ସକାଳୁ ଉଠି ଗାଧାଇବା ପୂର୍ବରୁ ଚେହେରାରେ ଲଗାଇ ଦିଅନ୍ତୁ ଏହି ଜିନିଷ, ଚେହେରା ଚମକି ଉଠିବ । ଆପଣ ଭାବି ପାରିବେ ନାହିଁ ।

Spread the love

ନିଜ ଚେହେରାକୁ ସତେଜ ସୁନ୍ଦର କରିବା ପାଇଁ ଆଜିକାଲିର ଯୁବପିଢିମାନେ ଅନେକ ଟଙ୍କା ପଇସା ଖର୍ଚ୍ଚ କରନ୍ତି ଏବଂ ବିଭିନ୍ନ ପ୍ରକାରର ନୂଆ ନୂଆ ପ୍ରୋଡ଼କ୍ଟ ବ୍ୟବହାର କରନ୍ତି । ଆପଣମାନେ ନିଜ କେଶର ଯେପରି ଯତ୍ନ ନିଅନ୍ତି ଠିକ ସେହିପରି ନିଜ ଚେହେରାକୁ ମଧ୍ୟ ଯତ୍ନ ନେବା ନିହାତି ଜରୁରୀ ଅଟେ । ଆଜିକାଲି ପୁଅ ହୁଅନ୍ତୁ କିମ୍ବା ଝିଅ ପ୍ରତ୍ୟେକ ନିଜକୁ ସୁନ୍ଦର ଦେଖା ଯିବା ପାଇଁ ଅନେକ କିଛି ବ୍ୟବହାର କରିଥାନ୍ତି । ଏହି ଜିନିଷ ଗୁଡିକ ବେଳେବେଳେ ସେମାନଙ୍କ ଚେହେରାକୁ ଅସୁନ୍ଦର କରିଦେଇ ଥାଏ । ଆଜି ଆମେ ଆପଣମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ, ଯାହାକୁ ବ୍ୟବହାର କରିବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ । ଏହି ଉପାୟଟି ଆପଣାଇବା ପରେ ଆପଣଙ୍କ ଚେହେରା ଚମକି ଉଠିବ ।

ଏହା ଚେହେରାରେ ଲଗାଇ ଦିଅନ୍ତୁ :

ବାଦାମ ଏବଂ କ୍ଷୀରକୁ ବହୁତ ଗୁଡିଏ ବିୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଇଥାଏ । ଚେହେରା ସମ୍ବନ୍ଧୀୟ ସମସ୍ୟା ଯେପରି କଳା ଦାଗ, ଶୁଷ୍କ ଚର୍ମ ଇତ୍ୟାଦିରୁ ମୁକ୍ତି ମିଳି ଯାଇପାରିବ ।

କିପରି ଏହି ପ୍ୟାକ ପ୍ରସ୍ତୁତ କରିବେ ?

ସର୍ବ ପ୍ରଥମେ ଅଧା (୧/୨) କପ୍ କ୍ଷୀରରେ ପାଞ୍ଚୋଟି ବାଦାମକୁ ରାତିରେ ଭିଯାଇ ଦିଅନ୍ତୁ ଏବଂ ସକାଳେ ସ୍ନାନ ପୂର୍ବରୁ ଏହାର ପେଷ୍ଟ କରି ଚେହେରାରେ ଲଗାନ୍ତୁ ଏବଂ ଏହି ପେଷ୍ଟକୁ ୨୫ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ରହିବାକୁ ଦିଅନ୍ତୁ, ପରେ ଧୋଇ ଦିଅନ୍ତୁ । ଏହି ପ୍ୟାକ୍ ଆପଣଙ୍କ ଚେହେରାକୁ ଗ୍ଲୋ କରିବା ସହ ଆପଣଙ୍କ ଚେହେରା ଚମକି ଉଠିବ । ଏହା ଆପଣଙ୍କ ଚେହେରାକୁ ଧଳା କରିବାରେ ସାହାଯ୍ୟ କରିବ । ଏହାର ପୁରା ଫାଇଦା ଉଠାଇବା ପାଇଁ ଏହି ପ୍ରଣାଳୀକୁ ଆପଣ ସପ୍ତାହରେ ଦୁଇରୁ ତିନି ଥର ବ୍ୟବହାର କରିପାରିବେ ।

ଯଦି ଆପଣଙ୍କୁ ଏହା ସମ୍ବନ୍ଧୀୟ ଅନ୍ୟ କୌଣସି ସୂଚନା ଦରକାର ପଡେ ତେବେ ଆପଣ ଆମ ପେଜକୁ ଲାଇକ କରି ନିଜର ମତକୁ ତଳ କମେଣ୍ଟ ବକ୍ସରେ ଦିଅନ୍ତୁ ।