ହସିଲା ଗୋପାଳ, ଆଉ ନାହିଁ କି ମୃ-ତ୍ୟୁ ଭୟ ?

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହସୁଛି ଗୋପାଳ ଆଉ ହସ ଭିତରେ ଲୁଚି ରହିଛି ଅନେକ କଟାକ୍ଷ୍ୟ । କୁହାଯାଏ କି ଯେଉଁ ବ୍ୟକ୍ତି ମୃ-ତ୍ୟୁର ନିକଟ ଯେଉଁ ବ୍ୟକ୍ତି ଗୋଟେ ବିପଦରେ ଘେରା ତା ହସ କୁଆଡେ ଉଭେଇ ଯାଏ । ହେଲେ ଏଠାରେ ପୂରା ଓଲଟା ହସୁଛି ଗୋପାଳ । ଆଉ ତାହାବି ଖବର କାଗଜ ରୁ ନିଜର ଫୋଟ ଏବଂ ଲେଖା ପଢି । ତେବେ ଗୋପାଳ ବିଷୟ ରେ କିଏ କାହିଁ କେତେ କଥା କହୁଛି ।

ହେଲେ ଏହି ସବୁ ଜିନିଷ ଯେତେ ବେଳେ ଆଜି ଗୋପାଳ ସାମ୍ନାକୁ ଆସିଛି । ସେତେ ବେଳେ ନିଜ ସାଥିରେ ଥିବା ନିଜ ଟିମ୍ ଏବଂ କ୍ରାଇମ ବ୍ରାଞ୍ଚ ର ଟିମ୍ କୁ ଦେଖି ସେ ହସିଛି । ଏଇ ହସର ଅର୍ଥ କଣ ହୋଇ ପାରେ । ଏହି ହସର ଅର୍ଥ ନିର୍ଭିକତା ନାଁ ଏଇ ହସର ଅର୍ଥ ଗୋଟେ ପାଗଳାମି କଣ ପ୍ରମାଣିତ କରିବାକୁ ଚାହୁଁଛି ଗୋପାଳ ଏହି ହସ ମାଧ୍ୟମରେ ଆଉ ତା ବି ଯେତେ ବେଳେ ସେ ନିଜକୁ ନେଇ ଖବର ପଢୁଛି ।

Gopal Das

ନବ ଦାସ ଙ୍କ ହ-ତ୍ୟା ମାମଲା ରେ ଅଭିଯୁକ୍ତ ଗୋପାଳ ର ଏହି ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଆଉ ଜାହାକୁ ନେଇ କିଏ କେତେ କଣ ଆକଳନ କରୁଛି । ମନ୍ତ୍ରୀ ନବଦାସ ଙ୍କ ହ-ତ୍ୟା କାରୀ ବା ମୂଖ୍ୟ ଅଭିଯୁକ୍ତ ଙ୍କ ନାର୍କୋ ଟେଷ୍ଟ ପାଇଁ ତାକୁ ଝାଡସୁଗୁଡା ରୁ ଭୁବନେଶ୍ୱର ନିଆ ଯାଉ ଥିବା ବେଳେ ତାକୁ କିଛି ସମୟ ପାଇଁ ସେହି ବିମାନ ବନ୍ଦର ରେ ଗୋଟେ ଜାଗାରେ ରଖା ଜାଇଥିଲା ।

ଆଉ ସେ ଯେତେ ବେଳେ ସେଠାରେ ଏକା ଏକା ବସିଥିଲେ ସେତେ ବେଳେ କଣ ପାଇଁ କେଜାଣି ସେଠାରେ ଥିବା ଖବର କାଗଜ ଉପର କୁ ନଜର ଚାଲି ଜାଇ ଥିଲା । ଆଉ ସେହି ଖବର କାଗଜ କୁ ଦେଖି ସେ ଏମିତି କିଛି ହସି ଥିଲା ତେବେ ଏହି ହସର ଅର୍ଥ କଣ ହୋଇ ପାରେ । ତେବେ ଆପଣ ମାନେ ଜଣାନ୍ତୁ କମେଣ୍ଟ ସେକ୍ସନ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ