ଚାକିରି କରିବା ଲୋଭରେ ଆଉକିଛି କରୁଥିଲା କି ଗୋପାଳର ଝିଆରୀ ! ଏନେଇ ଉଠିଛି ବଡ ପ୍ରଶ୍ନ

job

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହ-ତ୍ୟା ପଛରେ ରହିଛି ଗୋପାଳ ଝିଆରୀ ର ହାତ । ଚାକିରୀ ନଦେବାରୁ ହୋଇଛି କି ନବଦାସ ଙ୍କ ହ-ତ୍ୟା । ଚାକିରୀ କରିବା ଲୋଭ ରେ ଆଉ କିଛି କରୁଥିଲା କି ଗୋପାଳ ର ଝୀଆରୀ । ନବ ଦାସ ଙ୍କ ହ-ତ୍ୟା ଉପରୁ ପରଦା ଉଠୁ ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନା କୁ ଆସୁଛି । ଜାହା ସମସ୍ତ ଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରୁଛି ।

ନବ ଦାସ ଙ୍କ ଘରକୁ କୁଆଡେ ଗୋପାଳ ର ଝୀଆରୀ ପ୍ରତି ଦିନ ଯିବା ଆସିବା କରୁଥିଲା । ସୋ ଦିନ ହେଉ କି ରାତି ଗୋପାଳ ଝିଆରୀ କିନ୍ତୁ ସବୁ ବଳେ ପହଁଚି ଯାଉ ଥିଲା । ନବ ଙ୍କ ପାଖକୁ ଯିବାର ଥିଲା ଗୋଟିଏ କାରଣ ଗୋପାଳ ଝିଆରୀ କୁ କୁଆଡେ ଦରକାର ଥିଲା ଚାକିରୀ । ସେହି ଆଶାରେ ନବଦାସ ଙ୍କ ପାଖକୁ ଜାଇ ବାରମ୍ବାର ପହଁଚି ଜାଉ ଥିଲା ଗୋପାଳ ଝିଆରୀ । ଜାହାକୁ ନେଇ ଏହିଥିରେ ବିରକ୍ତ ହୋଇଜାଇ ଥିଲେ ନବଦାସ ।

gopal 1

ଅନେକ ଥର ଏହି ନେଇ ଗୋପାଳ କୁ କହିଥିଲେ ଏବଂ ଶେଷରେ ଗୋପାଳ କୁ ଚାପୁଡା ମଧ୍ୟ ମାରିଥିଲେ । ଏହା ଆମେ କହୁନାହୁଁ ବରଂ ଏହା ବିରୋଧୀ ଦଳର ନେତା ନରସିଂହ ମିଶ୍ର । ତେବଳ ସେତିକି ନୁହେଁ ଏହି ହତ୍ୟା ପଛରେ କୈଣସି ରାଜନୈତିକ ଦଳର ହାତ ଥାଇ ପାରେ ବୋଲିବି କହିଛନ୍ତି ନରସିହଂ । ସେ କହିଛନ୍ତି କି ସେହି ଝାଡସୁଗୁଡା ରେ ଜଣେ ପୂର୍ବତନ ମନ୍ତ୍ରୀ ଙ୍କ ସହିତ ଶତୃତା ରହିଛି ।

ଜାହାର ପ୍ରତିଶୋଧ ନେବା ପାଇଁ ଏମିତି ହତ୍ୟାର ସଢଯନ୍ତ୍ର ରଚି ଥାଇ ପାରନ୍ତି ବୋଲି କହିଛନ୍ତି ନରସିହଂ । ତେବେ ନବ ଙ୍କ ଝୀଆରି ଏମିତି ବାରମ୍ବାର କଣ ପାଇଁ ନବ ଙ୍କ ପାଖକୁ ଯାଉଥିଲେ ବାରମ୍ବାର ଏମିତି ଯିବା ପଛରେ କୈଣସି କାରଣ ରହିଥିଲା କି । ଏହି ନେଇ ସଠିକ୍ ତଦନ୍ତ କଲେହିଁ ସବୁ କଥା ସାମ୍ନାକୁ ଆସିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *