
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି କୈଣସି ଝିଅଙ୍କର ମାଇଣ୍ଡ ମ୍ୟାଚୁରିଟି ହୋଇନଥିବ । ଛୋଟ ଛୋଟ ପିଲା ମାନଙ୍କ ମୁଣ଼୍ଡରେ ଗୋଟେ କିୟୁରୋସିଟି ତିଆରି ହୋଇଥାଏ । ଯେଉଁ କ୍ୟୁରୋସିଟି ଟା ଯେଉଁଟାକି ଆପଣ ମାନେ ଦେଖିଥିବେ ପରବର୍ତି ମୂହୁର୍ତ୍ୱ ରେ ସେମାନେ ଆ-ତ୍ମ-ହ-ତ୍ୟା କରିଦେବା କିମ୍ବା ଗୋଟେ ପ୍ରତିଶୃତି ପରାୟଣ ହେବା ଭଳି ଜିନିଷ ଏଠାରେ ଚାଲେ ।
ତେବେ ଏହା ମୋଟେବି ପ୍ରଥମ ଜିନିଷ ନୁହେଁ ଏହା ଗୋଟେ ଆଡଭାନ୍ସ କଥା ଅଟେ ଅନେକ ଥର ଜେନେରାଲ କଥାରେ ଆପଣ ମାନେ ଦେଖିବେ ଆମ ପାଖରେ କେସ ରହିଛି । ଯେ ଝିଅ ମାନେ ଜେନେରାଲ ସେନ୍ସ ରେ ବହୁତ ଅଧିକ ପ୍ରସରାଇଜ୍ କରୁଛନ୍ତି କି ପୁଅ ମାନଙ୍କୁ ଶା-ରୀ-ରିକ ସଂ-ମ୍ପ-ର୍କ ସ୍ଥାପନା କରିବା ପାଇଁ । ଏହାକୁ ନେଇ ଆମ ପାଖରେ ବହୁତ ଗୁଡିଏ ଉଦାହରଣ ରହିଛି ।
ବହୁତ କେସ ଷ୍ଟଡି ମଧ୍ୟ ରହିଛି ଜେନେରାଲ ସେନ୍ସ ରେ ଆଉ ଏହା ଗୋଟେ ଆଡଭାନ୍ସ ଜିନିଷ ଟେ ରହିଛି । ତେବେ ଜେନେରାଲି ଦେଖିବା ପାଇଁ ଗଲେ ଝିଅ ମାନେ ବହୁତ ଅଧିକ ପ୍ରସରାଇଜ୍ କରୁଛନ୍ତି କି ପୁଅ ମାନଙ୍କୁ ଶା-ରୀ-ରିକ ସଂ-ମ୍ପ-ର୍କ ସ୍ଥାପନା କରିବା ପାଇଁ । ଦେଖନ୍ତୁ ଆମେ ସେମାନଙ୍କ ପର୍ସିନାଲ ଜିନିଷ ଉପରେ କୈଣସି ବି କୋନଫର୍ମ ମେସନ ନୁହେଁ ।
ତେବେ ସେମାନଙ୍କ ମଧ୍ୟରେ କଣ ପାଇଁ ମିସ ଅଣ୍ଡଷ୍ଟାନିଙ୍ଗ୍ ହୋଇଛି । ତେବେ କଣ ହୋଇଛି ଜେନେରାଲ ସେନ୍ସ ରେ ଆମ ପାଖରେ ସେମିତି କିଛି କୋନଫର୍ମେସନ ନାହିଁ । ହେଲେ ଆମକୁ ଲାଗୁଛି କି କେଉଁଠି ନାଁ କେଉଁଠି ସେମାନେ ବହୁତ ୟଙ୍ଗ୍ ରହିଥିବା ବେଳେ ଛୋଟ ପିଲା ସେମାନଙ୍କ ମାନଶୀକତା ବା ବ୍ରେନ୍ ସେତେ ବି ମେଚ୍ୟୁୟର ହୋଇନାହିଁ ।
ତେବେ ଏହା ଗୋଟେ ବହୁତ ବଡ ଜିନିଷ ନୁହେଁ । ତେବେ ଏହି ସବୁ ସାମାନ୍ୟ କଥା ପାଇଁ ଜଣଙ୍କୁ ଜଣେ ଛୁରା ମାରିଦେବ ଏବେ ବହୁତ ବଡ କଥା ନୁହେଁ ବରଂ ଏମାନଙ୍କ ମଧ୍ୟରେ କିଛି ନାଁ କିଛି ଅଘଟଣ ଘଟିଛି ତେବେ ଜାଇ ଏହି ପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଏବଂ ଏହି ପରି ଘଟଣା ଘଟିଛି ବୋଲି ଆମେ ଅନୁମାନ କରୁଛୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।