ଗେଲହୁ ,ସୁନା କହି ପଟେଇ ଦେଉଛନ୍ତି ଓ ତା ପରେ ଦୁଇ ମିନିଟର ସୁଖ ପାଇଁ OYO ନେଇଯାଉଛନ୍ତି

oyo

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗରୁ ଆମ ଜେଜେ ବାପା ଙ୍କ ବିବାହ ହେବା ବେଳେ ଜେଜେ ମାଆ ଙ୍କ ମୁହଁ ଦେଖି ନଥିଲେ ହେଲେ ଏବେ ଗେଲୁ ,ସୁନା କହି ପଟେଇ ଦେଉଛନ୍ତି ଓ ତା ପରେ ଦୁଇ ମିନିଟର ସୁଖ ପାଇଁ OYO ନେଇଯାଉଛନ୍ତି । ଆଜିର ସମୟ ରେ ପ୍ରେମୀ ଯୁଗଳ ଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି । କାରଣ ପ୍ରେମ ରେ ପଡିବା ପରେ ଝିଅ ମାନେ ନିଜର ହୀତାହିତ ଜ୍ଞ୍ୟାନ କୁ ଭୁଲି ଯାଉଛନ୍ତି । ଆଉ ପ୍ରେମ ସହିତ ସଂ-ମ୍ପର୍କ ରଖିବା ପରେ ସେମାନେ ଧୋକା ଖାଉଛନ୍ତି ।

ଆଉ ଶେଷରେ ସେମାନେ ଜିବନ ହାରୁଛନ୍ତି । ଏହି ଭଳି ଏକ ଘଟଣା କୁ ନେଇ ବର୍ତମାନ ଜଣେ ଯୁବତୀ ଗଣମାଧ୍ୟମ ରେ ବୟାନ ଦେଇଛନ୍ତି ଯେ ଆଗରୁ ଆମର ଜେଜେ ବାପା ଙ୍କ ବିବାହ ହେଲା ବେଳେ ସେମାନେ ଜେଜେ ମାଆ ଙ୍କ ମୁହଁ ଦେଖି ନଥିଲେ । ହେଲେ ଆଜିର ଦିନ ରେ ବିବାହ ଠିକ୍ ହେବା ମାନେ ଝିଅ ପୁଅ ନମ୍ବର ଦେବା ନେବା କରି ଆଗ ସେମାନେ ନିଜକୁ ନିଜେ ହୋଟେଲ ଯାଇ ଖାଇବା ପିଇବା କରି ସରାଇରିକ ସ-ମ୍ପର୍କ ରଖି ସତାୟସ୍ଫାଏ ଲାଗିଲେ ଯାଇ ସେମାନେ ବାହା ହେଉଛନ୍ତି ।

oyo

ଏହାକୁ ବାପା ମାଆ ମାନେ ବି ସିକୃତି ଦେଉଛନ୍ତି । ଜାହାର ମୂଳ ଗଛ ଷ୍ଟ୍ରଙ୍ଗ ନାହିଁ ତାହାର ଉପର ପତ୍ର କେମିତି ଷ୍ଟ୍ରଙ୍ଗ୍ ରହିବ । ସେହିଥି ପାଇଁ ତ ଯେମିତିକା ଘର ସେମିତିକା ପିଲା ବଡ ଘରର ବଡ ଗୁମର କଥା । ଏହା ଗୋଟେ ଖରାପ ବାର୍ତ୍ତା ଦେଉଛି ଆମ ସମାଜ ପାଇଁ । ଆଜିର ଲୋକ ମାନେ ଭଲ ଜିନିଷ କୁ ଗ୍ରହଣ କରୁ ନାହାନ୍ତି ହେଲେ ଖରାପ ଜିନିଷ କୁ ପ୍ରଥମେ ଗ୍ରହଣ କରୁଛନ୍ତି ।

ଗୋଟେ ନୂଆ ଟ୍ରେଣ୍ଡ ତ ଦରକାର ଆଜିର ସମୟରେ । ଆଜିର ଝିଅ ମାନେ ନିଜକୁ ନିଜେ ଶସ୍ତା ଭାବୁଛନ୍ତି । ପୁଅ ମାନେ ଭାବୁଛନ୍ତି ଆମେ ହେଉଛୁ ହୀରା ଆଉ ଝିଅ ମାନେ ଶସ୍ତା । ତେଣୁ ଝିଅ ମାନେ ପ୍ରଥମେ କେଉଁ ପୁଅ କୁ ଭଲ ପାଆନ୍ତି ପ୍ରଥମେ ଦେଖିବା ଦରକାର ପୁଅ ର ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସେ କେମିତିକା ।

ଏ ଯେଉଁ ଟିକେ ସୁନା କହି ଦେଉଛନ୍ତି ଗେଲୁ ସୁନା କହିବା ପରେ ଝିଅ ମାନେ ଫସିଯାଇ OYO ହୋଟେଲ କୁ ଚାଲି ଯାଉଛନ୍ତି କଣ ତାଙ୍କୁ ଫାଇଦା ମିଳୁଛି । ଏ ତ ପୁଅ ନା ତାର କଣ ଯାଏ ମଜା ଆସେ ଝିଅର ଇଜ୍ଜତ ସହ ଖେଳିବାରେ । ବୁମର ଚୋବାଇବ ଚୋବାଇଆବା ପରେ ମିଠା ସରିଲେ ଅଠା କରି ଫିଙ୍ଗି ଦେବେ । ଏହି ସବୁ କଥାକୁ ଝିଅ ମାନେ ବୁଝିବା ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *