ଘରେ ଲଗାନ୍ତୁ ଏହି ୩ଟି ଫୋଟ ଆପଣଙ୍କ ଭାଗ୍ୟ ପୂରାପୂରି ବଦଳାଇଦେବ !

Spread the love

ବନ୍ଧୁଗଣ ମନୁଷ୍ୟ ଜୀବନ ଅଛି ମାନେ ସୁଖ ଆଯ ଦୁଖ ଲାଗି ରହିଥାଏ । ଘରେ ଥିବା ବାସ୍ତୁ ଦୋଷ ଯୋଗୁଁ ଘରେ ସବୁବେଳେ ନକରାତ୍ମକ ଊର୍ଜା ହୋଇଥାଏ । ଯାହା ଆମେ କିଛି କରିବା ପାଇଁ ଚାହୁଁ ଥାଉ ତାହା ଆମେ କରିପାରି ନ ଥାଉ । ଏମିତି ଘରେ କିଛି ନା କିଛି ଅଶୁଭ ଘଟି ଥାଏ । ଆଉ ଘରେ କିଛି ବାସ୍ତୁ ଦୋଷ ରହିଥାଏ । ଶାସ୍ତ୍ରରେ କୁହାଯାଇଛିକି ମନୁଷ୍ୟ ଚାହିଁଲେ ଏହି ବାସ୍ତୁ ଦୋଷକୁ ସବୁଦିନ ପାଇଁ ସୁଧାରି ପାରିବ । ବାସ୍ତୁ ଦୋଷକୁ ଦୂର କରିବା ପାଇଁ କିଛି କର୍ମ କରିପାରିବ । ସେହି କର୍ମ ଆମେ ଠିକ୍ ଭାବରେ କରିବା । ବାସ୍ତୁ ଦୋଷକୁ ଦୂର ହେବା ସହ ସକାରାତ୍ମକ ଊର୍ଜା ସୃଷ୍ଟି କରିବା ଯାହା ଫଳରେ ସବୁ କିଛି ମଙ୍ଗଳ ହେବ । ଆଉ ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଛୁ ତାହା ସଫଳ ପୂର୍ବକ ହୋଇପାରିବ । ଏବଂ ଘରକୁ ଧନ ମଧ୍ୟ ଆସିବ । ପ୍ରଥମେ ହେଉଛି ଭଗବାନଙ୍କ ଫୋଟ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଭଗବାନଙ୍କ ସେହି ୩ଟି ଫୋଟ ବିଷୟରେ :-

୧॰ ବନ୍ଧୁଗଣ ଆପଣଙ୍କ ଘରର ମୁଖ୍ୟ କବାଟ ଯେଉଁଠି ଅଛି ସେହି କବାଟରେ ଭଗବାନ ଗଣେଶଙ୍କ ଫୋଟ ଲଗାନ୍ତୁ । ଆପଣ ଯଦି କେତେବେଳେ ବାହାରକୁ ଯାଉଛନ୍ତି ସେତେବେଳେ ସେହି ଭଗବାନ ଗଣେଶଙ୍କ ଫୋଟକୁ ଦର୍ଶନ କରି ଯାଆନ୍ତୁ । ଯାହାଫଳରେ କୌଣସି ନକରାତ୍ମକ ଊର୍ଜା ଆସିପାରିବ ନାହିଁ । ଏବଂ ଆପଣଙ୍କ ଘର ଉପରେ କାହାର ଖରାପ ଦୃଷ୍ଟି ପଡିବ ନାହିଁ ।

୨॰ ମୁଖ୍ୟ କବାଟର ଭିତର ପଟରେ ପଞ୍ଚମୁଖୀ ହନୁମାନଙ୍କ ଫୋଟ ଲଗାନ୍ତୁ । ଯାହା ଫଳରେ ଆପଣଙ୍କ ଘରେ କୌଣସି ପ୍ରକାରର ନକରାତ୍ମକ ଊର୍ଜା ଆସିବା ନାହିଁ । ଏହା ଦ୍ଵାରା ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ ଠିକ୍ ହୋଇଯାଏ । ତାହା ସହିତ ଆପଣଙ୍କ ମଙ୍ଗଳ ମଧ୍ୟ ହେବ ।

୩॰ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଆପଣଙ୍କ ଘରର ଭିତର ପଟରେ ବା ହୋଲରେ ମାଛର ଫୋଟ ଲଗାଇବା ଉଚିତ । ଦୁଇଟି ମାଛ କିମ୍ବା ଗୋଟିଏ ମାଛ ହେଲେବି ଚଳିବ । ମାଛ ଖେଳୁଥିବ ଫୋଟ ଲଗାନ୍ତୁ ଯାହା ଦ୍ଵାରା ପରିବାରର ଉନ୍ନତି ଘଟିବ ।

ଆପଣଙ୍କ ଘରେ ବାସ୍ତୁ ଦୋଷ ଦୂର ହେବ ସହିତ ସକାରାତ୍ମକ ଊର୍ଜା ସୃଷ୍ଟି ହେବ ଏମିତି କି ଆପଣଙ୍କ ଘର ଉପରେ ଖରାପ ଦୃଷ୍ଟି ମଧ୍ୟ ପଡିବ ନାହିଁ । ଏବଂ ଆପଣଙ୍କ ମଙ୍ଗଳ ହିଁ ମଙ୍ଗଳ ହେବ । ବନ୍ଧୁଗଣ ଆପଣ ନିଜ ଘରେ ଏହି ୩ଟି ଫୋଟ ନିଶ୍ଚୟ ଭାବରେ ଲଗାନ୍ତୁ ।

ତେବେ ବନ୍ଧୁଗଣ ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତାହେଲେ ଲାଇକ କରନ୍ତୁ ଓ ସେୟାର କରନ୍ତୁ ।