ଗାୟକ ବିଶାଳ ପ୍ରଧାନମନ୍ତ୍ରୀ ଙ୍କୁ ମିଛୁରା ବୋଲି କହିଲେ, ପୂର୍ଣ୍ଣ ସଭାରେ ଦେଇଥିବା ଏହି ବୟାନ କୁ ଧରି ନେଲେ।

Spread the love

ବିଶାଳ ଦଦଲାନି ସଙ୍ଗୀତ ର ଦୁନିଆ ରେ ନିଜର ଜବରଦସ୍ତ ହୁନର ର ଦ୍ୱାରା ଏକ ଭଲ ପରିଚୟ ସୃଷ୍ଟି କରିଛନ୍ତି। କିଛି ସମୟ ପୂର୍ବରୁ ସେ ଇଣ୍ଡିଆନ ଆଇଡ଼ଲ ର ଜର୍ଜ ର ସ୍ଥାନ କୁ ମଧ୍ୟ ସମ୍ଭାଳି ଥିଲେ ଯେଉଁଥିରେ ଗାୟକ ସଲମାନ ଅଲି ଙ୍କ ବିଜୟ ହୋଇଥିଲା। ବର୍ତ୍ତମାନ କିଛି ଦିନ ତଳେ ବିଶାଳ ପ୍ରଧାନମନ୍ତ୍ରୀ ଙ୍କ ବିରୋଧ ରେ ଏକ ଗମ୍ଭୀର ବୟାନ ଦେଇଛନ୍ତି ।

ବିଶାଳ ମୋଦିଜି ଙ୍କୁ ସିଧା ‘ମିଛୁରା’ ବୋଲି କହିଦେଲେ। ୩୦ ଜାନୁଆରୀ ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜ ସରକାର ର ଉପଲବ୍ଧି ଗୁଡିକ ବିଷୟରେ ଭାଷଣ ଦେବା ପାଇଁ ସୁରତ ପହଞ୍ଚିଥିଲେ। ସେ ନିଜ ସରକାର ର ସବୁ ଉନ୍ନତି ର ବିବରଣୀ ଦେଲେ ଓ କହିଲେ ଯେ, ‘ବଳାତ୍କାର ଭଳି କଥା ଏହି ଦେଶରେ ପୂର୍ବରୁ ହୋଉଥିଲା କିନ୍ତୁ ବର୍ତ୍ତମାନ ଅପରାଧୀ ମାନଙ୍କୁ ୩ଦିନ, ୭ ଦିନ, ୧୧ ଦିନ ବା ଗୋଟିଏ ମାସ ଭିତରେ ହି ଫାଶି ର ଦଣ୍ଡ ଦିଆଯାଉଛି, ଭାରତ ର ଝିଅ ମାନଙ୍କ ପାଇଁ ସୁରକ୍ଷିତ ଦେଶ ବନାଇବା ପାଇଁ ପଦକ୍ଷେପ ନିଆଯାଉଛି, ଓ ଫଳାପଳ ର ପ୍ରମାଣ ଅଛି।’

କିନ୍ତୁ ବିଶାଳ ଦଦଲାନି ଙ୍କୁ ଏହି ବୟାନ ବିଲକୁଲ ବି ଭଲ ଲାଗିଲା ନାହିଁ ଓ ସେ ଲେଖିଲେ ଯେ :– ‘ମିଛ¡ ମୋଦିଜି କୌଣସି ଗୋଟିଏ ବଳାତ୍କାର ଅପରାଧୀ ର ନାମ କୁହନ୍ତୁ ଯାହାକୁ ଆପଣଂକ କାର୍ଯ୍ୟକାଳ ମଧ୍ୟରେ ଫାଶି ଦିଆଯାଇଛି। ନିର୍ଭୟା ର ଦୁଷ୍କର୍ମୀ, ଅସିଫା ର ଦୁଷ୍କର୍ମୀ, ଏହା ବ୍ୟତୀତ ଉନ୍ନବ ରେ ଝିଅଟି ସହିତ ଯେଉଁ ଦୁଷ୍କର୍ମ ହେଇଥିଲା ତାର ଆରୋପୀ ଭାଜପା ର ବିଧାୟକ ସେଙ୍ଗର ଏବେ ମଧ୍ୟ ବଞ୍ଚିଛନ୍ତି ଓ ଭଲରେ ମଧ୍ୟ ଅଛନ୍ତି।’

ବିଶାଳ ନିଜର ସମ୍ପୂର୍ଣ୍ଣ ରାଗକୁ ଟ୍ୱିଟର ଜରିଆରେ ପ୍ରକାଶ କରଛନ୍ତି। ଏହି ଟ୍ୱିଟ ବର୍ତ୍ତମାନ ଭାଇରଲ ହୋଇଯାଇଛି, କିଛି ଲୋକ ବିଶାଳ ଙ୍କୁ ସପୋର୍ଟ କରୁଛନ୍ତି ତୋ କିଛି ମୋଦିଙ୍କୁ। କିନ୍ତୁ ଚର୍ଚା ର ବିଷୟ ଏହା ଅଟେ କି ବିଶାଳ ଙ୍କ କହିବା ଠିକ ନା ଭୁଲ।