
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଭାବୁ ଥିବେ ଗୋଟିଏ ଝିଅ ଆପଣ ମାନଙ୍କ ପଇସା ଭଲ ଘର ବା ଆପଣ ମାନଙ୍କ ଗାଡି କୁ ଦେଖି ଇମ୍ଫ୍ରେସ୍ ହୋଇଯିବ ବୋଲି ହେଲେ ଗୋଟିଏ ଭଲ ଝିଅ ପାଇଁ ଏହାର କିଛି ବି ପ୍ରାୟରିଟି ନ ଥାଏ । ତାକୁ କେବଳ ଆପଣଙ୍କ ସାଥ୍ , ସୋପର୍ଟ ଏବଂ ଆପଣଙ୍କ ସାହାଯ୍ୟ ଜରୁରୀ ଅଟେ ଆପଣ ସତରେ ଯଦି କେହି ଝିଅ ର ହୃଦୟ ଜିତିବାକୁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ଏହି ସବୁ ଜିନିଷ ଉପରେ ଧ୍ୟନ ଦେବା ଜରୁରୀ ଅଟେ ।
ଆପଣ ଜାହାକୁ ଭଲ ପାଆନ୍ତି ସେ ଆପଣଙ୍କୁ କେତେ ପରିମାଣ ରେ ଭଲ ପାଏ ଆପଣ କେମିତି ଜାଣିବେ ତେବେ ଏଠାରେ ଆପଣ ମାନଙ୍କୁ ଦେଖିବା ପାଇଁ ପଡିବ କି ଆପଣଙ୍କ ପାଇଁ ସେ କେତେ ଟାଇମ୍ ପ୍ସେଣ୍ଡ କରୁଛି ।
କାହା ପାଇଁ ନିଜର ମୂଲ୍ୟ ବାନ ସମୟ ଦେବା ବେଶୀ ଇମ୍ଫଟାନ୍ସ ଅଟେ , ଯେକୈଣସି ସଂମ୍ପର୍କ ସଫଳ ହେବା ପାଇଁ ଦୁହେଁ ଦୁହିଁଙ୍କୁ ଭଲ ପାଇବା ଦରକାର ଆପଣ ମାନେ କୈଣସି ବି ପ୍ରକାରର ଭୁଲ କରିଲେ ବା ତା ଆଗରେ କେତେ ବି ଭୁଲ କରିଲେ ସେ ଆପଣଙ୍କୁ କେବେ ବି କିଛି କହିବ ନାହିଁ ବରଂ ସେ ବୁଝେଇବ ।
ଆପଣ ମାନେ ଏଠାରେ ବହୁତ ସହଜ ରେ ଦେଖିବା ପାଇଁ ପାଇବେ କି ଆପଣ ମାନେ ଯେଉଁ ଝିଅ କୁ ଭଲ ପାଉ ଥିବେ ସେହି ଝିଅ ନିଶ୍ଟିତ ଭାବେ ଆପଣ ଅନ୍ୟ ଝିଅ ଙ୍କ ସହିତ କଥା ହେଲେ ସେ ସେହି ଝିଅ ଉପରେ ରାଗିବ । ବା ନିଜକୁ ସେ ଅନକୋମ୍ପଟେବୁଲ ଫିଲ୍ କରୁ ଥିବ । କାରଣ ସେ ପସନ୍ଦ କରେ ନାହିଁ । ଏହା ଥିବା ଝିଅ ଆପଣଙ୍କୁ ବି ଭଲ ପାଉଛି ବୋଲି ଜାଣିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।