ନବଙ୍କ ପଛେ ପଛେ ହ-ତ୍ୟା-କାରୀ ଗୋପାଳ … |

naba

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ସବୁ ବେଳେ ନବ ଙ୍କ ପଛେ ପଛେ ରହୁଥିଲେ କି ଗୋପାଳ । ନବ ଜୁଆଡେ ସିଆଡେ ଯାଉଥିଲେ କି ଗୋପାଳ । ନବ ଙ୍କ ପଛେ ପଛେ ରହୁଥିବା ଗୋପାଳ ଙ୍କ ଏକ ଫୋଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଫୋଟ ରେ ନବ ଦାସ ଏକ କାର୍ଯ୍ୟ କ୍ରମ ରେ ଯୋଗ ଦେଉଥିବା ବେଳେ ତାଙ୍କ ପଛରେ ASI ଗୋପାଳ ଦାସ ଛିଡା ହୋଇଥିବାର ଦେଖିବାକୁ ମିଳିଛି।

ଏହା ସହ ବରଗଡ ସାଂସଦ ସୁରେଶ ପୂଜାରି ମଧ୍ୟ ନବ ଙ୍କ ସହ ଉପସ୍ଥିତ ରହିଛନ୍ତି । ତେବେ ନବଙ୍କୁ ଆଗରୁ ମଧ୍ୟ ପିଛା କରୁଥିଲେ କି ଏମିତି ଏକ ସୁଯୋଗ ପାଇଁ ଅପେକ୍ଷା କରିଥିଲେ କି ? ଏହି ଫୋଟ ରେ ଗୋପାଳ ଯେଉଁ ଭଳି ଭାବେ ନବ ଙ୍କୁ ନିରିଖି ଚାହୁଁଛନ୍ତି । ଏହା ଗୋପାଳ ଙ୍କ ଅନେକ ଅକୁହା କଥାକୁ ପଦାକୁ ଆଣିଛି ।

naba

ତେବେ ଗତ 29 ତାରିଖ ରେ ନବ ଦାସ ବ୍ରଜରାଜ ନଗର ସ୍ଥିତ ଏର ଉଦ୍ଘାଟନି ସମ୍ମିଳନି ରେ ଯୋଗା ଦେବାକୁ ଯାଉଥିବା ବେଳେ ଏହି ସୁଯୋଗ ପାଇଥିଲା ଗୋପାଳ ଦାସ । ଏହି ସୁଯୋଗ ପାଇ ନବ ଙ୍କୁ ସେ ସୁ କରିଥିଲେ ଏପରି କି ଗୋଟିଏ ଗୁଳି ରେ ଶେଷ ହୋଇଜାଇଥିଲେ ନବ ଦାସ । ଗୁଳି କେଉଁ ଜାଗାରେ ଏକା ସାଙ୍ଗରେ ବାଜିଲେ ନବ ଏକା ଥରକେ ଶେଷ ହୋଇଯିବେ ସେହି ସବୁ ବିଷୟ ରେ ନିଜ ବହୁ ଆଗରୁ ଜାଣିଥିଲା ।

ଏମିତି ଆଗରୁ ବହୁ କାର୍ଯ୍ୟ କ୍ରମ ରେ ନବଙ୍କ ସହିତ ଗୋପାଳ କୁ ଏକା ସହିତ ଦେଖିବାକୁ ମିଳୁିଛି । ସେତେ ବେଳେ ହୁଏତ ଗୋପାଳ ଏହି ପରି କାଣ୍ଡ ଘଟେଇବେ ବୋଲି ଏହି ବିଷୟ ରେ ସେ କେବେବି କଳ୍ପନା କରି ପାରି ନଥିଲେ । ଏପରି କି ଗୋପାଳ ଙ୍କ ସହଯୋଗୀ ମଧ୍ୟ ଏଠାରେ କେବେବି ସନ୍ଧେହ କରି ନଥିବେ ।

po

ଏମିତି ବେଳେ କେବେବି ନବ ଙ୍କ ପାଖେ ପାଖେ ଗୋପାଳ ରହୁଥିଲେ ମଧ୍ୟ ନବ କି ତାଙ୍କ ସହଯୋଗୀ କେବେବି ପ୍ରତିରୋଧ କରିନଥିଲେ । ତେବେ ଏହାରି ମଧ୍ୟରେ ଗୋପାଳ ମନରେ ଏତେ ବଡ ସଢଯନ୍ତ୍ର ଲୁଚି ରହିଥିଲା ତାହା କେବେବି କେହି କଳ୍ପନା କରିନଥିଲେ । କୁହାଯାଉଛି ଯେ ଏହି ଘଟଣା ଘଟେଇବା ପୂର୍ବରୁ ଗୋପାଳ କୁଆଡେ ନବଙ୍କୁ 5 ଥର ମର୍ଡର ର ପ୍ଲାନିଂ କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *