ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର | ସ୍କୁଲ ପିଲାଙ୍କ ପାଇଁ ନବୀନଙ୍କ ବଡ ଘୋଷଣା

school

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ଆସିଲା ବଡ ଘୋଷଣା ଏବେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ମିଳିବ 1000 ଟଙ୍କା । ତେବେ ଆସନ୍ତୁ ଏହା ଉପରେ କଣ ରହିଛି ସଂମ୍ପର୍ଣ୍ଣ ଖବର ନିଶ୍ଚିତ ଭାବେ ଜାଣିନେବା । ତେବେ ବନ୍ଧୁଗଣ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ସରକାର ଶର୍ବାଙ୍ଗିନ ଉନ୍ନତି କରିବା ପାଇଁ ଓଡିଶା ସରକାର ଅନବରତ ପ୍ରୟାସ କରି ଚାଲିଛନ୍ତି । ଏଥି ସହିତ ରାଜ୍ୟ ସରକାର ପିଲା ମାନଙ୍କ ପାଇଁ ମାଗଣା ଶିକ୍ଷାଦାନ , ମାଗଣା ପୁସ୍ତକ ସାଙ୍ଗକୁ ସ୍କୁଲ ବ୍ୟାଗ୍ ଏବଂ ସ୍କୁଲ ଯୋତା ମଧ୍ୟ ଯୋଗେଇ ଦେଉଛନ୍ତି ।

ଶିକ୍ଷାର ଗୁଣାତ୍ମକ ମାନବିଧି ପାଇଁ ସରକାର ଶିକ୍ଷକ ମାନଙ୍କ ପାଇଁ ନୂଆ ନୂଆ ଟ୍ରେନିଂ ସୀବିର ମଧ୍ୟ ଆୟୋଜନ କରିଛନ୍ତି । ସେହି ପରି ଓଡିଶା ସରକାର ଛାତ୍ର ମାନଙ୍କ ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନବୃତ୍ତି ଯୋଜନା 2023 ଆରମ୍ଭ କରିଛନ୍ତି । ଏହି ଯୋଜନା ରେ ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଇୟୁନିଫର୍ମ , ଯୋତା , ବ୍ୟାଗ୍ , ମାଗଣା ସାଇକେଲ ଏବଂ ବହି ଯୋଗେଇ ଦେଉଛନ୍ତି ।

Sameer

ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ଦ୍ୱାରା ରାଜ୍ୟ ସରକାର ଙ୍କ ନେତୃତ୍ୱରେ ବଜେଟ 2023 ରେ ଗଙ୍ଗାଧର ମେହେର ଶିକ୍ଷା ମାନବୃତ୍ତି ଯୋଜନା 430 କୋଟି ଅନୁଦାନ ରାଶିର ଘୋଷଣା କରିଛନ୍ତି । 2023/24 ମଧ୍ୟରେ ସରକାରୀ ଏବଂ ସରକାରୀ ସହାୟତା ବିଦ୍ୟାଳୟ ଗୁଡିକ ନବମ ଏବଂ ଦଶମ ଶ୍ରେଣୀ ରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଇୟୁନିଫର୍ମ ଯୋଗେଇ ଦେବା ପାଇଁ ରାଜ୍ୟ ସରକାର ବଜେଟ ଆଣ୍ଟି ଆବଣ୍ଟନ କରିଛନ୍ତି ।

ତେବେ ପୂର୍ବରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଇୟୁନିଫର୍ମ ପ୍ରଦାନ ହେଉଥିବା ବେଳେ ହେଲେ ଏବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍କୁଲ ଇୟୁନିଫର୍ମ ସେବା ଯୋଗେଇ ଦେବେ ସରକାର ଏବଂ ଆସୋସମେଣ୍ଟ ପାଇଁ ସରକାର ଯୋଗେଇ ଦେଉଥିବା ସହାୟତା ରାଶି ସରକାର 600 ରୁ 1000 ଟଙ୍କା ପର୍ଯ୍ୟନ୍ତବୃଦ୍ଧି କରିଛନ୍ତି । ତେବେ ଏହା ଥିଲା ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନେଇ କିଛି ଲେଟେଷ୍ଟ ଅପଡେଟ ଯାହା ଆପଣ ମାନେ ଜାଣିବାକୁ ପାଇଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ