ଜେଲରେ ଶାନ୍ତି ପାଇଁ ଭାଗବତ ପଢୁଛି ଗୋପାଳ, ନିଜ ଖବର ପଢି ମୁରୁକି ହସ ହସୁଛି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନରେ ଶାନ୍ତି ଚାହୁଁଛି ଗୋପାଳ ବହି ପଢାରେ କାଟୁଛି ସମୟ ପଢୁଛି ଭାଗବତ ମାଗୁଛି ବିବେକା ନନ୍ଦ ଙ୍କ ବହି । ସିରିଏଲ ଦେଖିବାକୁ କରୁଛି ନିବେଦନ ନିଜ ଖବର କୁ ନିଜେ ପଢୁଛି ଗୋପାଳ । ତିନୋଟି ପ୍ରମୁଖ ଖବର କାଗଡ ପଢି କରୁଛି ତର୍ଜମା । କେବଳ ସେତିକି ନୁହେଁ ଖବର ପଢି ମୁରୁକି ମୁରିକି ହସୁଛି । ଆଉ ମନର ଶାନ୍ତି ପାଇଁ ଭାଗବତ ର ନେଇଛି ଆଶ୍ରା ।

ଆଗାମୀ ଦିନ ଗୁଡିକୁ କେମିତି ଭଲରେ କାଟିବ ସେହିଥି ପାଇଁ ସ୍ୱାମୀ ବିବେକାନନ୍ଦ ଙ୍କ ବହି ଆଣି ଦେବାକୁ କରୁଛି ନିବେଦନ ଚୈଦ୍ୱାରରେ ଏମିତି କାଟୁଛି ନବଦାସ ଙ୍କ ହ-ତ୍ୟା-କାରୀ ଗୋପାଳ ଦାସ । ଏମିତି କି ଟିଭି ଚାଲୁ ନଥିବାରୁ ଜେଲ ଅଧିକାରୀ ଙ୍କୁ ସିରିଏଲ ଦେଖିବି ବୋଲି ଅନୁରୋଧ କରିଛି । ନିଜ ପାପ ର କରିବ ପଶ୍ଚ୍ୟାତାପ ଚୈଦ୍ୱାର ସର୍କଲ ଜେଲ ରେ ଥିବା ଗୋପାଳ ର ହାବ ଭାବ ରେ ପରିବର୍ତନ । ହଜି ଜାଇଥିବା ମଣିଷ ପଣିଆ କୁ ଖୋଜୁଛି ଗୋପାଳ । ଜେଲ ରେ ରହି ପଶ୍ଚ୍ୟାତାପ କରୁଛି ଗୋପାଳ ।

ASI Gopal

ସକାଳୁ ଉଠି ନିତ୍ୟକ୍ରମ ସାରି ଚା ପିଇବା ସହିତ ଜଳ ଖିଆରେ ଖାଇଥିଲା ସୁଜି ସିପ୍ଟ ଅନୁସାରେ ତିନି ଜଣ ୱାର୍ଡର ନଜର ରଖିଥିଲେ ଗୋପାଳ ଉପରେ । ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟ ର କଥା ହେଲା କି ଜେଲ ରେ ବହୁତ ଶାନ୍ତ ବ୍ୟକ୍ତି ପରି କରୁଛି ବ୍ୟବହାର ବହି ପଢିବା ସହିତ ମନ ଭୁଲେଇବାକୁ ଚାହୁଁଛି ଗୋପଳ । ଏହିଥି ପାଇଁ ଖୋଜୁଛି ମନୋରଂଞୀନ ଟିଭି ସିରିଏଲ ଦେଖି ମନ ହାଲ୍କା ହେବ ।

ଏହିଥି ପାଇଁ ଏମବିଡି ସଜାଡିବାକୁ ଜେଲ କତୃପକ୍ଷ କୁ କରିଛି ନିବେଦନ । କାରଣ ଗୋପାଳ ରହୁଥିବା ସେଲ ରେ କାମ କରୁନି ଟିଭି । ସେପଟେ ଗୋପାଳ ର ଦାବୀ କୁ ସୁଣିଛନ୍ତି କତୃପକ୍ଷ । ଟିଭି ମରାମତି କରିବାକୁ ନେଇଛନ୍ତି ନିସ୍ପତି । ଦିନେ ଚୋର କୁ ବାନ୍ଧି ଲୋକପ୍ ରେ ଛାଡୁଥିଲେ ହେଲେ ଏବେ ନିଜେ ହୋଇଜାଇଛନ୍ତି କୟେଦୀ । କେବଳ ସେତିକି ନୁହେଁ ଅନ୍ତବାସୀ ଙ୍କ ସହିତ ଭଲରେ କରୁଛି ମିଳାମିଶା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ