଇ ପାରେ ହେଲେ FBI ତରଫ ରୁ ଜଣେ ଦୁଇ ଜଣ ଆସିବେ ଏବଂ ଏହି କେସ୍ ର ଇନଭେଷ୍ଟିକେସନ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ