କେବେଠୁ ମଉକା ଖେଜୁଥିଲେ ଗୋପାଳ || ସବୁ ବଖାଣିଲେ ସତ

gopal

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୁଳି ମାଡ ପୂର୍ବରୁ ଶେଷ ଥର କାହା ସହିତ କଥା ହୋଇଥିଲେ ଗୋପାଳ । ସ୍ୱାସ୍ଥ୍ୟ ମନ୍ତ୍ରୀ ପହଁଚିବା ପୂର୍ବରୁ ଗୋପାଳ କୁ କିଏ ଦେଇଥିଲେ ନିର୍ଦ୍ଦେଶ ଗୁଳି ମାଡର ମାସକ ପୂର୍ବରୁ କାହା କାହା ସହିତ କଥା ହୋଇଥିଲା ଗୋପାଳ । କିଛି କଥା ବାର୍ତ୍ତା ନାହିଁ ଆସିଲା ସିଧା ଗୁଳି ମାରିଲା ଗୁଳି ମାଡ ବେଳର ଦୃଶ୍ୟ ଦେଖିଲେ ଯେକେହି କହିବ ଯେମିତି ଦିର୍ଘ ଦିନରୁ ମୈକା ଖୋଜି ବୁଲୁଥିବା ଗୋପାଳ ।

ମାତ୍ର କମ୍ ସମୟ ମଧ୍ୟରେ ଏମିତି ମାନଶୀକ ବିଚଳିତ ହୋଇପଡିବ ଏବଂ ଗୁଳି କରିବ ଏହା ଅଦ୍ଭୁତ ପୂର୍ଣ୍ଣ ଏତେ ସବୁ ପରେ ବି ଗୋପାଳ ର ମୋବାଇଲ କଲ ସାମ୍ନା କୁ ଆସିଲେ ହୁଏତ ଅନେକ ତଥ୍ୟ ସାମ୍ନାକୁ ଆସିପାରେ । ଗୁଳି ମାଡ କରିବା ପୂର୍ବରୁ ଗୋପାଳ କାହା ସହିତ କଥା ହୋଇଥିଲା । କାହା ସହିତ ମିଳା ମିଶା କରୁଥିଲା ଯଦିଓ ଏହି ସବୁ ପାଇଁ କ୍ରାଇମ ବ୍ରାଞ୍ଚ ତଦନ୍ତ ଚଳେଇଛି ।

gopal

ହେଲେ ଗୁଳି ମାଡ ସମୟ ର ଦୃଶ୍ୟ ଦେଖି ଏମିତି ଲାଗୁଛି ଯେ ଗୋପାଳ କାହାଠୁ ସୂଚନା ପାଇବା ପରେ ଗୁଳି ମାଡ କରିଛି । ଜଣେ ମାନଶୀକ ରୋଗୀ ମାତ୍ର କିଛି ମିନିଟ ରେ ଜଣଙ୍କୁ ଭାରଶ୍ୟାମ ହରେଇ କାହାକୁ ଗୁଳି ମାରିଦେବ । ତାହା ପୁଣି ନିର୍ଦ୍ଧିଷ୍ଟ ଜଣେ ପ୍ରଭାବ ଶାଳୀ ବ୍ୟକ୍ତିଙ୍କୁ ଏହି ଦୃଶ୍ୟ ଦେଖି କେହିବି ଧୋକା ଖାଇ ଜାଇ ପାରନ୍ତି । ଏହି କଥା ବି ଚର୍ଚ୍ଚା ହେଉଛି ସେଠାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପାଖରେ ହଜାର ହଜାର ଲୋକ ମାନେ ଉପସ୍ଥିତ ଥିଲେ ।

ସେ କାହାକୁ ନିଶାନା କଲାନି କେବଳ ମନ୍ତ୍ରୀ ଙ୍କୁ କଣ ପାଇଁ ନିଶାନା କଲା ଜଣେ ମାନଶିକ ବ୍ୟକ୍ତି ଜଣେ ପ୍ରଭାବ ଶାଳୀ ବ୍ୟକ୍ତିଙ୍କୁ ନିଶାନା କଲା ଅନ୍ୟ ମାନଙ୍କୁ କଲାନି । ଗୁଳି ମାଡର ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ତରବରିଆ ଭାବେ ଗୋପାଳ ଆସି ମନ୍ତ୍ରୀ ଙ୍କୁ ଗୁଳି କରି ଫେରାର ହେବାର ଦୃଶ୍ୟ ମନ୍ତ୍ରୀ ରହିଛି । ଏହି ଦୃଶ୍ୟ ଦେଖି କେବଳ ଗୋଟିଏ ଚର୍ଚ୍ଚା କେବେଠୁ ମୈକା ଖୋଜୁଥିଲା ଗୋପାଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ