
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ପ୍ରେମୀ ଯୁଗଳ ଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି । କାରଣ ପ୍ରେମ ରେ ପଡିବା ପରେ ଝିଅ ମାନେ ନିଜର ହୀତାହିତ ଜ୍ଞ୍ୟାନ କୁ ଭୁଲି ଯାଉଛନ୍ତି । ଆଉ ପ୍ରେମ ସହିତ ସଂ-ମ୍ପର୍କ ରଖିବା ପରେ ସେମାନେ ଧୋକା ଖାଉଛନ୍ତି । ଆଉ ଶେଷରେ ସେମାନେ ଜିବନ ହାରୁଛନ୍ତି । ଏହି ଭଳି ଏକ ଘଟଣା କୁ ନେଇ ବର୍ତମାନ ଜଣେ ଯୁବତୀ ଗଣମାଧ୍ୟମ ରେ ବୟାନ ଦେଇଛନ୍ତି ଯେ ଆଗରୁ ଆମର ଜେଜେ ବାପା ଙ୍କ ବିବାହ ହେଲା ବେଳେ ସେମାନେ ଜେଜେ ମାଆ ଙ୍କ ମୁହଁ ଦେଖି ନଥିଲେ ।
ହେଲେ ଆଜିର ଦିନ ରେ ବିବାହ ଠିକ୍ ହେବା ମାନେ ଝିଅ ପୁଅ ନମ୍ବର ଦେବା ନେବା କରି ଆଗ ସେମାନେ ନିଜକୁ ନିଜେ ହୋଟେଲ ଯାଇ ଖାଇବା ପିଇବା କରି ସରାଇରିକ ସମ୍ପର୍କ ରଖି ସତାୟସ୍ଫାଏ ଲାଗିଲେ ଯାଇ ସେମାନେ ବାହା ହେଉଛନ୍ତି । ଏହାକୁ ବାପା ମାଆ ମାନେ ବି ସିକୃତି ଦେଉଛନ୍ତି । ଜାହାର ମୂଳ ଗଛ ଷ୍ଟ୍ରଙ୍ଗ ନାହିଁ ତାହାର ଉପର ପତ୍ର କେମିତି ଷ୍ଟ୍ରଙ୍ଗ୍ ରହିବ । ସେହିଥି ପାଇଁ ତ ଯେମିତିକା ଘର ସେମିତିକା ପିଲା ବଡ ଘରର ବଡ ଗୁମର କଥା ।
ଏହା ଗୋଟେ ଖରାପ ବାର୍ତ୍ତା ଦେଉଛି ଆମ ସମାଜ ପାଇଁ । ଆଜିର ଲୋକ ମାନେ ଭଲ ଜିନିଷ କୁ ଗ୍ରହଣ କରୁ ନାହାନ୍ତି ହେଲେ ଖରାପ ଜିନିଷ କୁ ପ୍ରଥମେ ଗ୍ରହଣ କରୁଛନ୍ତି । ଗୋଟେ ନୂଆ ଟ୍ରେଣ୍ଡ ତ ଦରକାର ଆଜିର ସମୟରେ । ଆଜିର ଝିଅ ମାନେ ନିଜକୁ ନିଜେ ଶସ୍ତା ଭାବୁଛନ୍ତି । ପୁଅ ମାନେ ଭାବୁଛନ୍ତି ଆମେ ହେଉଛୁ ହୀରା ଆଉ ଝିଅ ମାନେ ଶସ୍ତା ।
ତେଣୁ ଝିଅ ମାନେ ପ୍ରଥମେ କେଉଁ ପୁଅ କୁ ଭଲ ପାଆନ୍ତି ପ୍ରଥମେ ଦେଖିବା ଦରକାର ପୁଅ ର ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସେ କେମିତିକା । ଏ ଯେଉଁ ଟିକେ ସୁନା କହି ଦେଉଛନ୍ତି ଗେଲୁ ସୁନା କହିବା ପରେ ଝିଅ ମାନେ ଫସିଯାଇ OYO ହୋଟେଲ କୁ ଚାଲି ଯାଉଛନ୍ତି କଣ ତାଙ୍କୁ ଫାଇଦା ମିଳୁଛି । ଏ ତ ପୁଅ ନା ତାର କଣ ଯାଏ ମଜା ଆସେ ଝିଅର ଇଜ୍ଜତ ସହ ଖେଳିବାରେ । ବୁମର ଚୋବାଇବ ଚୋବାଇବ ପରେ ମିଠା ସରିଲେ ଅଠା କରି ଫିଙ୍ଗି ଦେବେ ।
ତେଣୁ ଝିଅ ମାନେ ବି ବୁଝିବା ଜରୁରୀ କି ଏ କ୍ଷଣିକ ପ୍ରେମ ପାଇଁ ଆ-ତ୍ମ-ହ-ତ୍ୟା କରୁଛନ୍ତି ବା ପୁଅ ମାନେ ଝିଅଙ୍କୁ ହ-ତ୍ୟା କରୁଛନ୍ତି । ଏଥିପାଇଁ କଠୋର ରୁ କଠୋର ଦଣ୍ଡ ଦରକାର । ତେଣୁ କରି ଏମାନଙ୍କ ପାଇଁ ମୁଁ ଅନୁରୋଧ କରୁଛି ଏମାନଙ୍କୁ ଦୁନିଆରେ ବଞ୍ଚିବାକୁ ହେଲେ କାହା ସାହାରା ନେଇ ବଞ୍ଚିବାର ନାହିଁ । ନିଜ ସ୍ଵାଧୀନରେ ବଞ୍ଚନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।