ମନ୍ତ୍ରୀଙ୍କ ମୃ-ତ୍ୟୁ ଖବର ଜାଣିନଥିଲା ଗୋପାଳ । ପୋଲିସକୁ ପଚାରୁଛି ଗୋଟିଏ ଗୁଳିରେ କଣ ମନ୍ତ୍ରୀ ମରିଗଲେ

naba

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଗୁଳିରେ କଣ ମନ୍ତ୍ରୀ ମରିଗଲେ କି ଏମିତି କିଛି ପଚାରୁଛି ଅଭିଯୁକ୍ତ ଗୋପାଳ ଦାସ । ହଁ ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ହୋଇଛି । ଏହି ଖବର ଅଭିଯୁକ୍ତ ASI ଗୋପାଳ ଦାସ ଜାଣି ନଥିଲା । ଆଉ ଯେତେ ବେଳେ ଜାଣିବାକୁ ଚାହିଁଲା ସୁରକ୍ଷା ଦାୟୁତ୍ୱ ରେ ଥିବା ପୋଲିସ ଙ୍କୁ ପଚାରୁଛି । ମନ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ କେମିତି ରହିଛି । ହଁ ବନ୍ଧୁଗଣ ଘଟଣା ସ୍ଥଳରୁ ପୋଲିସ ଉଠେଇ ନେବା ପରେ ସୁନ୍ଦର ଗଡ ରିଜର୍ଭ ଲାଇନ ରେ ତାଙ୍କୁ ରଖା ଜାଇଥିଲା ।

ଆଉ ନବ ଦାସ ଙ୍କ ମୃ-ତ୍ୟୁ ହୋଇଛି କି ନାହିଁ ତାଙ୍କ ସୁରକ୍ଷା ଦାୟୁତ୍ୱରେ ରହିଥିବା ପୋଲିସ କୁ ସଂମ୍ପର୍ଣ୍ଣ ଖୁସୀର ସହିତ ପଚାରୁଥିଲା ଗୋପାଳ । ଆଉ ଯେତେ ବେଳେ ଜାଣିଲା ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ମୃ-ତ୍ୟୁ ହୋଇଛି ସେତେ ବେଳେ ହସି ହସି କହିଲା କଣ ଗୋଟିଏ ଗୁଳିରେ ମନ୍ତ୍ରୀ ଙ୍କର ମୃ-ତ୍ୟୁ ହୋଇଗଲା । ଏମିତି କହି ମୃ-ତ୍ୟୁ ହେବା ଘଟଣା କୁ ବିଶ୍ୱାସ କରି ପାରୁ ନଥିଲା ଗୋପାଳ ।

gopal 1

ଆଉ ବିଶେଷ ସୂତ୍ର ରୁ ମିଳିଥିବା ଏହି ଖବର ଯଦି ସତ ହୁଏ ତେବେ ଏଇଠି ପ୍ରଶ୍ନ ଉଠୁଛି ଯଦି ସେ ମାନଶୀକ ବିଶାଦ ଗସ୍ତ ତେବେ ଗୁଳି ମାରି ସାରିବା ପରେ କାହିଁକି ଉତ୍ତର କୁ ଅପେକ୍ଷା କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ମୃ-ତ୍ୟୁ ହୋଇଛି କି ନାହିଁ କାହିଁକି ଜାଣିବାକୁ ଚେଷ୍ଟା କରୁଥିଲେ । ଆଉ ଗୋପାଳ କୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖା ଯିବା ସହିତ ସେଠାରେ ନାଁ ମୋବାଇଲ , ନାଁ ଟିଭି ନାଁ କିଛି ଥିଲା ସେହିଥି ପାଇଁ ଗୋପାଳ କିଛି ଜାଣି ପାରି ନଥିଲା ।

ଆଉ ବହୁତ ଖୁିସୀରେ ହସି ହସି କହିଲା କଣ ଗୋଟିଏ ଗୁଳିରେ ମନ୍ତ୍ରୀ ଙ୍କର ମୃ-ତ୍ୟୁ ହୋଇଗଲା । ଆଉ ଯେତେ ବେଳେ ସେ ଜାଣିବାକୁ ପାଇଥିଲା କି ନବ ବାବୁଙ୍କର ମୃ-ତ୍ୟୁ ହୋଇଜାଇଛି ସେତେ ବେଳେ ଏହି କଥା ସୁଣି ସେ ଚକିତ ହୋଇଥିଲା । ଆଉ ସବୁଠୁ ବଡ କଥା ନବ ଦାସ ଙ୍କ ମୃ-ତ୍ୟୁ କୁ ନେଇ ଅଭିଯୁକ୍ତ ଗୋପାଳ ଜେଲ ରେ ଥିବା ସମୟ ରେ ବି ସନ୍ଧହ ପ୍ରକାଶ କରିଥିଲା । ଆଉ ସେ ବାରମ୍ବାର ଜେଲ କର୍ମଚାରୀ ଙ୍କୁ ଘଟଣା ସଂମ୍ପର୍କ ରେ ପଚାରିବା ବେଳେ କର୍ମଚାରୀ ମାନେ କୈଣସି କଥା ବାର୍ତ୍ତା କରିବାରୁ ସେ ଦୂରେଇ ରହୁଥିଲେ । ଏମିତି ଏକ ଖବର ସାମ୍ନାକୁ ଆସିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ