ସରକାରଙ୍କ ଦ୍ଵାରା ନୁଆ ନିଷ୍ପତିର ଘୋଷଣା, କେବଳ 328 ଟଙ୍କାରେ ଗ୍ୟାସ୍ ସିଲେଣ୍ଡର ଓ ଏହା ସହିତ ମିଳିବ ସବସିଡ

Spread the love

ମୋଦି ସରକାର ଯେବେଠାରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠାରୁ ବହୁତ ଯୋଜନା ଓ ସବିଧା ଭାରତୀୟ ନାଗରିକଙ୍କୁ ମିଳି ଆସୁଛି । ସମୟ ସମୟରେ ମୋଫି ସରକାରଙ୍କ ଦ୍ୱାରା ଏମିତି କିଛି ଯୋଜନା ଚାଲି ଆସିଛି ଯାହା ଦ୍ୱାରା ଭାରତୀୟ ନାଗରିକଙ୍କୁ ବହୁତ ଲାଭ ମିଳୁଛି । ଏହିଥର ମୋଦି ସରକାର LPG ଗ୍ୟାସ୍ ସିଲେଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଆଣିଛନ୍ତି ବଡ଼ ଖୁସି ଖବର ।

ଉତ୍ତରପ୍ରଦେଶ ସରକାର ଉଜ୍ୱଳା ଯୋଜନାର ଜଡିତ ମହିଳାମାନଙ୍କ ପାଇଁ ଏକ ବିସ୍ମୟକର ସ୍କିମ ଦେଇଛନ୍ତି ଯେଉଁଥିରେ ସେମାନଙ୍କୁ ବହୁତ କମ୍ ଦରରେ ଗ୍ୟାସ୍ ସିଲେଣ୍ଡର ପ୍ରାପ୍ତ କରିପାରିବେ । କହିବାକୁ ଯାଉଛୁ ଯେ ଆକସ୍ମିତ ଭାବରେ ଗ୍ୟାସ୍ ସିଲେଣ୍ଡରର ଦର ବୃଦ୍ଧି ହୋଇଯିବାରୁ ଉଜ୍ୱଳା ଯୋଜନାର ଜଡିତ ମହିଳାମାନଙ୍କୁ ବହୁତ ସମସ୍ୟାର ସାମନା କରିବାକୁ ପଡୁଥିଲା । ସେଥିପାଇଁ ୟୋଗି ସରକାର ଉଜ୍ୱଳା ଯୋଜନାର ଜଡିତ ଲୋକଙ୍କୁ 5 କିଲୋ ଗ୍ୟାସ୍ ସିଲେଣ୍ଡରର ଦେବା ପାଇଁ ଘୋଷଣା କରିଛନ୍ତି ।

କହିବାକୁ ଚାହୁଁଛୁ ଯେ ଏଥିପାଇଁ ଉଜ୍ୱଳା ଯୋଜନା ର ଜଡିତ ଲୋକଙ୍କୁ ଗ୍ୟାସ୍ ସିଲେଣ୍ଡରର ପାଇଁ କେବଳ 328 ଟଙ୍କା ଦେବାକୁ ପଡିବ ଓ ଏହି ଗ୍ୟାସ୍ ଉପରେ ସବସିଡ 128 ଟଙ୍କା ଦିଆଯିବ । ଏହା ଉଜ୍ୱଳା ଯୋଜନାର ଲୋକଙ୍କ ପାଇଁ ଏକ ବଡ଼ ଖୁସିର ଖବର ହୋଇଛି । ଏହା ସହିତ ମୋଦି ସରକାର ଆପଣଙ୍କ ଘର ପର୍ଯ୍ୟନ୍ତ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ବ୍ୟବସ୍ଥା କରୁଛନ୍ତି । ଏବେ ଆପଣଙ୍କୁ ଗ୍ୟାସ୍ ସିଲେଣ୍ଡରର ବୋଝରୁ ମୁକ୍ତି ମିଳିବ ।

ଏଥିପାଇଁ ଏବେ କିଛି ସ୍ଥାନକୁ ବଛା ଯାଇଛି । ଏହାକୁ ନେଇ କାର୍ଯ୍ୟ ଆରମ୍ଭ କରାଯିବ । ଆଶା କରୁଛୁ ଯେ ସରକାର ଶୀଘ୍ର ଏହି ସୁଵିଧାକୁ ପୁରା ଭାରତ ବାସୀଙ୍କୁ ଉପଲବ୍ଧ କରାଇପାରିବେ । ଗ୍ୟାସ୍ ପାଇପଲାଇନ ମାଧ୍ୟମରେ ଗ୍ୟାସ୍ ଘର ଘରକୁ ପହଞ୍ଚାଇ ପାରିବେ । ଏହାପରେ ଗ୍ୟାସ୍ ସିଲେଣ୍ଡର ନେବାପାଇଁ ଲାଇନରେ ରହିବାକୁ ପୋଡିବନି ।