ସାର୍ପ ସୁଟର ଥିଲା ଗୋପାଳ, ୨୦୧୩ ମିଳିଥିବା ପିସ୍ତଲରେ ନବଙ୍କୁ ମାରିଲା ଗୋପାଳ

gopal

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନାକୁ ଆସିଲା ବଡ ଖବର ଗୋପାଳ ଜଣେ ସାଧାରଣ କର୍ମଚାରୀ ନଥିଲା ଗୋପାଳ ଥିଲା ଜଣେ ସାର୍ଫ ସୁଟର ହଁ ଏହି କଥା ସୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ । ହେଲେ ଏହି ପରି କିଛି ସତ ଏବେ ସାମ୍ନାକୁ ଆସିଛି । ମତେ ନବ ଦାସ ମାମଲା ରେ ଅଭିଯୁକ୍ତ ଗୋପାଳ ଦାସ ବାବଦ ରେ କ୍ରାଇମ ବ୍ରାଞ୍ଚ ଦିନକୁ ଦିନ କ୍ରାଇମ ବ୍ରାଞ୍ଚ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଏହି ଭଳି ପରିସ୍ଥିତିରେ ଏବେ ଏହି ତଥ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଗୋପାଳ ସାର୍ଫ ସୁଟର ଥିବା କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଛି । ତେଣୁ ମନ୍ତ୍ରୀ ଙ୍କୁ ସଠିକ୍ ଗୁଳି ମାଡ କରି ଜିବନ ନେଇ ଜାଇଥିଲା ଗୋପାଳ । ପୂର୍ବରୁ ପୋଲିସ ବିଭାଗରେ ଅନୁଷ୍ଟିତ ହୋଇଥିବା ବନ୍ଧୁକ ଚାଳନା ରେ ସେ ଉତ୍ତମ ପଦର୍ଶନ କରୁଥିଲା ଗତ ବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୋଲିସ ପକ୍ଷରୁ ଏହି ନେଇ ପୁରସ୍କୃତ ବି କରାଜାଇ ଥିଲା । ଏହିଥିରୁ ଆପଣ ମାନେ ଜାଣି ପାରୁ ଥିବେ ଯେ ଗୁଳି ମାରିବାରେ କେମିତି ମାହିର ଥିଲା ଗୋପାଳ । କ୍ରାଇମ ବ୍ରାଞ୍ଚ ଏହି ସବୁ ଜାଣିବା ପରେ ପୋଲିସ କୁ ଏହି ସବୁର ରେକର୍ଡ ପ୍ରଦାନ କରିବାକୁ କହିଛନ୍ତି ।

gopal

ତେବେ ସେପଟେ ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ଜିଲ୍ଲା ପୋଲିସ ଙ୍କ ବର୍ଷିକ ଫାଇରିଂ ରେଞ୍ ଅନୁଷ୍ଟିତ ହୋଇଥିଲା । ଏହିଥିରେ ଗୋପାଳ ମଧ୍ୟ ଭାଗ ନେଇଥିଲା । ଏହିଥିରେ ରାଇଫଲ ମେସିନ ଗନ , AK47 , 9MM ପିସ୍ତଲ 50 ରୁ 100 ମିଟର ରେଞ୍ ରେ ଚାଳନା କରିବାକୁ ପ୍ରତିଯୋଗିତା ହୋଇଥିଲା । ଯେଉଁଥିରେ ସେ ସମସ୍ତ ପ୍ରକାରର ବନ୍ଧୁକ ଅତି ସହଜ ରେ ଚଲାଉଥିଲା । ଗୋପାଳ ର ଏହି ପରି ପରାକ୍ରମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏହି ନେଇ ପୁରସ୍କୃତ ବି କରାଜାଇ ଥିଲା ।

ଗୋପାଳ ଜଣେ ସାର୍ଫ ସୁଟର ଥିଲା ବୋଲି ଜଣା ପଡିଛି । ଯେଉଁ ଦିନ ସେ ନବଙ୍କୁ ଗୁଳି ମାରିଥିଲା ସେହି ଦିନ ସେ ନବଙ୍କ ଶରୀର ଠାରୁ 6 ଇଞ୍ଚ ଦୂରରେ ରହି ଗୁଳି କରିଥିଲା । ସୂଚନା ଅନୁସାରେ ଜିଲ୍ଲା ପୋଲିସ 2013 ରେ ଗୋପାଳ କୁ ବନ୍ଧୁକ ପ୍ରଦାନ କରିଥିଲା । ଆଉ ସେହି ବନ୍ଧୁକରେ ମନ୍ତ୍ରୀ ଙ୍କ ଛାତିକୁ ଗୁଳି କରିଥିଲା ଗୋପାଳ । ଆଜି ଗୋପାଳ ର କ୍ରାଇମ ବ୍ରାଞ୍ଚ ରିମାଣ୍ଡ ଅବଦ୍ଧି ସରିବା ପରେ ପ୍ରଥମେ ଗୋପାଳ କୁ ଜେଲେଫ୍ସି କୋର୍ଟରେ ହାଜର କରେଇ ଥିଲା । କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲ ପଠାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ