ମୁହଁ ଫେରେଇନେଲେ ପରିବାର ଲୋକେ, ଜେଲରେ ଗୁମୁରି କାନ୍ଦୁଛି ଗୋପାଳ |

Gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚୈଦ୍ୱାର ଜେଲ ରେ ରହଣୀ କୁ ପୁରିଲାଣି 8 ଦିନ ଏବଂ ଜେଲ ରେ ତାଙ୍କୁ ଭେଟିବା ପାଇଁ କୈଣସି ପ୍ରକାରର ଲଗାଜାଇ ନାହିଁ ଅଂଙ୍କୁଶ ଜେଲ ରେ ପର୍ମିଶନ ନେଇ ପରିବାର ଲୋକ ବି ଗୋପାଳ କୁ ଦେଖା କରି ପାରିବେ । ହେଲେ ଏହି 8 ଦିନ ମଧ୍ୟରେ ଥରଟିଏ ବି ପହଁଚିଲେ ନାହିଁ ତାଙ୍କ ପରିବାର ଲୋକ । କିପରି ରହିଛନ୍ତି ଗୋପାଳ ଦାସ କଣ ଖାଉଛନ୍ତି । କିପରି ଭାବେ ରହୁଛନ୍ତି ।

ସେହି ବିଷୟ ରେ ବେଳେ ବେଳେ ପଚରା ଉଚୁରା କରୁ ନଥିବା ବେଳେ କୈଣସି ଖୋଜ ଖବର ବି ରଖୁନାହାଁନ୍ତି ପରିବାର ଲୋକେ ପ୍ରତି ଦିନ ତାଙ୍କ ପତ୍ନୀ ଙ୍କୁ ଅପେକ୍ଷା କରି କରି ଦିନ ପରେ ଦିନ ଗଡୁଛି । ହେଲେ ଥରଟିଏ ବି ଦେଖା ଦେଉ ନାହାଁନ୍ତି ଗୋପାଳ ଦାସ ଙ୍କ ପତ୍ନୀ ମୀନତି । ଗୋପାଳ ର ଗତି ବିଧି ଉପରେ ସିସିଟିଭି ରେ ନଜର ରଖା ଯିବା ସହିତ 26 ଘଣ୍ଟିଆ ପହରା ଦେଉଛନ୍ତି ପୋଲିସ କର୍ମଚାରୀ ମାନେ ।

gopal

ଜେଲ ର ଏକାଧିକ କର୍ମି ମାନେ ତାର ସ୍ୱାସ୍ଥ ଅବସ୍ଥା ପଚାରି ବୁଝୁଛନ୍ତି । ହେଲେ ଥରଟିଏ ମୀନତି ଦେଖା କରିବାକୁ ଆସିଲେ ନାହିଁ । ବୋଧ ହୁଏ ମୀନତୀ ମଧ୍ୟ ନବ ଦାସ ଙ୍କ ହ-ତ୍ୟା କୁ ନେଇ ତାଙ୍କୁ ସବୁ ଦିନ ପାଇଁ ଦୋଷୀ କରି ଦେଇଛନ୍ତି । ଆଉ ଜେଲ ର 4 କାନ୍ଥ ମଧ୍ୟରେ ଅନୁତାପ କରୁଛନ୍ତି ଗୋପାଳ ଦାସ ଗୋପାଳ ଦାସ ର ଜିବନ ଜାପନ ଅତି ସ୍ୱଭାବିକ ରହିଛି ।

ଏମିତି ରେ ସେ ଏକ ଘଣ୍ଟା ରୁ ଅଧିକ ସମୟ ଧରି ନିଜ ସେଲ ସାମ୍ନା ରେ ବୟାମ୍ କରିଛନ୍ତି । ସବୁ ଖବର କାଗଜ ରୁ ଟିକିନିକି ଖବର ପଢୁଛନ୍ତି । ଜେଲ ଲାଇବ୍ରେରି ନୂଆ ନୂଆ ବହି ଆଣି ଦିନ କୁ ପ୍ରାୟ 8 ରୁ 10 ଘଣ୍ଟା ପଢା ପଢି କରୁଛନ୍ତି । ହେଲେ ସବୁ ପରେ ବି ମନ ଉଣା କରୁଛନ୍ତି ଗୋପାଳ ଦାସ ଜେଲ ରେ 8 ଦିନ ରହି ସାରି ଥିବା ବେଳେ କେଉଁଥିରେ ବି ନିଜର ଅବସ୍ଥା ବୁଝିବାକୁ ଆସି ନାହାଁନ୍ତି ପରିବାର ଲୋକେ ସେହିଥି ପାଇଁ ସେ ମନ ଉଣା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ