ନିଜେ ନିଜ ମୁହଁରେ ମାନିଲେ ଗୋପାଳ ,ନବ ଦାସଙ୍କୁ କରିଛନ୍ତି ମ-ର୍ଡ-ର ..ଆଉ କାରଣ ହେଲା ..

naba das

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ନିଜେ ନିଜ ମୁହଁ ରେ ମାନିଛନ୍ତି ଗୋପାଳ କେମିତି ଛାତିରେ ମାରିଥିଲେ ଗୁଳି । ଲୁମ ହର୍ଷ କାରୀ ଘଟଣା କେମିତି ଘଟେଇ ଥିଲେ ନିଜ ମୁହଁରେ ମାନିଛନ୍ତି ଗୋପାଳ । ତେବେ ସେପଟେ ସରକାରୀ ଚାକିରୀ ରୁ ବି ବରଖାସ୍ତ କରାଜାଇଛି ଗୋପାଳ ଙ୍କୁ ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ ଏ ଡିଜେ ASI କହିଛନ୍ତି ଯେ ଅଭିଯୁକ୍ତ ଗୋପାଳ । ଆଉ କାଲିଠାରୁ ଅଟକ ରଖାଜାଇ ଥିବା ଗୋପାଳ ଙ୍କୁ ଆଜି ଅଭିଯୁକ୍ତ ଭାବେ ଗିରୋଫ କରାଜାଇଛି ।

ଗୋପାଳ ଦାସ କହିଛନ୍ତି କି ସେ ବହୁତ ଦିନ ହେବ ମାନସିକ ଚିନ୍ତା ରେ ଥିଲେ, ଆଉ ଯେଉଁଥିପାଇଁ ସେ ଏହିଭଳି କିଛି କାମ କରିଛନ୍ତି । ତାହା ଛଡା ତାଙ୍କୁ ଛୁଟି ମିଳି ନ ଥିଲା ଆଉ ସେ ମାନସିକ ପ୍ରେସର ରେ ରହୁଥିଲେ କିଛି ଦିନ ଧରି ଯେଉଁଥିପାଇଁ ସେ ଏହି ଭଳି କିଛି ଘଟଣା ଘଟଇଛନ୍ତି ବୋଲି କହିଛନ୍ତି । କିନ୍ତୁ ଏହି ଘଟଣା ରେ ପୂର୍ବରୁ କୌଣସି ପ୍ଲାନ ତାଙ୍କର ନ ଥିଲା ବୋଲି ମଧ୍ୟ ପ୍ରକାଶ କରି କହିଛନ୍ତି ।

gopal 1

କିନ୍ତୁ ଘଟଣା ଟିକୁ ସହଜରେ ଗ୍ରହଣ କରାଯାଇ ପାରୁନି ଆଉ ଯେଉଁଥି ପାଇଁ 161 ଧାରା ଅନୁସାରେ ମାଜିଷ୍ଟ୍ରେଟ ଙ୍କ ଦ୍ୱାରା ପୁଣି ତାଙ୍କର ବୟାନ କୁ ରେକର୍ଡ କରାଯିବ । ଆଉ ଯାହା କୁହାଯାଉଛି କି ତାଙ୍କର ବର୍ତ୍ତମାନ 54 ବର୍ଷ ହୋଇଛି, ତାହା ବ୍ୟତୀତ 28 ବର୍ଷ 5 ମାସ ର ଚାକିରୀ ମଧ୍ୟ ତାଙ୍କର ରହିଛି ।

ଆଉ ସେ ତାଙ୍କର କାମ ଜଣେ କନେଷ୍ଟବଳ ରୁ ASI ମଧ୍ୟ ହୋଇଛନ୍ତି କିନ୍ତୁ କଣ ପାଇଁ ସେ ଏହିଭଳି ଏକ କାର୍ଯ୍ୟ କରିଲେ ଆଉ ଏତେ ବଡ଼ ମନ୍ତ୍ରୀ ଙ୍କ ଉପରକୁ ଗୁଳି ଚଳାଇଲେ ତାହାର ତଦନ୍ତ ଚାଲିଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନଙ୍କ ମତାମତ ଏହାକୁ ନେଇ କଣ ରହିଛି ନିଶ୍ଚିତ କମେଣ୍ଟ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *