ପୁରୀରେ ଭୂତ ଆତଙ୍କ। ସିସିଟିଭିରେ କଏଦ୍ ହୋଇଛି ଭୂତର ଦୃଶ୍ୟ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଇଣ୍ଟରନେଟ ଯୋଗରେ ସମସ୍ତ ଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଏବଂ ସମସ୍ତେ ଏଥିରେ ଇଣ୍ଟରନେଟ ଜରିଆରେ ସୋସିଆଲ ମିଡିଆର ଏକାଉଣ୍ଟ ଆପଣ ମାନେ ସମସ୍ତେ ଖୋଲିଥିବେ ଏବଂ ଏଥିରେ ଆପଣ ମାନେ ପ୍ରତିଦିନ କିଛି ନା କିଛି ଭାଇରାଲ ଭିଡିଓ ଏବଂ ଭାଇରାଲ ଫୋଟ ସବୁ ଦେଖିବାକୁ ପାଉଥିବେ ।

ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ଏପରି ଏକ ଭାଇରାଲ ଭିଡିଓ ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ ଜାଣିବା ପରେ ଆପଣ ମାନଙ୍କ ର ଶରୀର ଲୋମ ଟାଙ୍କୁରି ଉଠିବ । ତେବେ ବନ୍ଧୁଗଣ ଆପଣ ମାନେ ଏହି ଭାଇରାଲ ଭିଡିଓ ବିଷୟ ରେ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଆଧୁନିକ ଯୋଗରେ ଯଦି ଆପଣ ମାନଙ୍କୁ ଏକ ଭୂତ ର କଥା କୁହାଯାଏ ତେବେ ଆପଣ ମାନେ ହୁଏତ ଏହାକୁ ସହଜ ରେ ବିଶ୍ୱାସ କରି ନପାରନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହିରଖୁଛୁ କି ଏହି ପୃଥିବେ ରେ ଯେମିତି ଭଗବାନ ଙ୍କୁ ଆମେ ମାନେ ଯେମିତି ସମସ୍ତେ ବିଶ୍ୱାସ କରୁଛେ ତେବେ ଭୂତ ଭଳି ଏକ ଏହି ପୃଥିବା ରେ ଏକ ସ୍ପିରିଟ ରହିଛି ବୋଲି ଆପଣ ମାନେ ବିଶ୍ୱାସ କରିବା ଉଚିତ ।

bhuta

ତେବେ ଆଜି ଆମେ ଆପଣ ମାନଙ୍କୁ ଆଜି ଯେଉଁ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ତାହା ହେଉଛି ଆମ ରାଜ୍ୟ ର ପୁରୀ ଜିଲ୍ଲା ର ମୁକୁନ୍ଦ ନଗର ର ଦୃଶ୍ୟ ଯେଉଁଥିରେ କି ସୋମବାର ଦିନ ବିଳମ୍ବ ରାତ୍ରୀ ସମୟ ରେ ଏକ ସିସି କ୍ୟାମେରା ରେ ଏପରି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ଦେଖିଲା ପରେ ଆପଣ ମାନେ ମଧ୍ୟ କହିବେ କି ଆଜିର ଏହି ଆଧୁନିକ ସମୟ ରେ ବି ଭୂତ ଭଳି ଏକ କିଛି ସ୍ପିରିଟ ରହିଛି ।

ତେବେ ଏହି ଦୃଶ୍ୟ କୁ ଆପଣ ମାନେ ଥରେ ଭଲ ଭାବରେ ଦେଖନ୍ତୁ କୁ ଏହି ଦୃଶ୍ୟ ରେ ଏକ ଧଳା ରଙ୍ଗର ଏକ ମଣିଷ ଭଳି ଛାୟା ବହୁତ ଶିଘ୍ର କ୍ୟାମେରା ଆଗରେ ଦେଇ ରାସ୍ତା ର ବାମ ପାଖରୁ ଯାଇ ରାସ୍ତା ର ଡାହାଣ ପାଖରେ ରହିଥିବା ଏକ ବୁଦା ରେ ଯାଇ ସେଠାରେ ହଠାତ ଅଦୃଶ୍ୟ ହୋଇଯାଉଛି । ତେବେ ଏହି ଦୃଶ୍ୟ କୁ ଦେଖିଲା ପରେ ଲୋକ ମାନେ କହୁଛନ୍ତି କି ପୁରୀ ରେ ଭୂତ ବୁଲୁଛି ତାହାବି ପୁଣି ରାତ୍ରୀ ର ବିଳମ୍ବ ସମୟ ରେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *