ଗୋପାଳ କହୁଛି ଏଠି ରହିଲେ ସ୍ୱର୍ଗଦ୍ୱାର, ବଞ୍ଚାଇବାକୁ ହେଲେ ମତେ ନିଅ ଚୌଦ୍ୱାର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ ମରିଗଲେ ସବୁ ସରିଯିବ । ସତ କେବେବି ପଦାକୁ ଆସି ପାରିବ ନାହିଁ । ତେଣୁ ଗୋପାଳ ବଞ୍ଚିବା ଦରକାର ସତ ସାମ୍ନାକୁ ଆସିବା ଦରକାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୋପାଳ ଦାସ ହତ୍ୟା କଲା ତାହା ପଛର ସତ ସାମ୍ନାକୁ ଆସିବା ଦରକାର କାରଣ ଏହି ପ୍ରଶ୍ନ ସାଧାରଣ ଲୋକଙ୍କ ପ୍ରଶ୍ନ । ଏହି ପ୍ରଶ୍ନ ସାଢେ 4 କୋଟି ଓଡିଆ ଙ୍କ ପ୍ରଶ୍ନ । ଆଉ ଏତିକି ବେଳେ କୁଆଡେ ଗୋପାଳ ନିଜକୁ ସୁରକ୍ଷିତ ମନେ କରୁ ନାହିଁ ।

ଝାଡସୁଗୁଡା ଜେଲରେ ଗୋପାଳ କହୁଛି ଏଠି ରହିଲେ ସ୍ୱର୍ଗ ଦ୍ୱାର ବଞ୍ଚିବାକୁ ହେଲେ ମତେ ନିଅ ଚୈଦ୍ୱାର । ହଁ ବନ୍ଧୁଗଣ ଝାଡସୁଗୁଡା ଜେଲ କୁ ସୁରକ୍ଷିତ ମାନୁ ନାହିଁ ଗୋପାଳ । ବନ୍ଧୁଗଣ ଗୋପାଳ ର ମରିବାକୁ ଯଦି ଏତେ ଭୟ ସେ ନିଜର ଚାକିରୀ , ପରିବାର , ପତ୍ନୀ , ପୁଅ ଝିଅ ର ଭବିଷ୍ୟତ କଥା ଚିନ୍ତା ନ କରି ଏପରି ଏକ ହ-ତ୍ୟା କାଣ୍ଡ କଣ ପାଇଁ ଭିଆଇଲା । ଯାହା ଜନ ମାନସ ରେ ବିରାଟ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

po

ସେପଟେ ଗୋପାଳ ର ଜିବନ ପ୍ରତି ବିପଦ ରହିଛି । ଏହି କଥା ଗୋପାଳ ନିଜେ ଶିକ୍ୱାର କରୁଛି । ଆଉ ସେହିଥି ପାଇଁ ତାକୁ ଝାଡସୁଗୁଡା ଜେଲ ରୁ କଟକ ଚୈଦୁଆର ଜେଲ କୁ ଅଣା ଯିବ ବୋଲି ଜଣା ପଡିଛି । ଅନ୍ୟ ପଟରେ ଆଉ ଦୁଇ ଦିନ ପରେ ମୂଖ୍ୟ ମନ୍ତ୍ରୀ ଝାଡସୁଗୁଡା ବି ଯିବେ । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥା କୁ ଜାଞ୍ଚ କରିବା ପାଇଁ ଡିଜିପି ସେଠାକୁ ଜାଇ ଥିବାର ଜଣା ପଡିଛି ।

ସେପଟେ କ୍ରାଇମ ବ୍ରାଞ୍ଚ ର ଏକ ଟିମ୍ ବ୍ରହ୍ମପୁର ଗସ୍ଥରେ ରହିଛନ୍ତି । ତେବେ ମୂଖ୍ୟ ମନ୍ତ୍ରୀ ଝାଡସୁଗୁଡା ଗସ୍ଥ ବେଳେ କୈଣସି ପ୍ରକାରର ଅସୁବିଧା ନ ହେବା ଲାଗି ସଂମ୍ପର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କୁ ଯାଞ୍ଚ କରାଜାଉଛି । ତନ୍ନ ତନ୍ନ କରି ଦେଖା ଯାଉଛି ହଁ ବନ୍ଧୁଗଣ ଏହାରି ଭିତରେ ନିଜେ ଗୋପାଳ ନିଜ ଜିବନ ପ୍ରତି ବିପଦ ରହିଥିବା ନିଜେ କହୁଛି ।

ଗୋପାଳ କହୁଛି ଏଠି ରହିଲେ ସ୍ୱର୍ଗ ଦ୍ୱାର ବଞ୍ଚିବାକୁ ହେଲେ ମତେ ନିଅ ଚୈଦ୍ୱାର । ହଁ ବନ୍ଧୁଗଣ ଗୋପାଳ ମରିଗଲେ ସବୁ ସରିଯିବ । ସତ କେବେବି ପଦାକୁ ଆସି ପାରିବ ନାହିଁ । ତେଣୁ ଗୋପାଳ ବଞ୍ଚିବା ଦରକାର ସତ ସାମ୍ନାକୁ ଆସିବା ଦରକାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୋପାଳ ଦାସ ହ-ତ୍ୟା କଲା ତାହା ପଛର ସତ ସାମ୍ନାକୁ ଆସିବା ଦରକାର କାରଣ ଏହି ପ୍ରଶ୍ନ ସାଧାରଣ ଲୋକଙ୍କ ପ୍ରଶ୍ନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ