
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋପାଳ ହେଉଛି ପିଅଜ ଭଳି ମୁଁ ପିଆଜ ଭଳି । ଗୋପାଳ ହଠାତ୍ ଏମିତି କହିଲା ଆଉ ଜାହାକୁ ନେଇ ଚମକି ପଡିଲେ ଜେଲ ୱାର୍ଡର । ଏବଂ ଅନ୍ୟ କୟେଦୀ ମାନେ ଏବଂ ସମସ୍ତେ କୁହା କୁହି ହେଉଛନ୍ତି । ଗୋପାଳ ନିଜକୁ ପିଆଜ ଭଳି କାହିଁକି କହୁଛି । ତେବେ ଜାହା ଉତ୍ତର ରେ ଗୋପାଳ ଭାଗବତ ଗୀତା ରେ କିଛି ଏହି ପରି କଥା କହିଲେ ଜାହା ମଧ୍ୟ ଆପଣ ମାନଙ୍କ ଜିବନ ରେ ବି କାମରେ ଆସି ଜାଇ ପାରେ ।
ଗୋପାଳ ର କହିବା ଅନୁସାରେ ପିଆଜ ରେ ଯେମିତି ପରସ୍ତ ପରେ ପରସ୍ତ ର ଆବରଣ ରହିଥାଏ । ସେମିତି ମନୁଶ୍ୟର ମଧ୍ୟ ପରସ୍ତ ପରସ୍ତ ରହି ଆବରଣ ରହିଥାଏ । ଯେଉଁ ଭଳି ଭାବେ ମନୁଶ୍ୟ ର ବିଚାର , ମନୁଶ୍ୟ ଭାବ , ଏବଂ ମୁନୁଶ୍ୟ ର ବ୍ୟକ୍ତିତ୍ୱ ଯେଉଁ ଭଳି ଭାବେ ମନୁଶ୍ୟ କୁ ପରସ୍ତ ପରସ୍ତ କରି ଘୋଡେଇ ରଖିଥାଏ । ଠିକ୍ ସେହି ପରି ମନୁଶ୍ୟ ବି ଏମିତି ପରସ୍ତ ପରସ୍ତ ହୋଇ ବଞ୍ଚିଥାନ୍ତି ।
ଉପରୁ ଦେଖା ଜାଉଥିବା ପରସ୍ତ ତା ତଳ ପରସ୍ତ ଅପେକ୍ଷା ବହୁତ ଅଲଗା ଥାଏ । ଆଉ ଗୋପାଳ ଠିକ୍ ସେହି କଥା କହୁଛି ନିଜ ପାଇଁ । ଗୋପାଳ ର କହିବା କଥା କି ତଦନ୍ତ ଆଗକୁ ଜାହାବି ହେଉ ନାଁ କାହିଁକି ସେ ସବୁଥି ପାଇଁ ପ୍ରସ୍ତୁତ ରହିଛି କ୍ରାଇମ୍ ବ୍ରାଞ୍ଚ ଠାରୁ ଆରମ୍ଭ କରି FBI ପର୍ଯ୍ୟନ୍ତ ହେଉ ନାଁ କାହିଁକି ସବୁ ସ୍ଥିତିରେ ସେ ସବୁ କିଛି କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛି ।
ତାହାର ବ୍ୟକ୍ତିତ୍ୱ ପିଆଜ ଭଳି ତେଣୁ ପ୍ରଶ୍ନ ଉଠୁଛି କି FBI କଣ ଗୋପାଳ ର ଏହି ପିଆଜ ଭଳି ବ୍ୟକ୍ତିତ୍ୱ ର କେନ୍ଦ୍ର ବିନ୍ଦୁ କୁ ପହଁଚି ପାରିବ କି । କାରଣ ଏହା FBI ପାଇଁ ବି କାଠି କର ପାଠ ହୋଇ ପାରେ ।
କାରଣ ଗୋପାଳ ର ଏହି କେସ FBI ପାଇଁ ନୂଆ ହୋଇ ପାରେ । ଆମେରିକାରେ ରହୁଥିବା ବ୍ୟକ୍ତି ବିଶେଷ ଙ୍କ ମାନଶୀକତା ଏବଂ ଓଡିଶା ରେ ରହୁଥିବା ଗୋପାଳ ଠାରୁ ସଂମ୍ପର୍ଣ୍ଣ ଅଲଗା ହୋଇପାରେ । ତେବେ ଦେଖିବାକୁ ବାକି ରହିଲା କେଉଁ ଭଳି ଭାବେ FBI ଗୋପାଳ ର ସେହି ପିଆଜ ଭଳି ବ୍ୟକ୍ତିତ୍ୱ ର କେନ୍ଦ୍ର ବିନ୍ଦୁ ପର୍ଯ୍ୟନ୍ତ ପହଁଚୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।