ମୋ ଘର ଆଗରୁ ଚାଲିଯାଓ ଦୀପିକା ..ମୁଁ କେବେବି ତୁମକୁ ଗ୍ରହଣ କରିବିନି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତୁମକୁ ମୁଁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ । କି ଗ୍ରହଣ କରି ପାରିବି ନାହିଁ । ତୁମ ମୋ ଭିତରେ ପ୍ରେମ ଥିଲା ହେଲେ ଦିପିକା ତୁମେ ଏଭଳି ବାଧ୍ୟ ବାଧକତାରେ ମୋ ଘର ଆଗରେ ବସି ଘରେ ଭିତରେ ପସିବାକୁ ଚେଷ୍ଟା କରୁଛ । ଜାହାକି ମୁଁ ଚାହୁଁନାହି । ପ୍ରେମ ଥିଲା ସଂ-ମ୍ପର୍କ ମଧ୍ୟ ରହିଥିଲା । ହେଲେ ତୁମେ ମୋ ଘର ଆଗରେ ଏମିତି ବସିବ ମୁଁ କେବେ ବି ଭାବି ନଥିଲି । ଆଉ ପିଲା କୁ ଜନ୍ମ ଦେଇ ତା ବାପା ର ଅଧିକାର ମତେ ମାଗିବ ମୁଁ କେବେ ବି ଭାବି ନଥିଲି ।

ତୁମେ ଜାଣିଛ ଆମର ହାଇ ଷ୍ଟାଟସ ଫ୍ୟାମିଲି ଆଉ ତୁମର ଷ୍ଟାଟସ ତୁମେ ଜାଣିଛ । ଆଉ ଘର ଲୋକେ ଗ୍ରହଣ କରିବାକୁ ନାରାଜ ମୁଁ ବି ଚାହୁଁଛି ତୁମକୁ ଗ୍ରହଣ କରିବି ନାହିଁ । ତୁମେ ଏମିତି କେତେ ଦିନ ବସିବ ମୋ ଘର ଆଗରେ ବସିଥାଅ । ହଁ ଆଜ୍ଞ୍ୟା ଏମିତି କିଛି ଦିପିକା ନିଜେ ଅଭିଯୋଗ କରିଛନ୍ତି । କୁଆଡେ ହାଇ ଷ୍ଟାଟସ ଏବଂ ଧନୀ ଶ୍ରେଣୀ ର ଲୋକ ହୋଇଥିବା ଯୋଗୁଁ ତାଙ୍କ ଘରେ ବୋହୁ ଭାବେ ଗ୍ରହଣ କରିବାକୁ ନାରାଜ ରହିଛନ୍ତି ।

loves

ଆଉ ସେହି ଦିନେସ ଯିଏ ପାଗଳ ପରି ଭଲ ପାଉଥିଲେ ଦିପିକା ଙ୍କୁ ଏବେ ସେହି ଦିପିକା ଙ୍କ ମୁହଁ କୁ ଦେଖୁନାହାଁନ୍ତି ସେହି ଦିନେସ । ତେବେ ଦିନେସ ଦିନେ ଭେସ୍ପା ସୋ ରୁମ୍ ରେ ଆଖି ରେ ଆଖି ମିଶେଇ ଥିଲେ । ଆଉ ବହୁ ସ୍ୱପ୍ନ , ବହୁ କଥା ଏବଂ ଆଶା ଦେଇଥିଲେ । ପ୍ରତି ମୂହୁର୍ତ୍ୱ କେମିତି ତାଙ୍କର ହାତ ଧରି ବଞ୍ଚିବେ ତାହା ତାଙ୍କୁ ସିଖେଇ ଥିଲେ । ପ୍ରେମ କରିବା ସମୟ ରେ କହିଥିଲେ କେବେ ବି ହାତ ଛାଡିିବି ନାହିଁ ।

ପ୍ରତି ମୂହୁର୍ତ୍ୱ ରେ ପ୍ରତି ସେକେଣ୍ଡ ରେ ତମ ସହତ ରହିବି । ମଲା ଯାଏ ଆମେ ଦୁହେଁ ଅଲଗା ହେବା ନାହିଁ । ହେଲେ ଯେତେ ବେଳେ ଛୁଆ ଜନ୍ମ ହେବାପରେ ହାତ ଛାଡି ଦେଇଥିଲେ ଦିନେସ ହେଲେ ଦିନେସ ଏମିତି କଣ ପାଇଁ କରିଲେ ଭଲ ତ ପାଉଥିଲେ ଶା-ରୀ-ରିକ ସଂ-ମ୍ପ-ର୍କ ବି ରଖିଲେ ହେଲେ ଛୁଆ ଜନ୍ମ ହେବା ପରେ କଣ ପାଇଁ ଦୁରେଇ ଗଲେ ଦିନେସ ।

ଏହା କେଉଁ ଭଳି ଷ୍ଟାଟସ ଏହା କଣ ପ୍ରେମ ଠାରୁ ଏତେ ବଡ । ତେବେ ଏହି ସବୁ କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଦିପିକା ସିଧା ସିଧା କହିଛନ୍ତି ମତେ ଯେତେ ବେଳ ଯାଏ ନ୍ୟାୟ ନମିଳିଛି ଯେତେ ବେଳ ଯାଏ ଦିନେସ ଗ୍ରହଣ କରିନାହାଁନ୍ତି ମୁଁ ତୁମ ଘର ଆଗରୁ ଉଠିବି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *