ଘରେ ଯଦି ଝିଟିପିଟି ଦେଖନ୍ତି, ତେବେ ତୁରନ୍ତ ପକାଇ ଦିଅନ୍ତୁ ତା’ଉପରେ ଏହି ଜିନିଷ ? ହେବ ଧନର ବର୍ଷା

Spread the love

ଆଜି ଆମର ଯେଉଁ ବିଷୟବସ୍ତୁଟି ନେଇ ଆସିଅଛୁ, ତାହା ବହୁତ ଆଶ୍ଚର୍ଯ୍ୟ ଜନକ । ଆଜି ଆମେ କହିବାକୁ ଯାଉଥିବା ଏହି ଉପାୟଟିକୁ ଯଦି ଆପଣ ଏହି ଉପାୟଟିକୁ ଆପାଣଇବେ ତେବେ ଅନେକ ସମସ୍ୟର ସମାଧାନ ହୋଇପାରିବ । ଆଜିର ବିଷୟ ବସ୍ତୁଟି ହେଲା ଘରେ ଯଦି ଝିଟିପିଟି ଦେଖାଯାଏ, ତେବେ ତୁରନ୍ତ ଝିଟିପିଟି ଉପରେ ପକାଇ ଦିଅନ୍ତୁ ଏହି ଜିନିଷ, ଧନର ହେବ ବର୍ଷା । ତେବେ ଚାଲନ୍ତୁ ବନ୍ଧୁଗଣ ଏହିବିଷୟକୁ ଆଲୋଚନା କରିବା :

ସାଧାରଣତଃ ଲୋକମାନେ ଘରେ ଝିଟିପିଟିକୁ ଦେଖି ଡରି ଯାଆନ୍ତି । ପ୍ରାୟତଃ ସେମାନଙ୍କୁ ଏହା ଜଣା ନ ଥାଏ ଯେ, ଅଦ୍ଭୁତ ଦେଖାଯାଉଥିବା ଝିଟିପିଟି କେତେ ଶୁଭଦାୟକ ଅଟେ । ଜ୍ୟୋତିଷ୍କ ଏବଂ ଶାସ୍ତ୍ରରେ ଏହାର ବିଶେଷ ମହତ୍ୱ ରହିଛି । ଭାରତରେ କିଛି ମନ୍ଦିରରେ ଝିଟିପିଟିକୁ ପୂଜା କରାଯାଇଥାଏ । ଓଡ଼ିଶାର ଗୋରଖନାଥ ମନ୍ଦିରରେ ଝିଟିପିଟି କୁ ପୂଜା ପାଇଥାଏ ଏବଂ ଶ୍ରୀରଙ୍ଗମନାଥ ସ୍ଵାମୀ ମନ୍ଦିରରେ କାନ୍ଥରେ ଝିଟିପିଟି ଚିତ୍ର ଦେଖିବାକୁ ମିଳିଥାଏ । ଏହା କୁହାଯାଏ, ଏହି ଝିଟିପିଟିର ଦର୍ଶନ ଅର୍ଥ ଭଗବାନଙ୍କ ଦର୍ଶନ ଫଳ ଦୁଇ ଗୁଣିତ ହୋଇଥାଏ ଥାଏ । ଆଜି ଆମେ ଆପଣଙ୍କୁ ଝିଟିପିଟିର ଏକ ଶୁଭ ଫଳଦାୟକ ଉପାୟ ବିଷୟରେ କହିବାକୁ ଯାଉଛି । ଯାହା କରିବା ଦ୍ୱାର ଆପଣଙ୍କ ଉପରେ ମା’ଆ ଲକ୍ଷ୍ମୀଙ୍କ କୃପା ରହିବ ଏବଂ ଆପଣଙ୍କ ଉପରେ ଧନର ବର୍ଷା ହେବ ।

ଦୀପାବଳି ଦିନ ଘରେ ଝିଟିପିଟି ଦେଖାହେବା ବହୁତ ଶୁଭଦାୟକ ଅଟେ । ଏହା କୁହାଯାଏ ଝିଟିପିଟି ଦେଖିବା ଦ୍ୱାରା ବର୍ଷସାରା ଗୃହରେ ସୁଖ ସମୃଦ୍ଧି ଲାଗିରହେ । ଏହି ଉପାୟ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏତିକି କରିବାର ଅଛି ଯେବେ ବି ଆପଣଙ୍କ ଘରର କାନ୍ଥରେ ଝିଟିପିଟି ଦେଖାବେ, ତେବେ ତୁରନ୍ତ ମନ୍ଦିରରେ କିମ୍ବା ଭଗବାନଙ୍କ ପାଖରେ ରଖାଯାଇ ଥିବା ଚାଉଳକୁ ନେଇ ଆସନ୍ତୁ ଏବଂ ଏହି ଚାଉଳକୁ ଦୂରରୁ ହିଁ ରହି ଝିଟିପିଟି ଉପରକୁ ଫିଙ୍ଗି ଦିଅନ୍ତୁ । ଏମିତି କରିବା ସମୟରେ ଆପଣଙ୍କ ମନରେ ଥିବା କାମନାକୁ ମନରେ ହିଁ ଭାବନ୍ତୁ ଏବଂ ଯେଉଁ କାମନା କରିବେ ସେହି ଇଚ୍ଛା ପୁର୍ଣ୍ଣ ହୋଇଯାଇଥାଏ । ଶାସ୍ତ୍ରରେ ଏମିତି ମନା ଯାଇଥାଏ ଝିଟିପିଟିର ପୂଜା ଦ୍ୱାରା ଧନ ସମ୍ପତ୍ତି ର ସମସ୍ୟାର ଅନ୍ତ ହୋଇଯାଇଥାଏ । ଧନ ପ୍ରାପ୍ତିର ନୁଆଁ ମାର୍ଗ ଖୋଲିଯାଏ। ।