ଗୋପାଳର ହୋଇଛି ନାର୍କୋ ଟେଷ୍ଟ, କେତୋଟି ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ, ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

report

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳର ହୋଇଛି ନାର୍କୋ ଟେଷ୍ଟ ଏହି ଟେଷ୍ଟ ରେ ଗୋପାଳ କୁ ପଚରା ଜାଇଛି ଗୋଟିଏ ପରେ ଗୋଟିଏ ପ୍ରଶ୍ନ । ଯେଉଁ ପ୍ରଶ୍ନ ରେ ସେ ସବୁ ଉତ୍ତର ଦେଇଛି । ତେବେ 15 ରୁ ଅଧିକ ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ଗୋପାଳ କୁ ପଚରାଜାଇଛି । ନାର୍କୋ ଟେଷ୍ଟ ର ନିୟମ ଅନୁସାରେ ଇଂଞେକ୍ସନ ଦେବା ପରେ ଅଧା ବୋହସ ଅବସ୍ଥା ରେ ତାକୁ କିଛି ସହଜ ପ୍ରଶ୍ନ କରାଜାଇ ଥିଲା । ଯେଉଁଥିରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ମାନେ ଜାଣି ପାରିଥିଲେ କି ଗୋପାଳ କୁ ଦିଆଜାଇ ଥିବା ବୋହସ ଇଂଞେକ୍ସନ ଠିକ୍ କରି କାମ କରୁଛି କି ନାହିଁ ।

ସହଜ ପ୍ରଶ୍ନରେ ଥିଲା କି ଯେମିତି କି ତାର ନାମ କଣ । ତାର ଘର କେଉଁଠି । ତାର ନିଜ ନାମ କଣ ସେ କଣ ଚାକିରୀ କରେ । ଏହା ପରେ ତାକୁ ଗୋଟେ ଅଧା ବେହୋସ କଲା ପରି ଇଂଞେକ୍ସନ ଦିଆଜାଇ ଥିଲା । ଏବଂ ପରେ ତାକୁ ବେହୋସ ହେବା ସମୟ ରେ ନବ ଦାସ କୁ ହ-ତ୍ୟା କରାଜାଇ ଥିବା ଘଟଣା ବିଷୟ ରେ ପଚରା ଜାଇ ଥିଲା । ଗୋପାଳ ତୁମେ କଣ ପାଇଁ ନବ ଦାସ ଙ୍କୁ କଣ ପାଇଁ ହତ୍ୟା କଲ । ତୁମେ ଏହି ଭଳି ନିସ୍ପତି କେବେ ଠାରୁ ନେଇଥିଲ । ଗୁଳି କରିବା ପାଇଁ କେବେ ଠାରୁ ନିସ୍ପତି ନେଇଥିଲ ।

gopal 3

ତେବେ କ୍ରାଇମ ବ୍ରାଞ୍ଚ ର ପ୍ରଶ୍ନ ଏମିତି ଅଧିକ ରୁ ଅଧିକ କୋଠର ହୋଇ ଚାଲିଥାଏ । ଏହା ସହିତ ଗୋପାଳ ର ଏହା ପ୍ଲାନ ଥିଲା ନାଁ କିଏ କହିଥିଲା ତାକୁ ହ-ତ୍ୟା କରିବା ଲାଗି । ଏହା ପଛରେ ଆଉ କିଏ କିଏ ରହିଛନ୍ତି ଏହି ପରି କିଛି ପ୍ରଶ୍ନ ପଚାରିଥିଲା କ୍ରାଇମବ୍ରାଞ୍ଚ । ସବୁଠୁ ବଡ କଥା ହେଲା ନାର୍କୋ ଟେଷ୍ଟ ଗୋପାଳ ର ସରିଜାଇ ଥିଲେ ସୁଧା ଏବେ ଯାଏ ତାର ହୋସ ଆସି ନାହିଁ ସେ ଏବେ ଯାଏ ବେଡ ଉପରେ ଶୋଇ ରହିଛି ।

ସବୁଠାରୁ ବଡ କଥା ହେଲା ଯଦି ଡୋଜ ଅଧିକ ହୋଇଯାଏ ତେବେ ଗୋପାଳ ର ମାନଶୀକ ସ୍ଥିତି ଏବଂ ଜିବନ ପ୍ରତି ବିପଦ ମଧ୍ୟ ରହିଛି । ଗୋପାଳ କୁ ନାର୍କୋ ଟେଷ୍ଟ ପାଇଁ ଜେଲେଫ୍ସି କୋର୍ଟ ଅନୁମତି ଦେବା ପରେ କ୍ରାଇମ ବ୍ରାଞ୍ଚ ଟିମ୍ ତାକୁ ଗୁଜୁରାଟ କୁ ନେଇ ଜାଇ ଥିଲା ଟେଷ୍ଟ କରିବା ପାଇଁ ଟେଷ୍ଟ କରିବା ସମୟରେ ଉପସ୍ଥିତ ଥିଲେ ଡାକ୍ତର । ଯଦି ଦେଖିବା ଗତ ଜାନୁଆରୀ 29 ରେ ବ୍ରଜରାଜ ନଗରରେ ନବଙ୍କୁ ହ-ତ୍ୟା କରିଥିଲା ଗୋପାଳ ପ୍ରତିଶୋଧ ମୂଳକ ଭାବେ ନବଙ୍କୁ ହ-ତ୍ୟା କରିଥିବା ଶିକ୍ୱାର କରିଛି ଗୋପାଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ