କଲେଜରେ ଗୋପାଳ ଏହି ଯୁବତୀଙ୍କୁ ପ୍ରପୋଜ କରିଥିଲା |

gopal

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନାକୁ ଆସିଲା ଗୋପାଳ ଦାସ ଙ୍କ ଲଭ ଷ୍ଟୋରୀ । ଟିନ୍ ଏଜ୍ ରୁ ପ୍ରେମ କରିଥିଲେ ଗୋପାଳ । ପ୍ରେମ ରୁ ଆରମ୍ଭ ହୋଇଥିଲା ପାଗଳାମୀ । କଲେଜ ରେ ମନ ଦେଇଥିଲେ ଗୋପାଳ । ଏକ ତରଫା ପ୍ରେମ କରୁଥିଲେ ଗୋପାଳ ପ୍ରେମ ରେ ଧୋକା ଖାଇଥିଲେ ଗୋପାଳ । ସାମ୍ନାକୁ ଆସିଲା ଗୋପାଳ ଦାସ ର ଲଭ ଷ୍ଟୋରୀ । ନବ ଦାସ ହ-ତ୍ୟା କାଣ୍ଡର ମୂଖ୍ୟ ଅଭିଯୁକ୍ତ ଗୋପାଳ ଦାସ ର ଲଭ ଷ୍ଟୋରୀ କୁ ନେଇ ଏବେ ସବୁଠି ଚର୍ଚ୍ଚା ।

ତେବେ ଟିନ୍ ଏଜ୍ ଲଭ ହିଁ ଗୋପାଳ ଜିବନ ରେ ଟେନସନ ଆଣିଥିବା ଜଣା ପଡିଛି । ତେବେ ଯେଉଁ ମାନଶୀକ ବ୍ୟତି କ୍ରମ କଥା କୁହାଜାଉଛି ତାହା କଲେଜ ବେଳରୁ ଆରମ୍ଭ ହୋଇଥିବା ର ଜଣା ପଡିଛି । ଗୋପାଳ କଲେଜ ରେ ପାଠ ପଢୁଥିବା ବେଳେ ଭଲ ପାଇ ବସିଥିଲେ ସେତେ ବେଳେ ସେ +2 ରେ ପାଠ ପଢୁଥିଲେ । ଜଣେ ଯୁବତୀ ଙ୍କୁ ଏକ ତରଫା ପ୍ରେମ କରୁଥିଲେ । କିନ୍ତୁ ଯୁବତୀ ଜଣଙ୍କ ଗୋପାଳ ର ପ୍ରେମ କୁ ପ୍ରତ୍ୟାକ୍ଷାନ କରିଥିଲେ ।

ASI Gopal

ଜାହା ଫଳ ରେ ଗୋପାଳ ମାନଶୀକ ଭାର ଶ୍ୟାମ ହରେଇବା ସହିତ ପ୍ରାୟ 3 ମାସ କାଳ ପାଗଳ ପ୍ରାୟ ହୋଇଜାଇଥିଲେ । ସେତେ ବେଳେ ପରିବାର ଲୋକ ତାଙ୍କର ଚିକିତ୍ସା କରେଇ ଥିଲେ । ମାନଶୀକ ରୋଗ ବିଶେଷଜ୍ଞ ଙ୍କ ଠାରୁ ଔଷଧ ସେବନ କରିବା ସହିତ ଦୁଇ ଦୁଇ ଥର ଇଲେକ୍ଟ୍ରିକ୍ ସକ୍ ନେଇ ଥିବା କଥା ନିଜେ ଗୋପାଳ ଶିକ୍ୱାର କରିଛନ୍ତି ।

ଚୈଦ୍ୱାର ଜେଲ ସେଲ ନଂ 3 ନବ ଦାସ ହ-ତ୍ୟା ମାମଲା ଅଭିଯୁକ୍ତ ଗୋପାଳ ର ନୂଆ ଠିକଣା । ଜେଲ ରେ ରହିବା ପରେ ବି ବଦଳିନି ଗୋପାଳ ଙ୍କ ସ୍ୱଭାବ । ମନରେ ନାହିଁ ସାମାନ୍ୟ ତମ ଅନୁସୂଚନା ର ଛାପ କିଛି ଗୋଟେ ବଡ କାମ କରି ବଜୟ ଲାଭ କରିବା ଭଳି ଅନୁଭବ କରୁଛନ୍ତି ଗୋପାଳ । ଗୋପାଳ ର ଏହି ପରି ଆଚରଣ କୁ ନେଇ ଚର୍ଚ୍ଚା ଚାଲିଛି । ସେହି ପରି ଜେଲ ରେ ଏବେ ଗୋପାଳ ନିତ୍ୟକର୍ମ ସହିତ ଜେଲ ରେ ବିଭିନ୍ନ ପ୍ରକାରର ବହି ବି ପଢୁଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ