ଘରର ଏହି ଜାଗାରେ ରଖନ୍ତୁ କଇଁଚ; ଦେଖିବେ ରାତି ରାତି ଆପଣଙ୍କ ଭାଗ୍ୟ ୧୦୦% ପ୍ରତିଶତ ବଦଳିଯିବ ।

Spread the love

ଘରର ଏହି ଜାଗାରେ କଇଁଚ ରଖନ୍ତୁ; ଏତେ ଟଙ୍କା ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ । ହୁଏତ ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ବାସ୍ତବରେ ସତ୍ୟ ଅଟେ । ଆଗ କାଳରୁ ହିଁ କଇଁଚର ବହୁତ ଚର୍ଚ୍ଚା ହୋଇ ଆସୁଅଛି । ଧାର୍ମିକ ରୂପରେ କଇଁଚକୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଇଛି । ବାସ୍ତୁ ଶାସ୍ତ୍ରରେ ମଧ୍ୟ କଇଁଚର ବହୁତ ଗୁଡ଼ାଏ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଯଦି ଆପଣଙ୍କ ଘରେ କଇଁଚ ଅଛି କିମ୍ବା କଇଁଚର ଚିତ୍ର ଅଛି; ତେବେ ତାହା ଆପଣଙ୍କୁ ବହୁତ ଗୁଡ଼ାଏ ଅସୁବିଧାରୁ ବଞ୍ଚାଇ ପାରେ ।

ଏହିପରି ମାନ୍ୟତା ଅଛି ଯେ, ଘରେ କଇଁଚ ରଖିବା ଦ୍ୱାରା ଆପଣଙ୍କ ସବୁ କାମ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ ଟଙ୍କାର ଅଭାବ ହେଉଛି; ତେବେ ଏହି କ୍ଷେତ୍ରରେ ଆପଣ ନିଜ ଘରେ କଇଁଚକୁ ରଖି ଏହାର ଲାଭ ଉଠାଇ ପାରିବେ । ଏହା ବହୁତ ସରଳ ଉପାୟ ଅଟେ । ଯାହାକି ପ୍ରତ୍ୟେକ ବ୍ୟକ୍ତି କରିପାରିବେ । ଏହି ଉପାୟକୁ ଆପଣାଇବା ପରେ ପ୍ରତ୍ୟେକ ବ୍ୟକ୍ତି ଏହାର ଲାଭ ଉଠାଇ ପାରିବେ । କିନ୍ତୁ ବନ୍ଧୁଗଣ ଏହାକୁ ଠିକ୍ ଦିଗରେ ରଖିବା ସେତିକି ହିଁ ଆବଶ୍ୟକ ଅଟେ; ଯେତିକି ହିଁ ଆପଣଙ୍କ ଘରେ ରହିବା ।

ଏହିପରି କୁହାଯାଏ ଯେ, ସଂସାରରେ ଯେତେ ଜୀବଯନ୍ତୁ ରହିଛନ୍ତି, ସେମାନଙ୍କ ମଧ୍ୟରୁ କଇଁଚର ବୟସ ସବୁଠାରୁ ଅଧିକ ହୋଇଥାଏ । ଯେପରି କଇଁଚର ବୟସ ବଢି ବଢି ଯାଇଥାଏ, ସେହିପରି କଇଁଚର ଆକାର ମଧ୍ୟ ବଢ଼ି ବଢି ଯାଇଥାଏ । ଯଦି ଏହାକୁ ଆପଣ ଘରେ କିମ୍ବା ଅଫିସ୍ ରେ ରଖିବେ; ତେବେ ଆପଣଙ୍କୁ ଜୀବନରେ ସଫଳତା ନିଶ୍ଚିତ ଭାବରେ ମିଳିବ । ବାସ୍ତୁ ଶାସ୍ତ୍ରରେ କଇଁଚକୁ ଘରେ କିମ୍ବା ଅଫିସରେ ରଖିବାର କିଛି ନିୟମ ଉଲ୍ଲେଖ କରାଯାଇଛି । କିଛି ଏହିପରି ଜାଗା କୁହାଯାଇଛି, ଯେଉଁଠାରେ ଆପଣ କଇଁଚକୁ ସେଠାରେ ରଖି ଲାଭ ଉଠାଇ ପାରିବେ ।

ଯଦି ଆପଣ କଇଁଚକୁ ଅଫିସରେ କିମ୍ବା ଘରେ ରଖିବାକୁ ଚାହୁଁଛନ୍ତି; ତେବେ ଆପଣ ଉତ୍ତର ଦିଗରେ ହିଁ ରଖନ୍ତୁ । କିନ୍ତୁ ଗୋଟିଏ କଥା ଉପରେ ଧ୍ୟାନ ଦେବେ ଯେ, ସେହି ଉତ୍ତର ଦିଗ ଆପଣଙ୍କ ଶୋଇବା ଘର ଆଡ଼େ ନ ରହିବା ଦରକାର । କେବେ ମଧ୍ୟ ଶୋଇବା ଘରେ କଇଁଚ ରଖିବା କଥା ନୁହେଁ । କଇଁଚକୁ ସବୁବେଳେ ଉତ୍ତର ଦିଗରେ ହିଁ ରଖିବା ଉଚିତ । କଇଁଚ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏହା ଆପଣଙ୍କ ବାସ୍ତୁ ଦୋଷ ମଧ୍ୟ ଦୂର କରିପାରେ । ଏହା ସହିତ ଆପଣଙ୍କୁ ପ୍ରତି ମାର୍ଗରେ ଉନ୍ନତି ଓ ରୋଜଗାରରେ ସଫଳତା ଦେଇଥାଏ । ତାହା ସହିତ ଆପଣଙ୍କ ସବୁ ସମସ୍ୟା ମଧ୍ୟ ଦୂର କରିପାରେ । ଯଦି ଆପଣ ନିଜ ଭାଗ୍ୟକୁ ବଦଳାଇବା ପାଇଁ ଚାହୁଁଛନ୍ତି; ତେବେ କଇଁଚକୁ ନିଜ ଘରେ ନିଶ୍ଚୟ ରଖନ୍ତୁ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।