ସ୍ତ୍ରୀକୁ କହିଲା ଗୋପାଳ ମୁଁ ମାରିଛି ଆକୁ ତୁ ମାରିବୁ ତାକୁ ଓ କାହିଁକି ଏମିତି କହିଲା ଗୋପାଳ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଗୋପାଳ କିଛି ନଖରାମୀ କଲେ ଦେଖିବ ମୋ ବଳ । ସୁଣ ତତେ କହିଛି ମୁଁ ମାରିଛି ୟାକୁ ତୁ ମାରିବୁ ତାକୁ । ହଁ ବନ୍ଧୁଗଣ ଏହାରି ଭିତରେ ଦୁଇ ଥର ଫୋନ ରେ କଥା ହୋଇଛି ଅଭିଯୁକ୍ତ ଗୋପାଳ । ପରିବାର ଲୋକ ମାନଙ୍କ ସହିତ କଥା ହେଉଛି ଖୁସୀରେ ଜିବନ କାଟୁଛି । ହଁ ବନ୍ଧୁଗଣ ଭାଇ ସହିତ ଖୁସୀରେ ରହୁଛି ପରିବାର ସହିତ ହସ ମଜାରେ କଥା ହେଉଛି ।

ସେହି ଗୋପାଳ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ ସର୍ବସମ୍ମୁଖ ରେ ଗୁଳି କରି ହ-ତ୍ୟା କରିଥିବା ଅଭିଯୁକ୍ତ ବହୁସ୍କୃତ ASI ଗୋପାଳ ଦାସ । ବଡ ଭାଇ ସହିତ ମୁଲାକାତ ବେଳେ ଖୁସୀ ମନରେ କଥା ହୋଇଛି । ହେଲେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ବିଶେଷ ସୂତ୍ର ରୁ ଖବର ମିଳିଛି । କି ପତ୍ନୀ ସହିତ ମଧ୍ୟ ଏହାରି ମଧ୍ୟରେ ଗୋପାଳ କଥା ହୋଇଛି । ଆଉ ପରିବାର ର ଯତ୍ନ ଠିକ୍ ଭାବେ ନେବା ପାଇଁ ପତ୍ନୀ ଙ୍କୁ ଗୋପାଳ କହୁଛି ।

ASI Gopal

ପାଠ ପଢାରେ କୈଣସି ଅସୁବିଧା ହେଉଛି କି ନାହିଁ । ଝିଅକୁ ପଚାରି ବୁଝୁଛି । ହଁ ବନ୍ଧୁଗଣ ଏହାରି ମଧ୍ୟରେ ଦୁଇ ଥର ଫୋନ ରେ କଥା ହୋଇସାରିଛି ASI ଗୋପାଳ ଦାସ । ଆଉ ଠିକ୍ ଏତିକି ବେଳେ ପରିବାର ଲୋକଙ୍କୁ ପଚାରିଛି , ତା ସ୍ତ୍ରୀ କୁ ପଚାରିଛି । କେହି କିଛି ହଇରାଣ କରୁଛନ୍ତି କି । ଯଦି କେହି କିଛି ହଇରାଣ କରୁଛନ୍ତି ମୁଁ ଗୋପାଳ ଦେଖିବ ମୋ ବଳ । ମୁଁ ମାରିଛି ୟାକୁ ତୁ ମାରିବୁ ତାକୁ । ଏମିତି କିଛି କୁଆଡେ ଗୋପାଳ ଫୋନ ରେ ତା ସ୍ତ୍ରୀ କୁ କହିଛି । ଯାହା ବିଶେଷ ସୂତ୍ର ରୁ ଖବର ମିଳିଛି ।

ତେବେ ବନ୍ଧୁଗଣ ଗୋପାଳ ଗତ ଫେବୃଆରୀ ମାସ ଝାଡସୁୁଗୁଡା ସବ ଜେଲ ରୁ କଟକ ଚୈଦ୍ୱାର ଜେଲ କୁ 14 ତାରିଖ ରେ ଆସିଥିଲା । ସେବେ ଠାରୁ ସେ ସେଲ ନଂ 3 ରେ ରହୁଛି । ଗିରୋଫ ପରେ ତାର ବଡ ଭାଇ ଆଉ ପୁଅ ସେହି ମାସ 22 ତାରିଖ ଦିନ ଚୈଦ୍ୱାର ଜେଲ କୁ ଭେଟିବାକୁ ଜାଇଥିଲେ । ଆଉ ଏହା ପରେ ବଡ ଭାଇ ସତ୍ୟନାରାୟଣ ଆଉ ଦୁଇ ଥର ଭେଟିବାକୁ ଆସି ସାରିଛନ୍ତି ।

ଭାଇକୁ ଭେଟିବା ପରେ ଗୋପାଳ ଖୁସୀ ଜଣା ପଡୁଥିଲା । ଆଉ ଏହାରି ମଧ୍ୟରେ ନିଜ ସ୍ତ୍ରୀ ସହିତ କୁଆଡେ କଥା ହୋଇଥିଲା । ଆଉ କହିଥିଲା । କେହି କିଛି ହଇରାଣ କରୁଛନ୍ତି କି । ଯଦି କେହି କିଛି ହଇରାଣ କରୁଛନ୍ତି ମୁଁ ଗୋପାଳ ଦେଖିବ ମୋ ବଳ । ମୁଁ ମାରିଛି ୟାକୁ ତୁ ମାରିବୁ ତାକୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ