ଗୋପାଳ ବାଟ ଯାକ ହସି ହସି ଯାଉଛି ,ଆଉ ଲୋକଙ୍କୁ ପଚାରୁଛି ନବ ଦାସ ମରିଯାଇଛି :ସୁର ରାଉତରାୟ

sura

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ କିଶୋର ଦାସ ଙ୍କ ମୃ-ତ୍ୟୁ ପରେ ଗତ କାଲି ତାଙ୍କର ଶୋକସଭା ର ଆୟୋଜନ କରାଜାଇ ଥିଲା । ଏହିଥିରେ ବହୁତ ନେତା ମନ୍ତ୍ରୀ ମାନେ ଯୋଗ ଦେଇଥିଲେ । ସେଠାରେ ସୁର ରାଉତରାୟ ମଧ୍ୟ ଯୋଗ ଦେଇଥିଲେ । ଆଉ ଏହାକୁ ନେଇ ସୁର ଭାଇ କହିଛନ୍ତି ଯେ ଶୋକ ସଭାରେ ଯୋଗ ଦେବା ଲାଗି କାର୍ଡ ଦେବା ସହିତ ତାଙ୍କ ପୁଅ ମଧ୍ୟ ଫୋନ କରିଛନ୍ତି ।

ମୁଁ ନିଜେ ଜାଇ ପାରୁନି ମୋ ସ୍ତ୍ରୀ ର ଗୋଟେ ଅପେରେସନ ରହିଛି । ମୁଁ ବ୍ୟସ୍ତ ରହିଛି । କିନ୍ତୁ ସମସ୍ତେ ଯିବା ଉଚିତ ଆଜି ସେଠାରେ 30/40 ହଜାର ଲୋକ ମାନଙ୍କର ସେଠାରେ ଆୟୋଜନ ରହିଛି । ଆଜି ମୂଖ୍ୟ ମନ୍ତ୍ରୀ ଜାଇକି ମିଟିଂ ସାରି ଚାଲି ଆସିବା ପରେ । ସେମିତି ଭିତିରି କେଣ୍ଡିଡେଟ ବୋଲି ଯେଉଁ ଘୋଷଣା କରି ଦେଇଛନ୍ତି । ଦେଖିବେ ଯେମିତି ପରୀ କେସ୍ ହେଲାନି ଫସକି ଉଡିଗଲା ଏ କେସ୍ ମଧ୍ୟ ଉଡିଯିବ ।

sora

ତାକୁ କାଲି ଗୁଜୁରାଟ ନେଇଛନ୍ତି । ସେ ବାଟ ସାରା ହସି ହସି ଲୋକଙ୍କୁ ପଚାରୁଛି ମରିଜାଇଛି । ବହୁତ ଥଟ୍ଟା ରେ ପଚାରୁଛି । ଅତି ଲଜ୍ଜିତ କଥା ଅଟେ । ଆମେ କହିଲୁ ଯୁଡିସିଆଲ ଯିଏ ସିଟିଂ ଜର୍ଜ ତାଙ୍କୁ ଦିଅ ଦାୟୁତ୍ୱ । ହେଲେ ନାଇଁ ସେମାନେ ନେଇ ପୁଣି ସୁପର ଭିଜନ କରିବେ ଲଜ୍ୟା ଲଜ୍ୟା । ଏତେ ପ୍ରହସନ କରିବା ଉଚିତ ନୁହେଁ ।

ବିଜେପି କହୁଛି ବିଜେଡି ମର୍ଡର କରିଛି । କିଛି ଜଣା ପଡୁନାହିଁ ସେ କାହିଁକି ମାରିଲା କୈଣସି ଇନକ୍ୱାରି ଏବେ ଯାଏ ହେଲାନି । କିଛି ସତ୍ୟ ଜଣା ପଡୁନି । ଦେଖିବେ କାଲି ମୂଖ୍ୟ ମନ୍ତ୍ରୀ ଆସି ସାରିବା ପରେ କାଲିଠୁ ଦେଖିବେ ଏହି କେସ୍ ଶେଷ ହୋଇଯିବ । ଆଜକୁ 10 ଦିନ ହେଲାଣି ହେଲେ କିଛି ଇନକ୍ୱାରୀ ନାହିଁ। ଏଇଠି ଘୋର ଅନ୍ୟାୟ କରାଜାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *