ହସି ହସି କହିଲା ଗୋପାଳ, ସବୁ ମାନିଗଲା ପୋଲିସ ଆଗରେ ।

gopal 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପେପର ଦେଖି ହସିଲା ଗୋପାଳ କହିଲା ଏହି କଳି ଗୋଳ ଏବଂ ଏହି ଧାରଣା ରୁ କଣ ମିଳିବ ମୋ ନିୟତୀ ଆଗରୁ ଲେଖା ସରିଛି । ମୋ ସହିତ କଣ ହେବ ଲେଖା ସରିଛି । ମୋର ଅନ୍ତିମ ପରିଣତି କଣ ହେବ ଲେଖା ସରିଛି । ସବୁ କିଛି ନିୟତୀ ରେ ଲେଖା ସରିଛି ଜାହା ଜାହା ମୋ ସହିତ ହେବ । କେବଳ ଅପେକ୍ଷା ସମୟ କୁ ଆଜି ସକାଳ ର ଖବର ପଢୁ ପଢୁ କିଛି ଏହି ପରି ଗୋପାଳ କହିଥିଲା । ଆଉ ଏହି କଥା ୱାର୍ଡର ବି ସୁଣି ରହିଥିଲା ।

ଗୋପାଳ ର କହିବା କଥା କି ଯେତେ ବି ପରିକ୍ଷା କରାଯାଉ ନାଁ କାହିଁକି ଯେତେବି ତାର ମାନଶୀକ ସ୍ଥିତି ଯାଞ୍ଚ ହେଉ ନାଁ କାହିଁକି ଯାହା ସେ କରିଛି ସେ ସବୁ ବେଳେ ସତ୍ସାହ ସହିତ ଶୀକ୍ୱାର କରିବ । ସେ ହିଁ ନବଦାସ ଙ୍କୁ ହ-ତ୍ୟା କରିଛି । ଆଉ ବାକି କ୍ରାଇମ୍ ବ୍ରାଞ୍ଚ କଣ ପ୍ରମାଣ କରିବ ତାହା କେବଳ କ୍ରାଇମ୍ ବ୍ରାଞ୍ଚ ହିଁ ଜାଣିଛି । ଗୋପାଳ ଆଜି ସକାଳ ର ଖବର କାଗଜ ରେ ଗୋଟି ଗୋଟି କରି ସବୁ ଖବର ପଢିଥିଲା ।

gopal

ଆଉ ଏହାସହିତ ପଢିଥିଲା କି ବିଧାନ ସଭାର ଗୃହ ରେ ଆଜି ନବ ଦାସ ଙ୍କ ହ-ତ୍ୟା ମାମଲା କୁ ନେଇ ଗୃହ କେବଳ ଉଠୁଥିଲା ଆଉ ପଡୁଥିଲା । ଏହା ସହିତ କେଉଁ ନେତା କଣ କହିଲେ । ଏହା ସହିତ କେଉଁ ନେତା କଣ କହିଲେ ସେ ସବୁ କିଛି ଗୋଟି ଗୋଟି କରି ଜାଣି ପାରିଥିଲା । ଆଉ ଗୋପାଳ ଏହା କହିଲା ମୋ କଥା ନୁହେଁ ବରଂ ଓଡିଶା ବାସୀ ଙ୍କ କଥା ଆପଣ ମାନେ ସବୁ ବେଳେ ଚିନ୍ତା କରନ୍ତୁ । କିଭଳି ଓଡିଶା ବାସୀ ଙ୍କ କଥା ଗୃହରେ ଉଠିବ ସେହି କଥା ଆପଣ ମାନେ ଚିନ୍ତା କରନ୍ତୁ ।

ମୋର ତ ଆଉ ବେଶୀ କିଛି ସମୟ ନାହିଁ । କେବଳ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ର ରିପୋର୍ଟ ଆସିବାରେ ବାକି ରହିଛି । ଗୋପାଳ ଦାସ ନିଜେ ନିଜର ମାନଶୀକ ରୋଗ କୁ ନେଇ ଛୁଟି ପାଇଁ ଆବେଦନ କରିଛି । ଗୋପାଳ ର ସହପାଠୀ ଏବଂ ପରିବାର ବର୍ଗ ଙ୍କ ଠୁ ନେଇ ସମସ୍ତ ଙ୍କୁ କ୍ରାଇମ୍ ବ୍ରାଞ୍ଚ ଜେରା ବି କରି ସାରିଛି ।

ଆଉ ମୁଁ ସବୁ ଥିଲେ ହଁ ମାରିଛି ଆଉ ଏବେ ମୁଁ ନିଜର ନିୟତୀ କୁ ଅପେକ୍ଷା କରି ରହିଛି । ତେବେ ବାସ୍ତବରେ କଣ ଲେଖା ରହିଛି ଗୋପାଳ ର ନୀୟତୀ ରେ ତାହାତ ଆଗକୁ ଦେଖିବାକୁ ମିଳିବ । ଏବଂ କ୍ରାଇମ୍ ବ୍ରାଞ୍ଚ ର ରିପୋର୍ଟ ରେ କଣ ବାହାରୁଛି ତାହାବି ଦେଖିବାକୁ ବାକି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ