ଘରେ ଲାଗିଥିବା ମୋନି ପ୍ଲାଣ୍ଟ ଗଛରେ ବାନ୍ଧି ଦିଅନ୍ତୁ ଏ ଗୋଟିଏ ଜିନିଷ, ଆପଣଙ୍କ ଘରକୁ ଚୁମ୍ବକ ଭଳି ଟାଣି ଆସିବ ଟଙ୍କା ।

Spread the love

ଆଜିକାଲି ସମୟରେ ସଭିଙ୍କ ପାଇଁ ଟଙ୍କା ବହୁତ ଜରୁରୀ ହେବାକୁ ଲାଗୁଛି । କାରଣ ଦୁନିଆର ସବୁ ଜିନିଷ ଟଙ୍କା ଥିଲେ ହିଁ ଆମେ ପାଇପାରିବା । ଏଥିପାଇଁ ପ୍ରତ୍ୟେକ ଲୋକ ଟଙ୍କା ହାସଲ କରିବା ପାଇଁ ପାଗଳ ଭଳି ଏପଟେ ସେପଟେ ଦୌଡ଼ନ୍ତି । ଘରକୁ ଟଙ୍କା କେମିତି ଆସିବ ଓ ଘରର ବାତାବରଣ ଖୁସିରେ ରହିବ କେମିତି ଏ ବିଷୟରେ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଲେଖା ଯାଇଛି ସେଥିରୁ ଗୋଟିଏ ଉପାୟ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ଉପାୟ ଆପଣାଇ ଆପଣ ଧନୀ ମଧ୍ୟ ହେଇପାରିବେ ।

ସର୍ବପ୍ରଥମେ ଆମେ ଆପଣଙ୍କୁ ଗୋଟିଏ ଏଭଳି ଗଛ ବିଷୟରେ କହିବାକୁ ଯାଉଛୁ, ଯାହାକି ଧନର ସୂଚକ କୁହାଯାଏ । ଅର୍ଥାତ ବାସ୍ତୁଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି କି, ଯେଉଁ ଘରେ ମୋନି ପ୍ଲାଣ୍ଟ ଘଛ ଥାଏ ମା’ଆ ଲଷ୍ମୀଙ୍କ କୃପା ସେମାନଙ୍କ ଉପରେ ସବୁବେଳେ ରହିଥାଏ । ବହୁତ ଲୋକମାନେ କୁହନ୍ତି ଯେ, ଏହି ଗଛ ସେମାନଙ୍କ ଘରେ ଅନେକ ବର୍ଷରୁ ରହିଅଛି ତଥାପି ସେମାନେ ଆଜି ଯାଏଁ ଟଙ୍କାର ଅଭାବରେ ବଞ୍ଚୁଛନ୍ତି । ଏହି ଗଛ ଲଗାଇବାର ମଧ୍ଯ କିଛି ନିୟମ ରହିଛି ତାହାକୁ ପାଳନ କରିଲେ, ଆପଣଙ୍କୁ ଏହାର ପ୍ରଭାବ ନିଶ୍ଚୟ ଅନୁଭବ ହୋଇଥାଏ ।

ସର୍ବପ୍ରଥମେ ମୋନି ପ୍ଲାଣ୍ଟ ଗଛ ଲଗାଇବା ଆଗରୁ ତାର ଦିଗ ଓ ସ୍ଥାନ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ମୋନି ପ୍ଲାଣ୍ଟ ଗଛକୁ ଉତ୍ତର ଦିଗରେ ଲଗାଇବା ସର୍ବତ୍ତମ ଅଟେ । ଏହି ଗଛକୁ ଶୌଚାଳୟ ପାଖରେ କେବେ ବି ଭୁଲରେ ରଖିବେ ନାହିଁ ।

ଆମେ ଏବେ ଆପଣଙ୍କୁ ଗୋଟିଏ ଏଭଳି ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣ ପାଳନ କରିଲେ ଆପଣଙ୍କ ଟଙ୍କା ଦୁଇଗୁଣ ହେଇଯିବ । ଧ୍ୟାନରେ ପଢନ୍ତୁ ! ଆପଣଙ୍କ ଘରେ ଥିବା ମୋନି ପ୍ଲାଣ୍ଟ ଗଛରେ ନାଲି ରଙ୍ଗର ରିବନ୍ ଗଛର ମୂଳରେ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଏହା କରିବା ପରେ ଆପଣ ନିଜେ ହିଁ ଅନୁଭବ କରିପାରିବେ କି, ଆପଣଙ୍କ ଘରକୁ ଟଙ୍କା ଆସିବା ଆରମ୍ଭ ହୋଇଯିବ ଓ ଘରର ବାତାବରଣ ଖୁସିରେ ଖେଳି ଉଠିବ ।